ଶନି ଗୋଚର ୨୦୨୦- ୧୨ଟି ରାଶିଙ୍କ ଉପରେ ହବ ଶନିଙ୍କ ପାୟା ପ୍ରଭାବ, ଜାଣନ୍ତୁ ଆପଣଙ୍କ ରାଶି କଣ କହୁଛି

୨୦୨୦ ରେ ଶନି, ଶୁକ୍ରବାର ଦିନ ୨୪ ଜନବରୀ ୨୦୨୦ କୁ ଦିପହର ୧୨ଟା ବାଜି ୧୧ମିନିଟ ରେ ମକର ରାଶି ରେ ପ୍ରବେଶ କରିବେ, ୫ଟି ରାଶି ବୁଷ, କନ୍ୟା, ବିଛା, ଧନୁ, ମକର ଏବଂ କୁମ୍ଭ ଇତ୍ୟାଦି ଶନିଙ୍କ ପ୍ରଭାବ ରେ ରହିବେ ଯାହା ପ୍ରଭାବରେ ଅନ୍ୟ ସବୁ ରାଶି ମଧ୍ୟ ଶନିଙ୍କ ପାୟା ଅନୁଯାଇ ପ୍ରଭାବିତ ହୋଇବେ ।

ଆସନ୍ତୁ ଜାଣିବା ଶନି ଗୋଚର (୨୦୨୦) ସବୁ ରାଶିଙ୍କ ଉପରେ :

ମେଷ :

– ୨୦୨୦ ରେ ଶନି ଆପଣଙ୍କ ଦଶମ ଭାବ ରେ ବିରାଜମାନ ହେବେ ।

– ଦଶମ ଭାବ ବିଶେଷ ରୂପରେ କର୍ମ ଭାବ ହୋଇ ଥାଏ ଏବଂ ଶନି କର୍ମ ସ୍ଵାମୀ ଅଟନ୍ତି ।

ବୃଷ :

– ଗୋଚର ସମୟରେ ଶନି ଆପଙ୍କ ନବମ ଭାବ ରେ ବିରାଜମାନ ହୋଇବେ ।

– ନବମ ଭାବ ଭାଗ୍ୟ ଡାଇତ୍ଵ ର ହୋଇ ଥାଏ ସେଥିପାଇଁ ପିତାଙ୍କ ସହ ବାଦ ବିବାଦ ହୋଇ ପାରେ ।

ମିଥୁନ :

– ଗୋଚର ସମୟରେ ଶନି ଆପଣଙ୍କ ଅଷ୍ଟମ ଭାବ ରେ ପ୍ରବେଶ କରିବେ ।

– ଅଷ୍ଟମ ଭାବ ହଟାତ ହାଉ ଥିବା କାର୍ଯ୍ୟ ପାଇଁ ଦାଇ ହୋଇ ଥାଏ ସେଥିପାଇଁ ଏହାର ପ୍ରଭାବ ଆପଣଙ୍କ ଜୀବନ ବିଭିନ୍ନ କ୍ଷେତ୍ର ରେ ହୋଇ ଥାଏ ।

କର୍କଟ :

– ୨୦୨୦ ରେ ଶନି ଆପଣଙ୍କ ସପ୍ତମ ଭାବ ରେ ବିରାଜମାନ ହୋଇବେ ।

– ଶନି ଗୋଚର କାଳ ରେ ଆଲସ୍ୟା କୁ ନିଜ ଠାରୁ ଦୂର କରନ୍ତୁ କାହିଁକିନା ଏହା ଆପଣଙ୍କ ପାଇଁ ହାନିକାରକ ଅଟେ ।

ସିଂହ :

– ୨୦୨୦ରେ ଶନି ଆପଣଙ୍କ ଷଷ୍ଟ ଭାବ ରେ ବିରାଜମାନ ହୋଇବେ ।

– ଶନି ଗୋଚର ଆପଣଙ୍କ ପାଇଁ ଏହି ବର୍ଷ ବହୁତ ଲାଭକାରୀ ହୋଇବ ।

କନ୍ୟା :

-୨୦୨୦ ରେ ଶନି ଆପଣଙ୍କ ଷଷ୍ଟମ ଏବଂ ପଞ୍ଚମ ଭାବରେ ସ୍ଥାପିତ ହୋଇବେ ।

– ଶନି ଗୋଚର ଏହି ବର୍ଷ ଆପଣଙ୍କ କୌଣସି ଅଟକି ଥିବା ଶିକ୍ଷା ପୂର୍ଣ ହବାକୁ ସୁଯୋଗ ପ୍ରଦାନ କରିବେ ।

ତୁଳା :

– ୨୦୨୦ରେ ଶନି ଆପଣଙ୍କ ଚତୁର୍ଥ ଭାବରେ ବିରାଜମାନ ହୋଇବେ ।

– ଯେଉଁ ଲୋକ ବ୍ୟବସାୟ କରୁଛନ୍ତି ତାଙ୍କ ପାଇଁ ବହୁତ ଭଲ ସୁଯୋଗ ଅଟେ ଏବଂ କୌଣସି ପ୍ରକାର ଘମଣ୍ଡ କରନ୍ତୁ ନାହିଁ ।

ବିଛା :

– ୨୦୨୦ରେ ଶନି ଗୋଚର ଆପଣଙ୍କ ତୃତୀୟ ସ୍ଥାନ ରେ ବିରାଜମାନ ହୋଇବେ ।

– ଶନି ଗୋଚର ସହ ବହୁତ ଦିନ ଧରି ଆପଣଙ୍କ ଉପରେ ଚାଲୁ ଥିବା ଶନୀଙ୍କ ସାଢେସାତି ମଧ୍ୟ ସମାପ୍ତ ହୋଇ ଜୀବ ।

ଧନୁ :

ଶନି ଗୋଚର ୨୦୨୦ରେ ଆପଣଙ୍କ ଦୁତୀୟ ଏବଂ ତୃତୀୟ ଭାବ ସ୍ଵାମୀ ହୋଇବେ ।

– ଶନି ସାଢେସାତି ଅନ୍ତିମ ସମୟ ରହିବା ଏବଂ ଆପଣଙ୍କ ପରିଶ୍ରମ ଫଳ ଆପଣଙ୍କୁ ପ୍ରାପ୍ତ ହୋଇବ ।

ମକର :

୨୦୨୦ରେ ଶନି ଗୋଚର ଆପଣଙ୍କ ଦୁତୀୟ ଭାବ ରେ ରହିବେ ।

– ଶନି ଗୋଚର ସହ ସାଢେସାତି ଦୁତୀୟ ଚରଣ ଆରମ୍ଭ ହୋଇ ଜୀବ ଯାହା ପରେ ମାନସିକ ଚିନ୍ତା ସାମ୍ନା କରିବାକୁ ପଡି ପାରେ ।

କୁମ୍ଭ :

– ଶନି ଆପଣଙ୍କ ୧୨ ଏବଂ ପ୍ରଥମ ଘର ସ୍ଵାମୀ ରହିବେ ।

– ଏହି ସମୟରେ କୁମ୍ଭ ରାଶି ଲୋକଙ୍କ ପାଇଁ ଶନି ସାଢେସାତି ପ୍ରଥମ ଚରଣ ପ୍ରାରମ୍ଭ ହୋଇବ ।

ମୀନ :

– ୨୦୨୦ରେ ଶନି ଗୋଚର ଆପଣଙ୍କ ୧୧ ଭାବ ରେ ବିରାଜମାନ ରହିବେ ।

– ଏହି ସମୟରେ ଜମା ବି ଅଳସୁଆ ହୁଅନ୍ତୁ ନାହିଁ ଏହା ଆପଣଙ୍କ ପାଇଁ ଭଲ ନୁହ ଏବଂ ଏହା ଦ୍ଵାରା ଆପଣଙ୍କ କର୍ମ କ୍ଷେତ୍ର ମଧ୍ୟ ପ୍ରଭାବିତ ହୋଇ ପାରେ ।

Leave a Reply

Your email address will not be published. Required fields are marked *