ପ୍ରକୃତିର ଖେଳ, ସିଦ୍ଧାର୍ଥ ଶୁକ୍ଲାଙ୍କ ସମେତ Balika Badhuର ଏହି ତିନି ମୁଖ୍ୟ କିରଦାର ଦୁନିଆକୁ କହିସାରିଛନ୍ତି ଅଲବିଦା…

ବିଗ ବସ ୧୩ର ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କ ମାତ୍ର ୪୦ ବର୍ଷ ବୟସରେ ଅଚାନକ ମୃ-ତ୍ୟୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଟିଭି ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ମୃ-ତ୍ୟୁ ହୃଦଘାତ କାରଣରୁ ହୋଇଛି । କହିଦେଉଛୁ କି ସିଦ୍ଧାର୍ଥ ଶୁକ୍ଲାଙ୍କ ବହୁତ ବଡ ଫ୍ୟାନ ଫୋଲଇଙ୍ଗ ଥିଲା ଓ ସେ ବର୍ତ୍ତମାନ ସମୟରେ ନିଜ କ୍ୟାରିୟରର ପିକରେ ଥିଲେ । ଅଚାନକ ତାଙ୍କର ଏହି ଦୁନିଆରୁ ଚାଲିଯିବା ବହୁତ ଲୋକଙ୍କୁ ସ୍ତପ୍ଦ କରି ଦେଇଛି ।

ବହୁତ କମ ବୟସରେ ମୃ-ତ୍ୟୁ ଇଣ୍ଡଷ୍ଟ୍ରି ଓ ତାଙ୍କର ଫ୍ୟାନମାନଙ୍କୁ ଦୁଃଖିତ କରିଛି । ସିଦ୍ଧାର୍ଥ ଶୁକ୍ଲାଙ୍କ ପରିବାର ସଦସ୍ୟଙ୍କୁ ବି ତାଙ୍କର ମୃ-ତ୍ୟୁରେ ବହୁତ ବଡ ଝଟକା ଲାଗିଛି । ଯାହାକି ବହୁତ ବଡ ଆଘାତ ବି ଅଟେ ।

କହିଦେଉଛୁ କି ସେ ବହୁତ ଟିଭି ଶୋ ଓ ଫିଲ୍ମରେ କାମ କରିଥିଲେ । ଟିଭି ସିରିଏଲ ‘ବାଳିକା ବଧୁ’ରୁ ସିଦ୍ଧାର୍ଥ ଶୁକ୍ଲା ରାତା ରାତି ଘରେ ଘରେ ପରିଚିତ ହୋଇ ଯାଇଥିଲେ । କହିଦେଉଛୁ କି ସିଦ୍ଧାର୍ଥ ଶୁକ୍ଲାଙ୍କ ପୂର୍ବରୁ ବାଳିକା ବଧୁ ଟିଭି ସିରିୟଲର ଦୁଇ ଜଣ ଅଭିନେତାଙ୍କ ନିଧନ ମଧ୍ୟ ହୋଇ ସାରିଛି । ସିଦ୍ଧାର୍ଥ ଶୁକ୍ଲା ‘ବାଳିକା ବଧୁ’ରେ ଆଇଏଏସ ଅଫିସର ଶିବରାଜ ଶେଖରଙ୍କ କିରଦାର କରିଥିଲେ । ଯାହାକି ଲୋକମାନଙ୍କୁ ବହୁତ ପସନ୍ଦ ବି ଆସିଥିଲା ।

ଏହି କିରଦାର ଜଣେ ସଚ୍ଚୋଟ ଅଫିସର, ପରିବାରର ଧ୍ୟାନ ରଖୁଥିବା ପୁଅ ଓ ସ୍ତ୍ରୀକୁ ଭଲ ପାଉଥିବା ଗୋଟିଏ ବ୍ୟକ୍ତିର କାହାଣୀ ଥିଲା । ଅର୍ଥାତ ଶିବରାଜଙ୍କ କିରଦାର ସର୍ବଗୁଣ ସମ୍ପନ୍ନ ଥିଲା । ବାଳିକା ବଧୁ ଶୋରେ ସିଦ୍ଧାର୍ଥ ଶୁକ୍ଲାଙ୍କ ପତ୍ନୀର କିରଦାରରେ ନଜର ଆସିଥିବା ପ୍ରତ୍ୟୁଷା ବାନର୍ଜୀ, ଯିଏକି ଆନନ୍ଦିର କିରଦାରରେ ନଜର ଆସିଥିଲେ, ସେ ବି ଏହି ଦୁନିଆକୁ ଅଲବିଦା କହିସାରିଛନ୍ତି । ପ୍ରତ୍ୟୁଷା ବାନର୍ଜୀ ସୁ-ସ-ସା-ଇ-ଡ କରିଛନ୍ତି ।

ପାରିବାରିକ ସମସ୍ୟା କାରଣରୁ ସେ ଏହିଭଳି ପଦକ୍ଷେପ ନେଇଥିଲେ ବୋଲି କୁହାଯାଉଛି । ଅନ୍ୟ ପଟେ ଅଭିନେତ୍ରୀଙ୍କ ନି-ଧ-ନ ସମସ୍ତଙ୍କ ପାଇଁ ବହୁତ ବଡ ଝ-ଟ-କା ଥିଲା । ପ୍ରତ୍ୟୁଷା ବାନର୍ଜୀ ବି ସିଦ୍ଧାର୍ଥଙ୍କ ଭଳି ବିଗ ବସର ଭାଗ ନେଇସାରିଥିଲେ । ଏହି ଦୁଇ ଷ୍ଟାରଙ୍କ ଛଡା ସୁରେଖା ସିକରିଙ୍କ ବି ନି-ଧ-ନ ହୋଇସାରିଛି । ସୁରେଖା ସିକରି ବହୁତ ଦିନ ପର୍ଯ୍ୟନ୍ତ ଅସୁସ୍ଥ ଥିଲେ ଓ ବହୁତ ଦିନର ଚିକିତ୍ସା ପରେ ସେ ଦୁନିଆକୁ ଅଳବିଦା କହିଦେଲେ ।

ସୁରେଖା ସିକରି ବାଳିକା ବଧୁରେ ବହୁତ ଚର୍ଚିତ ବୁଢୀ ଦାଦିର କିରଦାରରେ ନଜର ଆସୁଥିଲେ ଓ ସେହି ସମୟରେ ସୁରେଖା ସିକରିଙ୍କ ବହୁତ ଫ୍ୟାନ ଫୋଲଇଙ୍ଗ ବି ଥିଲା । ଏହି ୩ ତି କିରଦାର ବାଳିକା ବଧୁ ଧାରାବାହିକ ମାଧ୍ୟମରେ ଦର୍ଶକମାନଙ୍କ ହୃଦୟରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲେ । କିନ୍ତୁ ଏମାନଙ୍କର ଅଚାନକ ମୃ-ତ୍ୟୁ ସମସ୍ତଙ୍କୁ ଭା-ଙ୍ଗି ଦେଇଛି ।

Leave a Reply

Your email address will not be published. Required fields are marked *