ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘ-ଟ-ଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଳଟୁଛି । ସାଧାରଣତଃ ଏହି ସବୁ ଘ-ଟ-ଣା ଗୁଡିକ ସୋସିଆଲ ମିଡିଆରେ ବହୁତ ଅଧିକ ଭା-ଇ-ରା-ଲ ହେଉଛି । ଏହି କ-ରୋ-ନା ମ-ହା-ମା-ରୀ କାଳରେ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି ।
ଏହି ଘ-ଟ-ଣା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଏହି ଘ-ଟ-ଣାଟି ହେଉଛି ଏକ ଶିବ ମନ୍ଦିର ପରିସରରେ ଉଦ୍ଧାର ହୋଇଛି ଏକ ମୃ-ତ ବ୍ୟକ୍ତି ।
ସୋସିଆଲ ମିଡିଆରେ ଏହି ଘ-ଟ-ଣାଟି ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି ଓ ଏହି ଘ-ଟ-ଣା ଉପରେ ଅନେକ ଲୋକ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଘ-ଟ-ଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘ-ଟ-ଣା ବିଷୟରେ ।
ମୟୂରଭଞ୍ଜ ଜିଲାର ମୋରଡା ଜିଲା ଅନ୍ତରଗତ କିଶାନ ତାଣ୍ଡି ହସ୍ପିଟାଲ ଠାରୁ ମାତ୍ର ଦୁଇଶହ କିଲୋମିଟର ଦୂରରେ ଥିବା ବାରମାଇଲରେ ଥିବା ଶିବ ମନ୍ଦିର ନିକଟରେ ଜେନ ବ୍ୟକ୍ତିଙ୍କର ମୃତ ଦେହ ବସିଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା । ତେବେ କେଉଁ ଅବସ୍ଥାରେ ବ୍ୟକ୍ତି ଜଣଙ୍କ ଏଠାକୁ ଆସିଲେ ଏହା ନେଇ ପ୍ରଶ୍ନ ବାଚି ସୃଷ୍ଟି ହୋଇଛି ।
ପରେ ମୃତ ବ୍ୟକ୍ତି ଜଣଙ୍କ ମୋରୁଡା ବ୍ଲକ ଭାଲାଡ଼ିହା ପଞ୍ଚାୟତର ନିଚୁଆପଦ ଗ୍ରାମର ସନ୍ତୋଷ ମହନ୍ତା ବୋଲି ଜଣା ପଡିଥିଲା । ଯାହାକି ମନ୍ଦିର ସଫା କରିବାକୁ ଆସିଥିବା ବ୍ୟକ୍ତି ଶବଟିକୁ ଦେଖି ମନ୍ଦିର କମିଟିକୁ ଜଣାଇ ଥିଲେ । ଏହାପରେ ପୁଲିସକୁ ଖବର ଦିଆଯିବାରୁ ବଡଜାମ୍ବପୁରା ଥାନା ଅଧିକାରୀ ପବିତ୍ର ମୋହନ ରାଉତ ଘଟଣା ସ୍ଥଳରେ ପହଞ୍ଚିଥିଲେ ।
ତେବେ ଏହି ଘଟଣାକୁ ନେଇ ଥାନାରେ କିମ୍ବା ଫାଣ୍ଡିରେ କୌଣସି ମାମଲା ରୁଜୁ ହୋଇନଥିବା ଜଣା ପଡିଛି । ଅନ୍ୟ ପଟେ ଏହି ଘଟଣାକୁ ନେଇ ମୃତକ ସନ୍ତୋଷ ମହନ୍ତକ ବାପା କହିଥିଲେ କି ତାଙ୍କ ପୁଅ ବହୁତ ଦିନ ଧରି ଅସୁସ୍ଥ ଥିଲେ । ଏବଂ ଘରୁ ଚାରି ଦିନରୁ ହସ୍ପିଟାଲ ଯାଉଛି କହି ଘରୁ ପଳାଇ ଆସିଥିଲେ । ପରେ ଏପରି ଘଟଣା ଘଟିଥିବା ଜଣା ପଡିଛି । ଆଗକୁ ମଧ୍ୟ ଏହିଭଳି ଖବର ସହ ଅପଡେଟ ରହିବା ପାଇଁ ଆ, ପେଜକୁ ଲାଇକ କରନ୍ତୁ ।