ଶାରୀରିକ ଦୁର୍ବଳତାକୁ ଦୂର କରିବାର ରାମବାଣ ଘରୋଇ ନୁସ୍କା

ଆଜିକା ସମୟରେ ସମସ୍ତେ ଦୁର୍ବଳ ଅଛନ୍ତି ଯାହା ଦ୍ଵାରା ରୋଗ ବହୁତ ସହଜରେ ତାଙ୍କ ସ୍ୱାସ୍ଥ୍ୟ ଖରାପ କରୁ ଅଛି କିନ୍ତୁ କଣ ଆପଣ ଜାଣିଛନ୍ତି ଆମ ଘରେ କିଛି ଜିନିଷ ଏମିତି ମଧ୍ୟ ଅଛି ଯାହାର ସବୁ ଦିନ ସେବନ ଦ୍ଵାରା ଆମ ଶରୀର ମଜବୁତ ହୋଇଥାଏ ଆଉ ଯାହା ଆମେ ସେବନ କରିଥାଉ ତାହା ହଜମ ହୋଇଥାଏ । ତେବେ ଏହି ଜିନିଷ ଜାଣିବା ଆଗରୁ ଆମକୁ ଏହା ଜାଣିବା ଉଚିତ ଯେ ଜୀବନରେ ଯେତେ ଭୁଲ ହେଲେ ମଧ୍ୟ ଖାଇବା ପିବାରେ କେବେ ଭୁଲ କରନ୍ତୁ ନାହିଁ ନଚେତ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଖରାପ କରିଥାଏ ।

ଆଜିକା ସମୟରେ ଲୋକ କେବଳ ନିଜ ସୁଆଦ ପାଇଁ କଣ ନାହିଁ କଣ କରୁଛନ୍ତି ଆଉ ଏହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ହାନିକାରକ ହୋଇଥାଏ । ତେବେ ଆସନ୍ତୁ କେମିତି କଣ ଖାଇଲେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଆପଣଙ୍କୁ ରାତିରେ ଗୋଟେ କଂସାରେ କିଛି ବୁଟ ଆଉ ପିସ୍ତା ବାଦାମ ଭିଜେଇବାକୁ ହବ ମନେ ରଖିବେ ଆପଣ ଏହାକୁ ସଫା ପାଣିରେ ଭିଜେଇବେ କାହିଁକିନା ସମୟ ଆସିଲେ ଆପଣଙ୍କୁ ଏହାକୁ ସେବନ ମଧ୍ୟ କରିବାକୁ ହବ । ତେବେ ସକାଳେ ଉଠିଲେ କେତେ ବେଳେ ଉଠିବେ ଜାଣିଛନ୍ତି, ସକାଳେ ଉଠିବାର ସବୁଠାରୁ ଉତ୍ତମ ସମୟ ସକାଳ ୪ରୁ ୫ ହୋଇଥାଏ ଏହି ସମୟରେ ଉଠି ଆପଣଙ୍କୁ ହାଲ୍କା ଉଷୁମ ପାଣିରେ ଗୋଟେ ଚାମଚ ମହୁ ଆଉ ଅଧା ଚାମଚ ଅଁଳା ପାଉଡର ମିଶାଇ ସେବନ କରିବାକୁ ହବ ।

ଏହାକୁ ସେବନ କରିବା ଦ୍ଵାରା ଆପଣଙ୍କ ପେଟ ବହୁତ ଭଲରେ ସଫା ହୋଇଥାଏ ଆଉ ଆପଣଙ୍କ ପେଟ ଭଲ ଭାବରେ ସଫା ହୋଇଥାଏ । ଏହା ପରେ ଆପଣ ନିତ୍ୟ କର୍ମ ସମାପ୍ତ କରି ଆପଣ ଆରାମ ସହ ବୁଟ ଆଉ ବାଦାମ ଚୋବାଇ ଚୋବାଇ ସେବନ କରନ୍ତୁ ଏହା ପରେ ଆପଣ ସେହି ପାଣି ପି ଦିଅନ୍ତୁ । ତେବେ ବାଦାମ ଚୋବାଇ ଖାଇବା ଦ୍ଵାରା ଆମ ପାଟିରେ ଯାହା ନାଳ ବାହାରିଥାଏ ତାହା ଆମ ପେଟକୁ ଗଲେ ଆମ ପେଟରେଥିବା ଏନଯାଇମ ମାନଙ୍କୁ ସାହାଯ୍ୟ ମିଳିଥାଏ ଆଉ ଆପଣଙ୍କ ପେଟ ଖାଦ୍ଯ ବହୁତ ସହଜରେ ହଜମ ହୋଇଥାଏ ।

କଣ ଆପଣ ଏହା ଜାଣିଛନ୍ତି ଯେ ଏହାର ଭଲ ଭାବରେ ସେବନ କରିବା ପରେ ଆପଣ ଅଧ ଘଣ୍ଟା ପର୍ଯ୍ୟନ୍ତ କିଛି ସେବନ କରି ପାରିବେ ନାହିଁ । ଏହାର ସେବନ ଦ୍ଵାରା ଆପଣଙ୍କ ପେଟରେ ଥିବା ଏକ୍ସଟ୍ରା ଚର୍ବି କମି ଯାଇଥାଏ ଏହା ଛଡା ଆପଣଙ୍କ ଚେହେରାରେ ବଢୁଥିବା ବ୍ରଣ ମଧ୍ୟ କମି ଯାଇଥାଏ । ଏହାକୁ ସେବନ କଲେ ଆପଣଙ୍କ ହାଡ ମଜବୁତ ହୋଇଥାଏ ଏହା ସହ ଆପଣଙ୍କ ଶରୀରକୁ ଅନଦୃନୀ ଶକ୍ତି ମିଳିଥାଏ ।

Leave a Reply

Your email address will not be published. Required fields are marked *