ଶନିଦେବ ମହାରାଜକୁ କର୍ମ ଫଳ ଦାତା କୁହା ଯାଏ, ଯଦି ଶନିଦେବଙ୍କ କୃପା କୌଣସି ବ୍ୟକ୍ତି ଉପରେ ଥାଏ ତେବେ ସେହି ବ୍ୟକ୍ତି ଭାଗ୍ୟ ପୂର୍ଣଭାବରେ ବଦଳିଥାଏ, କାହିଁକିନା ଶନିଦେବଙ୍କୁ ଖରାପ ଭାଗ୍ୟ ଭଲ କରିବା ଦେବତା ମଧ୍ୟ କୁହାଯାଏ, ଶନିଦେବଙ୍କ କୃପାରୁ ବ୍ୟକ୍ତି ଭାଗ୍ୟ ପରିବର୍ତନ ହୋଇଥାଏ, ଅତ୍ୟଧିକ ଲୋକ ଶନିଦେବଙ୍କ କୃପା ପ୍ରାପ୍ତ କରିବାରେ ଲାଗି ଥାନ୍ତି ଓ ଅନ୍ୟ ଅନ୍ୟ ଉପାୟ ଶନିଦେବଙ୍କୁ ପ୍ରଶନ କରିବା ପାଇଁ ଖୋଜି ଥାନ୍ତି ।
ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହା ଶନିବାର ଦିନ ଘରେ ଆଣିଲେ ଆପଣଙ୍କୁ ଶନିଦେବ ଦଣ୍ଡ ଦିଅନ୍ତି, ତେବେ ଆସନ୍ତୁ ଜାଣିବା ଏହି ଜିନିଷ ବିଷୟରେ ।

ଲୁଣ :
ଯଦି ଆପଣ ଶନିବାର ଦିନ ଘରେ ଲୁଣ ଆଣନ୍ତି ତେବେ ଏହା ଫଳ ସ୍ୱରୂପ ଆପଣଙ୍କ ଉପରେ ଧାର ଉଧାର ବଢିଥାଏ ଏବଂ ଶାରୀରିକ କଷ୍ଟ ମଧ୍ୟ ଭୋଗିବାକୁ ପଡିଥାଏ ।
ଲୁହା :
ଆପଣ ଶନିବାର ଦିନ କୌଣସି ପ୍ରକାର ଲୁହା ଜିନିଷ କିଣି ଘରକୁ ଆଣନ୍ତୁ ନାହିଁ, କାହିଁକିନା ଏହା ଦ୍ଵାରା ଶନୀ ଦଶା ଖରାପ ହୋଇଥାଏ କିନ୍ତୁ ଆପଣ ଲୁହା ଦାନ କରିବା ପାଇଁ ଚାହନ୍ତି ତେବେ ଦାନ କରି ପାରନ୍ତି ।
କଳା ଜୋତା :
ବହୁତ ଲୋକଙ୍କୁ କଳା ଜୋତା ବହୁତ ପସନ୍ଦ ଆସିଥାଏ, ଆପଣମାନଙ୍କ ମଧ୍ୟ ବହୁତ ଲୋକଙ୍କୁ କଳା ଜୋତା ପସନ୍ଦ ଥିବ, ପରନ୍ତୁ ଆପଣଙ୍କୁ ଏହା ଧ୍ୟାନ ରଖିବା ଉଚିତ ଯେ ଶନିବାର ଦିନ କଳା ଜୋତା କିଣିଲେ ବା ପିନ୍ଧିବା କାମକାଜରେ ଅସଫଳତା ସାମ୍ନା କରିବାକୁ ପଡିଥାଏ ।
ସୋରିଷ ତେଲ :
ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ଯଦି କୌଣସି ବ୍ୟକ୍ତି ନିଜ ଘରେ ଶନିବାର ଦିନ ସୋରିଷ ତେଲ କିଣି ଆଣନ୍ତି ତେବେ ଏହା ଦ୍ଵାରା ଆପଣଙ୍କୁ ବହୁତ ରୋଗ ସାମ୍ନା କରିବାକୁ ହବ, ଯଦି ଆପଣ ଶାରୀରିକ କଷ୍ଟ ଠାରୁ ବଞ୍ଚିବା ପାଇଁ ଚାହନ୍ତି ତେବେ ଶନିବାର ଦିନ ତେଲ କିଣିବା ଉଚିତ ନୁହ । ଯଦି ଆପଣ ଚାହନ୍ତି ତେବେ ଶନିବାର ଦିନ ସୋରିଷ ତେଲ ଦାନ କରନ୍ତୁ, ତେବେ ଏହି ଶନିଦେବ ଆପଣଙ୍କ ଦ୍ଵାରା ପ୍ରଶନ ହୋଇବେ ।
କଳା ରାଶି :
ବହୁତ ଜ୍ୟୋତିଷ ଉପାୟ ଅଟେ ଯାହା ଶନି ଖରାପ ଦଶା ପାଇଁ କଳା ରାଶି ପ୍ରୟୋଗ କରା ଯାଇଥାଏ, ଯଦି ବ୍ୟକ୍ତି ଶନିବାର ଦିନ କଳା ରାଶି ଦାନ କରନ୍ତୁ ତେବେ ଏହି ଶୁଭ କୁହାଯାଏ, ଏହା ଛଡା ଓସ୍ତ ଗଛ ଉପରେ କଳା ରାଶି ଅର୍ପିତ କରିବା ଶୁଭ ହୋଇଥାଏ କିନ୍ତୁ ଏହି କଥା ଧ୍ୟାନ ରଖନ୍ତୁ ଯେ ଶନିବାର ଦିନ କଳା ରାଶି କିଣିକି ଆଣନ୍ତୁ ନାହିଁ । ଶନିବାର ଦିନ କଳା ରାଶି କିଣିବା ଆପଣଙ୍କ ଜୀବନ ସବୁ ପ୍ରକାର ଅସୁବିଧା ବଢେଇଥାଏ ସେଥିପାଇଁ ଶନିବାର ଦିନ କଳା ରାଶି କିଣନ୍ତୁ ନାହିଁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।