ସିଦ୍ଧାର୍ଥ ସିଦ୍ଧାର୍ଥ କହି ଆମ୍ବୁଲାନ୍ସ ପଛରେ ଦୌଡିଲେ Sehnaz, Video ହେଉଛି ଭାଇରାଲ

ଟିଭି ଇଣ୍ଡଷ୍ଟ୍ରି ରେ ଦମଦାର ଅଭିନୟ କରୁଥିବା କଳାକାର ମାନେ ଛୋଟ ପରଦାରୁ ବଡ ପରଦା କୁ ଆସିବା ପାଇଁ ଅନେକ ପରିଶ୍ରମ କରିଥାନ୍ତି । ଅନେକ ଚେଷ୍ଟା କରିବା ପରେ କଳାକାରା ମାନେ ଅଭିନୟ ଦୁନିଆରେ ପାଦ ଦେଇଥାନ୍ତି । କିଛି କଳାକାର ମାନେ ନିଜର ଜବରଦସ୍ତ ଅଭିନୟ ଦ୍ଵାରା ଖୁବ ଲୋକପ୍ରିୟତା ହାସଲ କରି ପାରିଛନ୍ତି । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ଖବର ନେଇ ଆସିଛୁ ଯେଉଁଥିରେ ଅଭିନେତା ସିଦ୍ଧାର୍ଥ ଶୁକ୍ଲା ଙ୍କ ନି-ଧ-ନ ହେବା ପରେ ସେହାନାଜ ଗିଲ କିପରି ଆମ୍ବୁଲାନ୍ସ ପଛରେ ଚିତ୍କାର କରି ଯାଉଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।

ତେବେ ଗତ ଗୁରୁବାର ଦିନ ଟିଭି ଇଣ୍ଡଷ୍ଟ୍ରି ର ମସୁର ଅଭିନେତା ସିଦ୍ଧାର୍ଥ ଶୁକ୍ଲା ଙ୍କର ଶୋଇଥିବା ଅବସ୍ଥାରେ ହାର୍ଟ ଆଟାକ ଯୋଗୁ ମୃ-ତ୍ୟୁ ହୋଇଛି । ଯେତେବେଳେ ତାଙ୍କ ପରିବାର ଲୋକେ ତାଙ୍କୁ ହସ୍ପିଟାଲ ନେଇଥିଲେ ସେତେ ବେଳକୁ ସିଦ୍ଧାର୍ଥ ନିଜର ଶେ-ଷ ନି-ଶ୍ଵା-ସ ତ୍ୟା-ଗ କରି ସାରିଥିଲେ । ତାଙ୍କର ନି-ଧ-ନ-ରେ ପୁରା ବଲିଉଡ ଇଣ୍ଡଷ୍ଟ୍ରି ସହ ତାଙ୍କର ଫ୍ୟାନ୍ସ ମାନେ ସ୍ତବ୍ଧ ହେବା ସହ ସହଜରେ ବିଶ୍ଵାସ କରିପାରୁ ନାହାନ୍ତି କି ସିଦ୍ଧାର୍ଥ ଆଉ ଆମ ଗହଣରେ ନାହାନ୍ତି । ଏହି ଭିଡିଓ ରେ ସିଦ୍ଧାର୍ଥ ଙ୍କର ଅ-ନ୍ତି-ମ ସଂ-ସ୍କା-ର ହେବା ସମୟରେ ତାଙ୍କ ମା ଙ୍କ ସହ ସେହନାଜ ଗିଲ ସେଠାରେ ଉପସ୍ଥିତି ଥିଲେ ।

ସେହନାଜ ଗିଲ ସିଦ୍ଧାର୍ଥ ଙ୍କ ମୃ-ତ୍ୟୁ ପରେ ଏତେ ଭାଙ୍ଗି ପଡିଛନ୍ତି ଯେ ଠିକ ସେ ଚାଲି ପାରୁ ନାହାନ୍ତି । ସେହାନାଜ ଙ୍କ ଭାଇ ତାଙ୍କୁ ନେଇ ଆସିଥିବାର ଦୃଶ୍ୟ ଏହି ଭିଡିଓ ରେ ହେଉଛି । ସିଦ୍ଧାର୍ଥ ଙ୍କୁ ଶେଷ ଥର ଦେଖିବା ପାଇଁ ସେଠାରେ ତାଙ୍କ ଫ୍ୟାନ୍ସ ମାନଙ୍କର ଭିଡ ଜମିଥିଲା ଯାହା ଏହି ଭିଡିଓ ରେ ଜଣା ପଡୁଛି । ଏହି ସମୟରେ ଲୋକ ମାନେ କୋଭିଡ଼ ପ୍ରତି ଧ୍ୟାନ ନ ଦେଇ ସିଦ୍ଧାର୍ଥଙ୍କୁ ଶେଷ ଦର୍ଶନ କରିବା ପାଇଁ ଦଉଡି ଆସିଥିଲେ । ଯେତେବେଳେ ସିଦ୍ଧାର୍ଥ ଙ୍କୁ ଆମ୍ବୁଲାନ୍ସ ରେ ଅଣା ଯାଇଥିଲା ସେହି ସମୟରେ ସେହନାଜ ଆମ୍ବୁଲାନ୍ସ ପଛରେ ଦଉଡି ସିଦ୍ଧାର୍ଥ, ସିଦ୍ଧାର୍ଥ ଡ଼ାକିଥିଲେ ।

ଏହା ପରେ ସେହାନାଜ ଙ୍କ ଭାଇ ତାଙ୍କ ପଛରେ ଯାଇ ତାଙ୍କୁ ସମ୍ବାଳି ଥିଲେ । ସେହନାଜ ଗିଲ ପାଗଳ ଙ୍କ ଭଳି ଆମ୍ବୁଲାନ୍ସ ପଛରେ ଦଉଡି ଯାଇ ସିଦ୍ଧାର୍ଥ ଙ୍କ ନାଁ ନେଇ ଚିତ୍କାର କରୁ ଥିବାର ଦୃଶ୍ୟ ଏହି ଭିଡିଓ ରେ ଜଣା ପଡୁଛି । ବୋଧ ହୁଏ ସେହନାଜ ଙ୍କୁ ଏମିତି ଲାଗୁଥିଲା କି ସିଦ୍ଧାର୍ଥ ପୁଣି ଥରେ ତାଙ୍କ ପାଖକୁ ଫେରି ଆସିବେ ଯାହା ଆଉ କେବେ ସମ୍ଭବ ନୁହେଁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *