ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ ଏହି ତିନୋଟି ଜିନିଷ, ଧନ ର କେବେବି ଅଭାବ ହେବ ନାହିଁ

ମା ଲକ୍ଷ୍ମୀ ଓ ଧନ ର ବୁହୁତ ଗଭୀର ସମ୍ପର୍କ ରହିଛି ଧନ ପ୍ରାପ୍ତି କରିବା ପାଇଁ ସବୁ ଲୋକ ମା ଲକ୍ଷ୍ମୀ ଙ୍କୁ ପୂଜା କରିଥାନ୍ତି । ଯାହା ଫଳରେ ସେମାନଙ୍କ ଜୀବନ ରେ କେବେବି ଧନ ର ଅଭାବ ରୁହେ ନାହିଁ । ଧନ ପ୍ରାପ୍ତି ପାଇଁ ଆଜି ଆମେ ଆପଣଙ୍କୁ ଏକ ଉପାୟ କହିବାକୁ ଯାଉଛୁ , ଯାହାଫଳରେ ମା ଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରିକି ଧନ ପ୍ରାପ୍ତି ହୋଇପାରିବ ଆପଣ ଙ୍କ ଜୀବନ ରେ କେବେବି ଧନର ଅଭାବ ରହିବ ନାହିଁ ।

ଶୁକ୍ରବାର ହେଉଛି ମା ଲକ୍ଷ୍ମୀଙ୍କ ବାର, ଏହି ବାର ରେ ମା ତାର ଭକ୍ତଙ୍କ କଥା ଶୀଘ୍ର ଶୁଣିଥାନ୍ତି, ଏହି ଶୁକ୍ରବାର ଦିନ  ଆପଣ ଯଦି କିଛି ଉପାୟ ରେ ମାଙ୍କ ପୂଜା କରିବେ ତାହାଲେ ଆପଣ ଧନ ପ୍ରାପ୍ତି ହୋଇ ପାରିବେ ।

ଶୁକ୍ରବାର ଦିନ ଏହି ୩ ଟି ଜିନିଷ ଅର୍ପଣ କରିଲେ ମା ଲକ୍ଷ୍ମୀ ପ୍ରସନ୍ନ ହେବେ ।

୧ ଚାନ୍ଦି ବା ସୁନା ର ମୁଦ୍ରା-

ଶୁକ୍ରବାର ଦିନ ସୁନା ବା ଚାନ୍ଦି କିଣିବା ଶୁଭ ହୋଇଥାଏ । ଏହି ସୁନା ବା ଚାନ୍ଦି କୁ ନେଇକି ମା ଲକ୍ଷ୍ମୀ ଙ୍କ ଚରଣରେ ରଖିକି ପୂଜା କରିଲେ ମା ପ୍ରସନ୍ନ ହୋଇଥାନ୍ତି । ଏହା ପରେ ସେହି ମୁଦ୍ରା କୁ ନିଜ ଘର ର ତିଜୋରି ରେ ରଖିଦିଅନ୍ତୁ । ଆପଣ ଧନ ପ୍ରାପ୍ତି ହେବେ । ମୁଦ୍ରା ବଦଳ ରେ ଅନ୍ୟ କିଛି ସୁନା ବା ଚାନ୍ଦି ର ପଦାର୍ଥ ରଖିପାରିବେ ।

୨ ମୟୁରପଙ୍ଖ-

ମୟୁରପଙ୍ଖ ବହୁତ ଆକର୍ଷିତ ହୋଇଥାଏ । ଏହି ପଙ୍ଖକୁ ଲକ୍ଷ୍ମୀ ମାଙ୍କ ପାଖରେ ରଖିଲେ ପୂଜାସ୍ଥାନ ସକାରାତ୍ମକ ଊର୍ଜା ରେ ଭରିଯାଏ । ଯାହାଫଳରେ ଲକ୍ଷ୍ମୀ ମା ପ୍ରସନ୍ନ ହୋଇଥାନ୍ତି  ।

୩ କଳସ –

କଳସ ପୂଜା ରେ ରଖିବା  ଏକ ପବିତ୍ରତା ର ପ୍ରତୀକ ହୋଇଥାଏ । ଏହା ସକରାତ୍ମକ ଊର୍ଜା ବଢେଇବା ସହ ଖରାପଶକ୍ତିର ନାସ କରିଥାଏ । ପୂଜା ରେ ଗୋଟେ ଜିନିଷ ଧ୍ୟାନ ରେ ରଖିଥିବେ ଏହି କଳସ ରେ ତମ୍ବା ର ଲୋଟା, ପାଞ୍ଚଟି ଆମ୍ବପତ୍ର ଓ ଗୋଟେ ନଡିଆ ବ୍ୟବହାର କରିବେ ।

ଏହି ତିନୋଟି ଉପାୟ କୁ କାର୍ଯ୍ୟକାରୀ କରନ୍ତୁ ଏହା ପରେ ଆପଣଙ୍କୁ କେବେବି ଧନ ର ଅଭାବ ହେବ ନାହିଁ  ।

 

Leave a Reply

Your email address will not be published. Required fields are marked *