ଶୋ ‘ପୁନର୍ବିବାହ’ ରେ ୟଶଙ୍କ ଭାଉଜର ଅଭିନୟ କରୁଥିବା ବିଧିଙ୍କ ଏ ହେଉଛନ୍ତି ରେୟଲ ଲାଇଫ Husband

ବଲିଉଡ ଆଉ ସିରିଏଲ ଜଗତରେ କାହାର ସ୍ଵାମୀ କିଏ ଆଉ ଯାହା ସ୍ତ୍ରୀ କିଏ ଜଣା ପଡିନଥାଏ । ତେବେ ସିରିଏଲରେ ଯିଏ ଯାହା ସ୍ଵାମୀ ଅଭିନୟ କରିଥାଏ ଦର୍ଶକ ତାଙ୍କୁ ସ୍ଵାମୀ ସ୍ତ୍ରୀ ଭାବୁଥାନ୍ତି । ସିରିଏଲ ଜଗତ ଏମିତି ଗୋଟେ ଦୁନିଆ ଯେଉଁଠାରେ ଯିଏ ଭଲ ଅଭିନୟ କରିଥାଏ ତାଙ୍କୁ ସମସ୍ତେ ଜାଣିଥାନ୍ତି । ତେବେ କେହି ସାଇଡ ଅଭିନୟ କରୁ ବା ମୁଖ୍ୟ ଅଭିନୟ । ଆପଣ ମାନେ ପ୍ରସିଧ ସିରିଏଲ ପୁନର୍ ବିବାହ ଦେଖିଥିବେ ଏହି ସିରିଏଲ ମୁଖ୍ୟ ରୂପରେ ପ୍ରସିଧ ହୋଇଥିଲା ।

ଏହି ସିରିଏଲ ଏମିତି ଗୋଟେ ଯୋଡ଼ି ଉପରେ ଥିଲା ଯାହାର ବିବାହ ଦ୍ଵିତୀୟ ଥର ହୋଇଥାଏ ଆଉ ସେ ନିଜ ପ୍ରଥମ ସ୍ତ୍ରୀ ସ୍ଥାନ କାହାକୁ ଦବା ପାଇଁ ରାଜି ନଥାନ୍ତି କେବଳ ନିଜ ଛୁଆଙ୍କ ପାଇଁ ତାଙ୍କୁ ଦ୍ଵିତୀୟ ବିବାହ କରିବାକୁ ପଡ଼ିଥିଲା । ଏହି ସିରିଏଲରେ ଆପଣଙ୍କୁ ବହୁତ ଏମିତିକା କଥା ଦେଖିବାକୁ ମିଳିଥିବ ଯାହା ପ୍ରାୟତଃ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ହୋଇଥାଏ ।

ତେବେ ଏହି ସିରିଏଲ ମୁଖ୍ୟ ଅଭିନେତା ଆଉ ଅଭିନେତ୍ରୀ ୟଶ ଆଉ ଆରତୀ ନିଜ ଅଭିନୟ ବହୁତ ଭଲ ଭାବରେ କରିଥିଲେ କିନ୍ତୁ କଣ ଆପଣ ଜାଣିଛନ୍ତି ଏହି ସିରିଏଲରେ ଆଉ ଜଣେ ଥିଲେ ଯାହାଙ୍କ ଅଭିନୟ ଦର୍ଶକ ମାନଙ୍କ ମନ କିଣିଥିଲେ ସେ ହେଉଛନ୍ତି ୟଶ ଭାଉଜ ବିଧି ଯିଏ ଏହି ସିରିଏଲରେ ସକାରାତ୍ମକ ଅଭିନୟ କରିଥିଲେ ।

ତେବେ ବିଧୀଙ୍କ ଏହା ପ୍ରଥମ ସିରିଏଲ ନଥିଲା କିନ୍ତୁ ଏହି ସିରିଏଲ ଦ୍ବାରା ତାଙ୍କୁ ସବୁଠାରୁ ଅଧିକ ପ୍ରସିଦ୍ଧି ମିଳିଥିଲା ଲୋକେ ତାଙ୍କୁ ଚିହ୍ନିବାକୁ ପାଇଥିଲେ । ଏହା ଛଡ଼ା ସେ ସନ୍ତାନ ସିରିଏଲରେ ମଧ୍ୟ ସାଇଡ ଅଭିନୟ କରିଥିଲେ ଆଉ ଦର୍ଶକ ମାନେ ତାଙ୍କୁ ବହୁତ ପସନ୍ଦ କରିଥିଲେ ।

ତେବେ କଣ ଆପଣ ଜାଣିଛନ୍ତି ବର୍ତମାନ ବିଧି କଣ କରୁଛନ୍ତି ଯଦି ଜାଣି ନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ କହି ଦଉଚୁ । କଣ ଆପଣ ଜାଣିଛନ୍ତି ବିଦ୍ଧିଙ୍କ ଅସଲ ନାମ୍ ସମ୍ରାଗିନି ଅଟେ ଆଉ ସେ କିଛି ବର୍ଷ ତଳେ ରୁଚିର ନାମକ ନିଜବେସମେନ୍ ସହ ବିବାହ କରିଥିଲେ ଆଉ ବର୍ତମାନ ତାଙ୍କର ଗୋଟେ ବର୍ଷର ପୁଅ ଅଛି ଯାହା ସହ ସେ ନିଜ ସାଧାରଣ ଜିବନ ବ୍ୟତୀତ କରୁଛନ୍ତି ଆଉ ସିରିଏଲ ଦୁନିଆରୁ ବହୁତ ଦୂରରେ ଅଛନ୍ତି ।

Leave a Reply

Your email address will not be published. Required fields are marked *