ରାଜ କୁନ୍ଦରାଙ୍କ ଉପରେ ଚାଲିଥିବା କେସକୁ ନେଇ Sura Routray ଖୋଲିଲେ ମୁହଁ, କହିଲେ Shilpa ତୁମ ସ୍ଵାମୀଙ୍କ ପୋଚଡା ଈମେଜ୍! ଖାଲି ତ ନାରୀଙ୍କ ସାଙ୍ଗରେ ନଟର ପଟର- ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ବଲିଉଡର ଅଭିନେତ୍ରୀ ଶିଲ୍ପା ସେଠୀଙ୍କ ସ୍ଵାମୀ ତଥା ବିଜେନେସ ମ୍ୟାନ ରାଜ କୁନ୍ଦ୍ରାଙ୍କ ବିରୁଦ୍ଧରେ ପୋନୋଗ୍ରାଫି ଫିଲ୍ମ ତିଆରି କରି ମୋବାଇଲ ଆପରେ ପ୍ରସାରିତ କରୁଥିବାର ଅ-ଭି-ଯୋ-ଗ ହୋଇଛି । ରାଜ କୁନ୍ଦ୍ରାଙ୍କ ବ୍ଯତୀତ ଅନ୍ୟ ୧୧ ଜଣ ଏହି ମା-ମ-ଲା-ରେ ଗତ ଫେବୃଆରି ମାସରେ ଗି-ର-ଫ ହୋଇଛନ୍ତି ।

ଜୁଲାଇ ୨୩ ଯାଏଁ ରାଜ କୁନ୍ଦ୍ରାଙ୍କୁ ପୋଲିସ ରିମଣ୍ଡରେ ରଖାଯିବ ବୋଲି ସୂଚନା ମିଳିଛି । ଏହା ପରେ ଅନ୍ୟ ୩ ଜଣ ଝିଅ ଏହି ମାମଲାରେ ମୁହଁ ଖୋଲିଛନ୍ତି ଯେ ରାଜ କୁନ୍ଦ୍ରା ତାଙ୍କୁ ଏପରି ଅ-ଶ୍ଳୀ-ଳ ଫି-ଲ୍ମ କରିବା ପାଇଁ ବା-ଧ୍ୟ କରୁଥିଲେ । ଏହି ଘଟଣା କୁ ନେଇ ସୁର ରାଉତରାଏ ନିଜ ରାଏ ରେ କିଛି କହିଛନ୍ତି । ସୁର ରାଉତ ରାଏ କହିଛନ୍ତି ଯେ ଶିଲ୍ପା ସେଠୀ ଜଣେ ଭଲ ଅଭିନେତ୍ରୀ ହେବା ସହ ଦେଖିବାକୁ ମଧ୍ୟ ସୁନ୍ଦର ଅଟନ୍ତି । ତାଙ୍କ ସ୍ଵାମୀ ରାଜ କୁନ୍ଦ୍ରା ମଧ୍ୟ ଦେଖିବାକୁ ସୁନ୍ଦର ଓ ଧନୀ ଅଟନ୍ତି ।

ଦୁହିଙ୍କ ପାଖରେ ବହୁତ ଅର୍ଥ ରହିଛି । କିନ୍ତୁ ରାଜା କୁନ୍ଦ୍ରାଙ୍କର ଏପରି ଅ-ଶ୍ଳୀ-ଳ ଫିଲ୍ମ ତିଆରି କରିବା ଘ-ଟ-ଣା କୁ ନେଇ ସୁର ରାଉତ ରାଏ ରାଜ କୁନ୍ଦ୍ରାଙ୍କୁ ନି-ନ୍ଦା କରିଛନ୍ତି । ସେ କହିଛନ୍ତି ରାଜ କୁନ୍ଦ୍ରା ଏତେ ଝିଅ ମାନଙ୍କ ସହ ନ-ଟ-ର ପ-ଟ-ର ହୋଇ ନେ-କେ-ଡ଼ ଫି-ଲ୍ମ କରିଛନ୍ତି ଯାହା ପାଇଁ ଆମ ଯୁବ ସମାଜ ପଥଭ୍ରଷ୍ଟ ହେଉଛନ୍ତି ।

ଶିଲ୍ପା ସେଠୀ ରାମବାବାଙ୍କ ପାଖରେ ଯୋଗ କରୁଥିବାରୁ ରାମବାବା ଜଣେ ଭଣ୍ଡ ବାବା ବୋଲି ସୁର ରାଉତରାଏ ନିଜ ମତରେ କହିଛନ୍ତି । ଶିଲ୍ପା ସେଠୀଙ୍କର ଇମେଜ ବହୁତ କ୍ଳିନ କିନ୍ତୁ ତାଙ୍କ ସ୍ଵାମୀ ରାଜ କୁନ୍ଦ୍ରାଙ୍କର ଇମେଜ ବହୁତ ପୋ-ଚ-ଡା ବା ଖ-ରା-ପ ବୋଲି ସୁର ରାଉତ ରାଏ ନିଜ ମତରେ କହିଛନ୍ତି ।

ଶିଲ୍ପା କଣ ପାଇଁ ଭଣ୍ଡ ବାବାଙ୍କ ପାଖକୁ ଯାଇ ଟ୍ରେନିଂ ନେଉଛନ୍ତି ତାହା ସୁର ରାଉତ ରାଏ ପ୍ରଶ୍ନ କରିଛନ୍ତି । ଗତ କାଲି ରାଜ କୁନ୍ଦ୍ରାଙ୍କର ଠାରୁ ୯୩ ଟି ନେକେଡ଼ ଫିଲ୍ମ ସି-ଚ କରା ଯାଇଛି ବୋଲି ସୁର ରାଉତ ରାଏ କହିଛନ୍ତି । ରାଜ କୁନ୍ଦ୍ରାଙ୍କର ଏପରି କମ ପାଇଁ ସୁର ରାଉତ ରାଏ ତାଙ୍କୁ ନି-ନ୍ଦା କରିବା ସହ ଏହା ଆମ ସମାଜ ପାଇଁ ଲ-ଜ୍ୟା ଜ-ନ-କ କଥା ବୋଲି ନିଜ ରାଏ ରେ କହିଛନ୍ତି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *