ଆଜି (23 May 2021) ଶନି କରିବେ ରାଶି ପରିବର୍ତନ ଶନି ସାଢେଷାତି ପୀଡିତ ବ୍ୟକ୍ତିଙ୍କ ଉପରେ ଭୟଙ୍କର ପ୍ରଭାବ, କରନ୍ତୁ ଏହି ଉପାୟ

ଜ୍ଯୋତିଷ ଶାସ୍ତ୍ରରେ ଶନି ଗ୍ରହ ର ଚାଲି ବହୁତ ମହତ୍ଵ ରଖିଥାଏ, ଶନି ଦେବଙ୍କୁ ନ୍ୟାୟ ଦେବତା କୁହା ଯାଇଥାଏ । ୨୦୨୧ରେ ଶନି ୨୩ ମେ କୁ ବକ୍ରୀ ଚାଲି ଦ୍ଵାରା ମକର ରାଶି ରେ ପ୍ରବେଶ କରିବେ । ଏହା ପରେ ୧୧ ଅକ୍ଟୋବରକୁ ମାର୍ଗୀ ହୋଇବେ ।

ଏହାର ପ୍ରଭାବ ସବୁ ରାଶିଙ୍କ ଉପରେ ଦେଖିବାକୁ ମିଳିବ । ଜ୍ଯୋତିଷ ଅନୁଯାଇ ଶନିଙ୍କ ବକ୍ରୀ ହବା ଦ୍ଵାରା ଶନିଙ୍କ ସାଢେଷାତି ଜାତକ ମାନଙ୍କ ଉପରେ ବହୁତ ବଡ ପ୍ରଭାବ ପକାଇବାକୁ ଯାଉଛି ତେବେ ଆଜି ଆମେ ଆପଣଙ୍କୁ ଶନୀଙ୍କ ୨୩ ମେ ୨୦୨୧ରେ ହୋଇଥିବା ପରିବର୍ତନ ବିଷୟରେ କିଛି କଥା କହିବାକୁ ଯାଉଛୁ । ତେବେ ଯେଉଁ ରାଶିଙ୍କ ଉପରେ ଶନୀଙ୍କ ପ୍ରଭାବ ପଡିବାକୁ ଯାଉଛି ତାଙ୍କ ବିଷୟରେ ଆମେ କିଛି ବିଶେଷ କଥା କହିବାକୁ ଯାଉଛୁ ।

୨୦୨୧ ବର୍ଷ ୨୩ ମେ ଶନି ବକ୍ରୀ କରିବେ ଯାହା ଦ୍ଵାରା ଶନୀଙ୍କ ସାଢେଷାତି ଆଉ ଢେୟା ପରଭାବିତ ଲୋକଙ୍କ ଅସୁବିଧା ଆହୁରି ବଢିଯିବ, ଏହି ସମୟ ଧନୁ, ମକର ଓ କୁମ୍ଭ ରାଶି ଲୋକଙ୍କ ଉପରେ ଶନୀଙ୍କ ସାଢେଷାତି ପ୍ରଭାବ ଦେଖିବାକୁ ମିଳିଥିଲା । ତେବେ ମିଥୁନ ଓ ତୁଳା ରାଶି ଜାତକ ମାନଙ୍କ ଉପରେ ଶନୀଙ୍କ ଢେୟା ଦେଖିବାକୁ ମିଳିବ, ଶନୀଙ୍କ ଓଲଟା ଚାଲି ଦ୍ଵାରା ଧନୁ, ମକର ଓ କୁମ୍ଭ ରାଶି ଲୋକଙ୍କୁ ନିଜ ଜୀବନରେ ବହୁତ ପରିବର୍ତନ ଦେଖିବାକୁ ମିଳିବ, ଆଉ ଏହା ସହ ମାନସିକ ଚିନ୍ତା ମଧ୍ୟ ଦିନକୁ  ଦିନ ବଢିବାକୁ ଲାଗିବ । ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ ନଚେତ ବହୁତ କିଛି ଖରାପ ହୋଇପାରେ ।

ଯଦି ଆପଣ ଜାଣି ନହନ୍ତ ତେବେ ଆମେ ଆପଣଙ୍କୁ କହିବାକୁ ଚାହୁଁଛୁ ଯେ ଶନୀଙ୍କ ସାଢେଷାତି ସହ ଶନୀଙ୍କ ଢେୟା ମଧ୍ୟ ବହୁତ ଖରାପ ହୋଇଥାଏ ତେବେ ଜ୍ଯୋତିଷ ଶାସ୍ତ୍ର ଅନୁଯାଇ  ଯେତେବେଳେ ଶନି ଯେବେ ଭି ଚନ୍ଦ୍ର ଠାରୁ ଚତୁର୍ଥ ବା ଅଷ୍ଟମ ଭାବରେ ରାଶି ପରିବର୍ତନ କରନ୍ତି ତେବେ ସେହି ରାଶି ଉପରେ ଶନୀଙ୍କ ଢେୟା ଆରମ୍ଭ ହୋଇଥାଏ ଯାହା ଜାତକ ଜୀବନ ଉପରେ ଖରାପ ପ୍ରଭାବ ପକାଇଥାଏ ।

ତେବେ ୨୦୨୧ରେ ଶନୀଙ୍କ ଢେୟା ଦୁଇଟି ରାଶିଙ୍କ ଉପରେ ପଢିଛି ଯାହା ନାମ ହେଲା ମିଥୁନ ଏବଂ ତୁଳା ରାଶି, ଏହି ଦୁଇ ରାଶି ଜାତକ ମାନଙ୍କ ଜୀବନରେ ଶନି ଗ୍ରହଙ୍କ ଖରାପ ପ୍ରଭାବ ଦେଖିବାକୁ ମିଳିବ, ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ରହି ପାରେ ଏହା ଛଡା କେରିଅର ପାଇଁ ସାବଧାନ ରୁହନ୍ତୁ ଆଉ ଖାଇବା ପିବା ଉପରେ ବିଶେଷ ଧ୍ୟାନ ରଖିବା ଉଚିତ ।

ଉପାୟ :

୧. ମାନ୍ୟତା ଅନୁଯାଇ ଶନିବାର ଦିନ ହନୁମାନ ମନ୍ଦିର ଯାଇ ହନୁମାନ ଚାଳିଶା ଏବଂ ସୁନ୍ଦର କାଣ୍ଡ ପାଠ କଲେ ଭଗବାନ ଶନି ଦେବ ପ୍ରସନ୍ନ ହୁଅନ୍ତି ଆଉ ତାଙ୍କ ଖରାପ ପ୍ରଭାବ କମିଠାଏ ।

୨. ଶନୀଙ୍କ ଖରାପ ପ୍ରଭାବରୁ ବଞ୍ଚିବା ପାଇଁ ଶନିବାର ଦିନ ଭଗବାନ ହନୁମାନଙ୍କୁ ସିନ୍ଦୁର ଅର୍ପଣ କରନ୍ତୁ ।

୩. ପ୍ରତେକ ଶନିବାର ମନ୍ଦିରରେ ତେଲ ଦାନ କରନ୍ତୁ ନଚେତ ଗରିବ ଆବଶ୍ୟକ ଲୋକଙ୍କୁ ଖାଇବାକୁ ଦିଅନ୍ତୁ ଆପଣଙ୍କ ଜୀବନ ନକାରାତ୍ମକତା ଦୂର ହୋଇଯିବ ।

Leave a Reply

Your email address will not be published. Required fields are marked *