ଶୁକ୍ରବାର 09 ଏପ୍ରିଲ 2021- ମା ସନ୍ତୋଷୀଙ୍କ କୃପାରୁ ଆଜି ଏହି 5 ଟି ରାଶିଙ୍କୁ ମିଳିବ ଆକସ୍ମିକ ଧନଲାଭ 

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- ବୁଦ୍ଧି ବିକେକ ଦ୍ଵାରା ସଫଳତା ଆପଣଙ୍କ ପାଦ ଚୁମିବ । ପୁରୁଣା କଥାରେ ଆପଣ ଫସିକି ରହିବେ । ଅନ୍ୟର ସାହାର୍ଯ୍ୟ କରିବା ଦ୍ଵାରା ଆପଣଙ୍କୁ ସନ୍ତୁଷ୍ଟ ମିଳିବ । ସମ୍ପର୍କ ବିବାଦକୁ ସଜାଡିବା ପାଇଁ ଯୋଗ ବନୁଛି । ଏହି ସପ୍ତାହରେ ଆର୍ଥିକ ସ୍ଥିତିରେ ପ୍ରଥମେ ସୁଧାର ଆସିବ । ନୂଆ ସମ୍ପର୍କ ସ୍ଥାପିତ ହେବ । କୌଣସି ସମସ୍ଯା ସଙ୍ଗେ ସଙ୍ଗେ ସମାଧାନ ହେବ ନହିଁ ।

ବୃଷ :- ଏହି ସପ୍ତାହରେ ବ୍ୟସ୍ତତା ବଢିବ ଓ ନୂଆ ଅବସର ବା ନୂଆ ଲୋକଙ୍କ ସହିତ ପରିଚୟ ହେବ । ଜୀବନସାଥିଙ୍କ ସମ୍ବନ୍ଧ ଟିକେ ଭଲ ରହିବ । ବ୍ୟବସାୟରେ ଜଡିତ ଲୋକଙ୍କ ଭଲ ଲାଭ ମିଳିବାର ଯୋଗ ରହିଛି । କୌଣସି ରିସ୍କ ବାଲା କାମ କରନ୍ତୁ ନହିଁ । ପାର୍ଟନର ଆପଣଙ୍କ ଭାବନାକୁ ବୁଝିବେ । ଅବିବାହିତ ଲୋକଙ୍କୁ ନିଜ ପ୍ରେମିଠୁ ସାହାର୍ଯ୍ୟ ମିଳିବାର ଯୋଗ ରହିଛି ।

ମିଥୁନ :- ଚାକିରି ଆଉ ବିଜନେସ ଦୁଇଟା ଯାକ ପାଇଁ ଦିନ ବହୁତ ଭଲ ରହିଛି । ଆପଣଙ୍କ ଯୋଜନା ସଫଳ ହୋଇବ । ପଛ କଥାକୁ ଭୁଲିକି ନିଜ ସମ୍ପର୍କର ନୂଆ ଆରମ୍ଭ କରନ୍ତୁ । ଆଗ କାମର ଯୋଜନା ବନାଇବା  ପାଇଁ ବହୁତ ସହଜ ହେବ । ସନ୍ତାନ ପକ୍ଷରୁ କଉସୀ ଶୁଭ ସମାଚାର ମିଳିବ । ନିଜ ପ୍ରେମୀ ସହିତ ବହୁତ ପ୍ରେମ ଭରା କଥା ହେବେ । ଏଥିରେ ଆପଣ ତାଙ୍କ ହୃଦୟ ଜିତିବେ । ଯେଉଁ ଲୋକ ଚାକିରି କରୁଛନ୍ତି ତାଙ୍କର ବେତନ ବଢିବାର ସମ୍ଭବନରହିଛି ।

କର୍କଟ :- କର୍କଟ ରାଶିର ଲୋକ କୌଣସି ବାଦ ବିବାଦରେ ପଡନ୍ତୁ ନହିଁ ଅନ୍ଯଥା ବିପରୀତ ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ । ଚାକିରିରେ ମନ ଚାହୁଁଥିବା ଟ୍ରାନ୍ସଫର ଓ ପ୍ରମୋଶନ ମିଳିବ । ପୁରୁଣା ଅସୁବିଧାରୁ ଆପଣଙ୍କୁ ମୁକ୍ତି ମିଳିବ । କ୍ରୋଧ ବା ବାଣିରେ ନିୟତ୍ରଣ ରଖନ୍ତୁ । ଆପଣଙ୍କ କ୍ଷମତାକୁ ପ୍ରଶଂସା କରାଯିବ । ବିବାହିତା ଜୀବନ ଅନୁକୂଳ ହେବ । ପାର୍ଟନର ଙ୍କ ଠାରୁ ସମର୍ଥନ ଓ ପ୍ରେମ  ମିଳିବ । କାର୍ଯ୍ୟ କ୍ଷେତ୍ରରେ ଅଧିକାରୀଙ୍କ ଠାରୁ ପୁରା ସହଯୋଗୀ ମିଳିବ । ସ୍ୱାସ୍ଥ୍ୟ ମାମଲାରେ ଆପଣ ବହୁତ ସୁସ୍ଥ ରହିବେ ।

ସିଂହ :- ଆପଣ କୌଣସି ଫଳପ୍ରଦ କାମ ଆରମ୍ଭ କରିବେ । ବିଜନେସରେ ରହିଥିବା ପଇସା ମିଳିବ । ପରିବାର ସହିତ କେଉଁଠିକୁ ବୁଲିବାକୁ ଯାଇପାରନ୍ତି । ଆର୍ଥକ ମାମଲାରେ ବଦଳିବାର ଆସା ରହିଛି । ଆପଣଙ୍କ ଅଧ୍ୟାତ୍ମ ଆଡକୁ ରୁଚି ବଢିବ । ସନ୍ତାନକୁ ସଫଳତା ମିଳିବା ଦ୍ଵାରା ପ୍ରସନ୍ନ ରହିବେ । ଆପଣଙ୍କ ଲାଜକୁରା ସ୍ଵଭାବ ସତ୍ବେ ଆଜି ରୋମାନ୍ସ କ୍ଷେତ୍ରରେ ବହୁତ ସମ୍ଭାବନା ରହିଛି । ବ୍ୟବସାୟରେ ବାଦ ଲାଭ ମିଳିବାର ସମ୍ଭାବନା ରହିଛି ।

କନ୍ୟା :- କନ୍ୟା ରାଶିର ଲୋକଆତ୍ମା ବିଶ୍ବାସ ଏବଂ ପରାକ୍ରମରେ ବୃଦ୍ଧି କାରଣରୁ ସଫଳତା ମିଳିବ । ବିଜନେସରେ କିଛି ନୂଆ କରିବା ଚକ୍କରରେ ଆପଣଙ୍କ ଚିନ୍ତା ବଢିପାରେ । ଯେଉଁ ଲୋକଙ୍କୁ ଆପଣ ସାହାର୍ଯ୍ୟ କରିଥିଲେ ସେହି ମାନେ ହିଁ ଆପଣଙ୍କ ବିରୋଧ କରିବେ । ଆପଣ ପାର୍ଟନର ଉପରେ ଅଧିକ ପ୍ରେସର ଦେବାକୁ ଚେଷ୍ଟା କରିବେ । କୌଣସି ପ୍ରକାର ନିନେସ କରିବାର ଯୋଜନା ବନାଇବେ । ସ୍ଵାସ୍ଥ୍ୟରେ ସୁଧାର ଅନୁଭବ ହେବ ।

ତୁଳା :- ସନ୍ତାନ ଉନ୍ନତିରେ ମନ ପ୍ରସନ୍ନ ରହିବ । ପରିଶ୍ରମର ଅନୁପାତ ଦ୍ଵାରା ଲାଭ ଅବଶ୍ୟ ପ୍ରାପ୍ତ ହେବ । ଆପଣଙ୍କ ପାଇଁ କୌଣସି ଅନ୍ତରାଷ୍ଟ୍ରୀୟ ବ୍ୟାପାରରେ ନିବେଶ କରିବାର ସୁଯୋଗ ମିଳିବ । ଯାହା ଆଗକୁ ଯାଇ ଅଧିକ ଫାଇଦା ହେବ । ଆର୍ଥିକ ନିବେଶ ପୂର୍ବରୁ ବଜାର ଉପରେ ପୂର୍ଣ ନଜର ରଖନ୍ତୁ । ପ୍ରେମୀ ଆପଣଙ୍କ ଉପରେ ଧ୍ୟାନ ଦେବେ ନାହିଁ । ଆପଣଙ୍କ ଭାବନକୁ ବୁଝିବାରେ ଅସଫଳ ରହିବେ । ଛାତ୍ରଙ୍କ ମନରେ କମ୍ପିଟିସନ ପ୍ରତି ଜାଗରୁକତା ହେବ ।

ବିଛା :- ଏହି ସପ୍ତାହରେ ମିତ୍ରଙ୍କ ସହିତ ହୋଇଥିବା ଦେଖାରେ ଆନନ୍ଦ ମିଳିବ । ବ୍ୟାପାରୀଙ୍କ ପାଇଁ ସାମାନ୍ଯ ଲାଭର ଯୋଗ ବନିବାର ସଙ୍କେତ ମିଳିବ । ଆପଣଙ୍କର ଖର୍ଚ ଆବଶ୍ୟକରୁ ଅଧିକ ରହିବ ଓ ଆଯ ବହୁତ ସାମାନ୍ଯ ରହିବ । ଏମିତି ସ୍ଥିତିରେ ତାଳମେଳ ରହିବା ବହୁତ କଠିନ ରହିବ। ଆର୍ଥିକ ସ୍ଥିତିରେ କିଛି ବଡ ଚେଞ୍ଜେସ ହେବାର ଯୋଗ ରହିଛି । ଯାହା ଦ୍ଵାରା ଆପଣ ଖୁସି ରହିବେ ।

ଧନୁ :- ପରିବାର ସଦସ୍ୟ ଆପଣଙ୍କ ସାହାର୍ଯ୍ୟ କରିବେ । ଆପଣଙ୍କ ଖର୍ଚ ବଢିବାର ସମ୍ଭାବନା ରହିଛି । ରିସ୍କ ବାଲା କାମ କରିବାରୁ ବଞ୍ଚିକି ରହିବେ । ନିଜେ କୌଣସି ବାଦ ନିସ୍ପତି ନିଅନ୍ତୁ ନାହିଁ ଓ ନା ସ୍ଵୀକାର କରନ୍ତୁ । କୌଣସି କାମ କରିବା ସମୟରେ ବ୍ୟସ୍ତତାର ସହିତ କରିବା ଅନୁଚିତ ହୋଇଥାଏ । ପ୍ରେମ ଜୀବନରେ ଭୁଲ ବୁଝାମଣା ହୋଇପାରେ । ସ୍ୱାସ୍ଥ୍ୟକୁ ନେଇ ଏହି ସପ୍ତାହରେ ଆପଣ ସାବଧାନ ରୁହନ୍ତୁ । କୌଣସି ପ୍ରକାର ଦାୟିତ୍ଵ ହୀନତା କରନ୍ତୁ ନହିଁ ।

ମକର :- ଧାର୍ମିକ କାର୍ଯ୍ୟରେ ମନ ଲାଗିବ । ଯେଉଁ କାର୍ଯ୍ୟ କରିବାକୁ ଚହୁଁଛନ୍ତି ସେଥିରେ ସଫଳତା ମିଳିବ । ଆପଣଙ୍କ ଆଯ ବଢିବ ଓ ଧନ ଏକତ୍ରିତ କରିବାର ଯୋଗ ବନୁଛି । ଆଜି ଛାତ୍ରଅଧ୍ୟୟନର ନୂଆ ଦିଗ ମିଳିବ । ଆପଣ ଜୀବନସଥିର ନିକଟତା ସୁଖ ପ୍ରାପ୍ତ କରିବେ । ଅପରିବାର ଲୋକଙ୍କ ସହିତ ସମୟ ବିତାଇବେ ।

କୁମ୍ଭ:- ଆଜି ଅଚାନକ ସ୍ୱାସ୍ଥ୍ୟ ବିଗିଡି ଯାଇପାରେ । ଆଉ କୌଣସି ଜରୁରୀ କାମ ମଧ୍ୟ ରହିଜାଇପାରେ । ପରିବାର ମାହୋଲ ଭଲ ରହିବ । ଦାମ୍ପତ୍ୟ ଜୀବନରେ ଚିନ୍ତା ବଢିପାରେ । ପ୍ରେମ ଜୀବନ ବଞ୍ଚୁଥିବା ଲୋକଙ୍କୁ ଭଲ ଫଳ ମିଳିବ । ସ୍ୱାସ୍ଥ୍ୟ ମାମଲାରେ ଆପଣ ସୁସ୍ଥ  ରହିବେ । ଆଜିର ଦିନ ଆପଣ ମାନସିକ ରୂପରେ ସକାରାତ୍ମକ ରହିବେ । କୌଣସି ନୂଆ ମୋବାଇଲ କିଣିବାକୁ ବିଚାର କରିପାରନ୍ତି ।

ମୀନ :-  ବହୁତ ସମଯରୁ ଚାଲି ଆସୁଥିବା କୌଣସି ସମସ୍ଯାର ସମାଧାନ ଏହି ସପ୍ତାହରେ ହୋଇଯିବ । ବିଜନେସରେ ନୂଆ ଯୋଜନା ହେବାର ଯୋଗ ରହିଛି । ସନ୍ତାନ ଉନ୍ନତିରେ ଆପଣ ଖୁସି ହେବେ । ଛାତ୍ର ମାନଙ୍କ ପାଇଁ ସମୟ ଭଲ ରହିବ । ଆପଣ ନିଜ ବ୍ୟାପାରକୁ ନେଇ କୌଣସି ବଡ ନିର୍ନୟ ନେବେ । ଯାହାର ବହୁତ ଫାଇଦା ମିଳିବ । ପ୍ରେମ ସମ୍ବନ୍ଧ ପାଇଁ ଦିନ ବହୁତ ଭଲ ରହିବ । ପେଟ ସମ୍ବନ୍ଧୀୟ ରୋଗା ହୋଇପାରେ । ତେଲ ବାଲା ଖାଇବା ଖାଇବାରୁ ବଞ୍ଚନ୍ତୁ ।

Leave a Reply

Your email address will not be published. Required fields are marked *