ଶନି ମକର ରାଶିକୁ ଚାଳନ କରିବେ ଯାହା ଦ୍ଵାରା କିଛି ରାଶିଙ୍କ ଉପରେ ଏହାର ଖରାପ ପ୍ରଭାବ ପଡିବାକୁ ଯାଉଛି, ତେବେ ଆଜି ଆମେ ଆପଣଙ୍କୁ ଏମିତି ୭ଟି ରାଶିଙ୍କ ବିଷୟରେ କହିବାକୁ ଯାଉଛୁ ଯାହା ସମୟ ଖରାପ ରହି ପାରେ ।
ଆପଣଙ୍କୁ ସାବଧାନ ହୋଇ ରହିବା ଆବଶ୍ୟକ ଅଟେ । ଆପଣ ମାନେ ସମସ୍ତେ ଏହା ଜାଣିଛନ୍ତି ଯେ ଶନି ଦେବ ବହୁତ ଶୀଘ୍ର ରାଗି ଯାଇଥାନ୍ତି ତେବେ ଆପଣଙ୍କୁ ଏହା ଜାଣିବା ଆବଶ୍ୟକ ଯେ ଶନି ଦେବ ବହୁତ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି ତେବେ ନିଜ କର୍ମ ଭଲ ଭାବରେ କରିବା ଉଚିତ ହୋଇଥାଏ । ଶନି ଦେବ କିଛି ରାଶିଙ୍କ ଉପରେ କୋପିତ ଅଛନ୍ତି ତେବେ ସାବଧାନ ହୋଇ ରହିବା ଉଚିତ ।
ମେଷ ରାଶି :
ଗୃହସ୍ଥଜୀବନରେ ଆନନ୍ଦମୟ ବାତାବରଣ ରହିବ । ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟ ସରଳତା ପୂର୍ବକ ସମ୍ପୂର୍ଣ୍ଣ ହେବ । ଆର୍ଥିକ ଦେବା-ନେବା କରନ୍ତୁ ନାହିଁ । ଖର୍ଚ୍ଚର ମାତ୍ରା ଅଧିକ ହୋଇପାରେ । ଶାରୀରିକ ଏବଂ ମାନସିକ ରୁପରେ ଅସୁବିଧା ହୋଇପାରେ ।
ବୃଷ ରାଶି :
ଆସନ୍ତା ସମୟ ଆପଣଙ୍କ ପାଇଁ ହାନିକାରକ ଦିନ ଅଟେ । ଚାକିରି-ବ୍ୟବସାୟ କ୍ଷେତ୍ରରେ ଆୟ ବୃଦ୍ଧି ହେବ । ବୃଦ୍ଧ ବର୍ଗ ଏବଂ ମିତ୍ରମାନଙ୍କ ତରଫରୁ ଆପଣଙ୍କୁ କିଛି ଲାଭ ହେବ ।
କନ୍ୟା ରାଶି :
ଆସନ୍ତା ସମୟ ଆପଣ ଘରକାର୍ଯ୍ୟରେ ବ୍ୟସ୍ତ ରହିବେ । ହଠାତ୍ ଆପଣଙ୍କ ବନ୍ଧୁ ଆପଣଙ୍କୁ ସାକ୍ଷାତ କରିବାପାଇଁ ଆପଣଙ୍କ ଘରକୁ ଆସି ପାରନ୍ତି । ତାଙ୍କ ସାଥିରେ ଖୁସି ମଉଜ କରନ୍ତୁ ।
ସିଂହ ରାଶି :
କୌଣସି କାରଣରୁ ମନରେ ଚିନ୍ତା ହୋଇପାରେ । ସନ୍ତାନ ଏବଂ ସ୍ଵାସ୍ଥ୍ୟ ବିଷୟରେ ଆପଣଙ୍କୁ ସ୍ୱଳ୍ପ ଅସୁବିଧା ହୋଇପାରେ । ପେଟ ସମ୍ବନ୍ଧୀତ ଯନ୍ତ୍ରଣାର ଅଭିଯୋଗ ରହିବ ।
ବିଛା ରାଶି :
ଆସନ୍ତା ସମୟ ଆପଣ ନିଜର ସୀମାଠାରୁ ବାହାରକୁ ଆସି କୌଣସି ପ୍ରକାରର ବିପଦ ଉଠାଇବାକୁ ଚ଼ାହିଁବେ । ଆପଣ ନିଜ ଜୀବନରେ ବହୁତ କିଛି ଜିନିଷ ଆଗକୁ ବଢ଼ାଇବାକୁ ଚ଼ାହିଁବେ, ଯେପରିକି ଆପଣଙ୍କର ସମ୍ପର୍କ ଏବଂ ବ୍ୟବସାୟ ଇତ୍ୟାଦି ।
ମିଥୁନ ରାଶି :
ନିଜ ସମ୍ପର୍କକୁ ଦୃଢ କରିବା ପାଇଁ ଆପଣ ବହୁତ ଚେଷ୍ଟା କରିଛନ୍ତି ଏବଂ ଏହି ଚେଷ୍ଟା ଆପଣଙ୍କର ଫଳବତି ମଧ୍ୟ ହୋଇଛି । ଯାହା ଆପଣ ହୋଇପାରିବେ ନାହିଁ ତାହା ହେବା ପାଇଁ ଚ଼େଷ୍ଟା କରନ୍ତୁ ନାହିଁ ।
ତୁଳା ରାଶି :
ନିକଟ ସମ୍ପର୍କିୟ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ ଏବଂ ଆପଣ ଖୁସିରେ ମଧ୍ୟ ରହିବେ । ଈଶ୍ଵରଙ୍କର ନାମ ସ୍ମରଣରେ ଆପଣଙ୍କ ଦିନର ଶୁଭାରମ୍ଭ ହେବ । ଆପଣ ଆସୁବିଧାରେ ପଡ଼ୁଥିବା ପରିସ୍ଥିତିରୁ ଦୂରେଇ ରୁହନ୍ତୁ । କୌଣସି ବେକାର କାର୍ଯ୍ୟରେ ପଡ଼ନ୍ତୁ ନାହିଁ ଏବଂ ନିଜର ସକାରାତ୍ମକ ଚ଼ିନ୍ତା ଧାରା ବଜାୟ ରଖନ୍ତୁ ।