ଶ୍ରୀ କୃଷ୍ଣ କହିଛନ୍ତି- ମହିଳା ଏମିତି ଗାଧୋଇଲେ ଘରକୁ ଆସେ ଦାରିଦ୍ର୍ୟତା, ମା ଲକ୍ଷ୍ମୀ ହୁଅନ୍ତି ରୁଷ୍ଟ

ଆମ ସନାତନ ଧର୍ମରେ ମହିଳାଙ୍କ ପାଇଁ ବହୁତ ନିୟମ କରା ଯାଇଛି ଆଉ ଏହା ତାଙ୍କ ନିଜ ସୁଖ ଆଉ ପରିବାର ସୁଖ ପାଇଁ କୁହା ଯାଇଛି । ତେବେ କଣ ଆପଣ ଜାଣିଛନ୍ତି ମହିଳା ମାନେ ସଠିକ ଭାବରେ ପୂଜା ପାଠ ଇତ୍ୟାଦି କରିବା ଦ୍ଵାରା ଘରେ ସୁଖ ଶାନ୍ତି ଆସିଥାଏ । ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ଯେ ମହିଳାଙ୍କୁ ଅମୃତ ବେଲାରେ ସ୍ନାନ କରିବା ବହୁତ ଶୁଭ ହୋଇଥାଏ କିନ୍ତୁ ସମସ୍ତେ ଏହା କରି ପାରନ୍ତି ନାହିଁ କାହିଁକିନା ଆଜିକା ସମୟରେ ବହୁତ ରୋଗ ହେଉଛି ଯାହା ଦ୍ଵାରା ମହିଳା ମାନେ ସବୁ କାମ କରି ପାରୁ ନାହାନ୍ତି ସେଥିପାଇଁ ଅମୃତ ବେଲାରେ ସ୍ନାନ ନକରି ସୂର୍ଯ୍ୟ ଉଦୟ ଆଗରୁ ସ୍ନାନ କରିବା ଉଚିତ ହୋଇଥାଏ ।

ମହିଳାଙ୍କୁ ସକାଳେ ସ୍ନାନ କରି ପ୍ରଥମେ ପୂଜା କରିବା ଆବଶ୍ୟକ ହୋଇଥାଏ ଏହା କରିବା ଦ୍ଵାରା ମହିଳା ନିଜ ପରିବାର ଓ ଘର ପାଇଁ ଉନ୍ନତି ଆଉ ସମୃଦ୍ଧି ଅର୍ଜିତ କରିଥାନ୍ତି । ବାସ୍ତୁ ଶାସ୍ତ୍ର ଅନୁଯାଇ ଲୁଣ ବହୁତ ଆବଶ୍ୟକ ଜିନିଷ ହୋଇଥାଏ ଶନିବାର ଦିନ ଲୁଣ ପାଣିରେ ପକାଇ ଘର ପୋଛା ମାରିଲେ ଘର ନକାରାତ୍ମକ ଶକ୍ତି ନଷ୍ଟ ହୋଇଥାଏ ଆଉ ସକାରାତ୍ମକ ଊର୍ଜା ଘରେ ଆସିଥାଏ ଏହା ଛଡା ଲୁଣ ସ୍ନାନ ପାଣିରେ ପକାଇ ଗାଧୋଇଲେ ମହିଳାଙ୍କ ନକାରାତ୍ମକ ଭାବନା ବଦଳିଥାଏ ।

ଶାସ୍ତ୍ରରେ ଏହା ଉଲ୍ଲେଖ କରା ଯାଇଛି ଯେ ମହିଳାଙ୍କୁ କେବେ ବି ନିବସ୍ତ୍ର ହୋଇ ଗାଧୋଇବା ଉଚିତ ନୁହ କାହିଁକିନା ଏହାର ବହୁତ ବଡ କାରଣ ଅଛି ଯାହା ଆପଣ ମାନେ ଜାଣି ନଥିବେ । ଆପଣ ମାନେ ସେହି କାହାଣୀ ଜାଣିଥିବେ ଯେତେବେଳେ ଭଗବାନ ଶ୍ରୀ କୃଷ୍ଣ ଗୋପୀ ମାନଙ୍କ ବସ୍ତ୍ର ନେଇ କଦମ୍ବ ଗଛ ଉପରେ ବସି ଯାଇଥିଲେ ଯାହା ପରେ ଗୋପୀ ମାନେ କୃଷ୍ଣଙ୍କୁ ତାଙ୍କ ବସ୍ତ୍ର ଫେରେଇବା ପାଇଁ ଅନୁରୋଧ କରିଥିଲେ ଯାହା ପରେ କୃଷ୍ଣ କହିଲେ ଆସ ଆଉ ନିଜ ବସ୍ତ୍ର ନେଇ ଜାଅ ।

ଏହା ପରେ ମହିଳା ମାନେ କହିଥିଲେ ଯେ ଆମେ ନିବସ୍ତ୍ର ହୋଇ ଗାଧଉଥିଲୁ ବାହାରକୁ କେମିତି ଯିବୁ ଏହି କଥା ଶୁଣି ଭଗବାନ କହିଲେ ତମକୁ ନିବସ୍ତ୍ର ଜଳ ଦେବତା ଜଳ ଜୀବ ଆପବନ ଦେବତା ଦେଖି ସାରିଛନ୍ତି ତେବେ ମତେ ଯଦି ଲାଜ କରୁଛ ତେବେ ସୁଁ ସବୁ ଜାଗାରେ ଅଛି ତେବେ ମୁଁ ତମକୁ ନିବସ୍ତ୍ର ଦେଖି ସାରିଛି । ଏହି କଥା ପାଇଁ କୁହା ଯାଇଛି ନିବସ୍ତ୍ର ହୋଇ ଗାଧୋଇବା ଉଚିତ ନୁହ କାହିଁକିନା ଗାଧୋଇଲା ବେଳେ ଆମ ପୂର୍ବ ପୁରୁଷ ଆମ ପାଖରେ ରହିଥାନ୍ତି ଆଉ ଆମ ବସ୍ତ୍ରରୁ ପଡୁଥିବା ପାଣି ସେମାନେ ସେବନ କରନ୍ତି ସେଥିପାଇଁ ବସ୍ତ୍ର ପିନ୍ଧି ଗାଧୋଇବା ଉଚିତ ହୋଇଥାଏ ।

Leave a Reply

Your email address will not be published. Required fields are marked *