ଶ୍ରୀମଦ ଭଗବତ ଗୀତା ରେ କୁହା ଯାଇଛି କଣ ପାଇଁ ଭଲ ଲୋକ ସହ ଖରାପ ହୋଇଥାଏ ?

ଦୁନିଆରେ ବହୁତ କମ ଲୋକ ଅଛନ୍ତି ଯିଏ ସତ୍ୟ ଉପରେ ଅଛନ୍ତି, ଜୀବନରେ କାହାକୁ ଦୁଃଖ ଦବା ଉଚ୍ଚିତ ନୁହ କାହିଁକିନା ଏହା ବୁଲି ଯାଇ ଆପଣଙ୍କ ଉପରେ ପଡିଥାଏ । ତେବେ ଆଜି ଆମେ ଆପଣଙ୍କୁ ଗୋଟେ ଏମିତି କାହାଣୀ କହିବାକୁ ଯାଉଛୁ ଯାହା ଆପଣଙ୍କୁ ଏହା ଜାଣିବାରେ ସାହାଜ୍ଯ କରିବ ଯେ ଭଲ ଲୋକଙ୍କ ସହ ସବୁବେଳେ ଖରାପ କଣ ପାଇଁ ହୋଇଥାଏ ।

ତେବେ ଆସନ୍ତୁ ଜାଣିବା ଏହି କାହାଣୀ ବିଷୟରେ ବିସ୍ତାର ସହ । ଗୋଟେ ବ୍ୟାପାରୀଥିଲା ସେ ବହୁତ ଧାର୍ମିକ ଥିଲା, ସେ ତା ଜୀବନରେ କାହାକୁ କଷ୍ଟ ବା ଅସୁବିଧା ଦେଇ ନଥିଲା ସେ ବହୁତ ଶାନ୍ତ ସ୍ଵଭାବ ବ୍ୟକ୍ତିଥିଲା ଓ ପ୍ରତି ଦିନ ମନ୍ଦିର ଦର୍ଶନ ପାଇଁ ଯାଉଥିଲେ, ଏହି ବ୍ୟାପାରୀ ଭଗବାନ ଶ୍ରୀ କୃଷ୍ଣଙ୍କର ବହୁତ ବଡ ଭକ୍ତଥିଲା ଓ ପ୍ରତିଦିନ ପୂଜା ଇତ୍ୟାଦି କରୁଥିଲା ।

Image Courtesy: Google

ଯେଉଁ ସମୟରେ ବ୍ୟାପାରୀ ମନ୍ଦିର ଯାଉଥିଲା ସେହି ସମୟରେ ଗୋଟେ ଲୋଭୀ ବ୍ୟକ୍ତି ମଧ୍ୟ ମନ୍ଦିର ଯାଉଥିଲା । ସମସ୍ତେ ମନ୍ଦିର ଆସ୍ଥା ଧାର୍ମିକ କାର୍ଯ୍ୟ ପାଇଁ ଯାନ୍ତି କିନ୍ତୁ ସେହି ନାସ୍ତିକ ସମସ୍ତଙ୍କ ଚପଲ ଚୋରୀ କରିବାକୁ ଯାଉଥିଲା । ଦୁହିଙ୍କ ଜୀବନ ବହୁତ ଭିନ୍ନ ଯହିଲା ବ୍ୟାପାରୀ ନିଜ ଜୀବନରେ କାହାକୁ କଷ୍ଟ ଡାଉନଥିଲା କିନ୍ତୁ ନାସ୍ତିକ କାହାକୁ ହଇରାଣ ନକଲେ ତା ଖାଦ୍ଯ ହଜମ ହଉ ନଥିଲା । ବ୍ୟାପାରୀ ବହୁତ ଦାନୀଥିଲା କିନ୍ତୁ ନାସ୍ତିକ ଚୋର ସେ ଗରିବ ହେଉ ବା ଧନୀ ସମସ୍ତଙ୍କୁ ଲୁଟିବାରେ ଲାଗିଥିଲା ।

Image Courtesy: Google

ତେବେ ଦୁହିଙ୍କ ଜୀବନ ଏମିତି ଚାଲୁଥିଲା କିଛି ଦିନ ପରେ ନାସ୍ତିକ ମନ୍ଦିର ଗଲା ଓ ମନ୍ଦିର ଫାଙ୍କା ପାଇ ମନ୍ଦିର ସବୁ ଟଙ୍କା ଚୋରୀ କରି ଗାୟବ ହୋଇ ଗଲା ଏହି ଘଟନା ପରେ ବ୍ୟାପାରୀ ମନ୍ଦିର ପହଞ୍ଚିଲା ଓ ଭଗବାନଙ୍କୁ ମୁଣ୍ଡିଆ ଫେରୁଥିଲା ଠିକ ସେହି ସମୟରେ ବ୍ରାହ୍ମଣ ଏହା ଦେଖିବାକୁ ପାଇଲେ ଯେ ମନ୍ଦିର ସବୁ ଟଙ୍କା ଚୋରୀ ହେଇଯାଇଛି ।

Image Courtesy: Google

ସମସ୍ତେ ବ୍ୟାପାରୀକୁ ଚୋର କହିଲେ ଓ ବହୁତ ଖରାପ ଖରାପ କଥା ମଧ୍ୟ କହିଲେ ଓ ମନ୍ଦିରରୁ ବାହାର କରି ଦେଲେ ହଟାତ ଗୋଟେ ଗାଡି ଆସି ବ୍ୟାପାରୀକୁ ମାରି ଦେଇ ଗଲା ଓ ସେଥିରୁ ଗୋଟେ ଟଙ୍କା ବ୍ୟାଗ ପଡିଲା ସେହି ନାସ୍ତିକ ଏହି ଟଙ୍କା ବ୍ୟାଗ ଦେଖିଲା ଓ ଖୁସି ହୋଇ କହିଲା ଆଜି ମୁଁ ମାଲା ମାଲ ହୋଇ ଗଲି ସକାଳେ ମନ୍ଦିର ଟଙ୍କା ଆଉ ଏବେ ଏହି ବ୍ୟାଗ ।

Image Courtesy: Google

ସେହି ରାତି ବ୍ୟାପାରୀକୁ ସ୍ବପନ ଆସିଲା ତୁ ଆର ଜନ୍ମରେ ନିହତା ଲୋକଙ୍କ ଉପରେ ଗାଡି ଚଢେଇ ଦେଇଥିଲୁ ସେଥିପାଇଁ ତୋ ଜୀବନରେ ଏତେ କଷ୍ଟ ହେଲା ଆଜି ତୋ ମୃତ୍ୟୁ ହୋଇଥାନ୍ତା କିନ୍ତୁ ତୋ ଭଲ କର୍ମ ପାଇଁ ତୁ ବଞ୍ଚି ଗଲୁ ଆଉ ସେ ନାସ୍ତିକ ଆର ଜନ୍ମରେ ବହୁତ ବଡ ଭକ୍ତ ଥିଲା ଓ ଏହି ଜନ୍ମରେ ତାକୁ ରାଜଯୋଗ ମିଳିବାରଥିଲା କିନ୍ତୁ ତା କୁକର୍ମ ପାଇଁ ତାକୁ କେବଳ କିଛି ଟଙ୍କା ମିଳିଛି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *