Sidharth Shuklaଙ୍କ ମୃତ୍ୟୁ ପରେ Hina Khan କରିଲେ ଏହି ବଡ ଖୁଲାସା, ଦେଖନ୍ତୁ Video

ହୀନା ଖାନ ନିଜ ପିତା ଙ୍କୁ ହରାଇବା ପରେ ଦୁଃଖରେ ଭା-ଙ୍ଗି ଯାଇଥିଲେ । କିନ୍ତୁ ଦେଖିବା ପାଇଁ ଗଲେ ଏବେ ଆହୁରି ଦୁଃଖରେ ଅଛନ୍ତି । ସେ ସିଦ୍ଧାର୍ଥ ଶୁକ୍ଲା ଙ୍କ ପାଇଁ କ୍ଖୁବ ଦୁଃଖିତ । ଯେଉଁ ଭଳି କି ଆମେ ଆପଣଙ୍କୁ କହି ଥିଲୁ କି ହୀନା ଖାନ ଖାଲି ନୁହଁନ୍ତି ଅନେକ ଟିଭି ସିରିୟଲ ରେ ଥିବା ଅଭିନେତା ଓ ଅଭିନେତ୍ରୀ ମାନେ ଦୁଃଖ ପ୍ରକାଶ କରି ଛନ୍ତି । ହୀନା ଖାନ ଓ ସିଦ୍ଧାର୍ଥ ଶୁକ୍ଲା ବିଗ ବସ – 14 ରେ ଏକା ସହ ଥିଲେ ସେ ଦୁହେଁ ସେଠାରେ ଭଲ ସ-ମ୍ପ-ର୍କ ରେ ନଥିଲେ ମଧ୍ୟ ସେ ବାହାରକୁ ଆସିଲା ପରେ ଭଲ ସ-ମ୍ପ-ର୍କ ସ୍ଥାପନା କରିଥିଲେ ।

ହୀନା ଖାନ ତାଙ୍କ ସହ କଥା ହେବା ଆରମ୍ଭ କରିଥିଲେ । ହୀନା ଖାନ କିଛି ଦିନ ତଳେ ନିଜ ପିତାଙ୍କୁ ହରାଇ ଥିଲେ । ସେ ନିଜ ପିତାଙ୍କୁ ହରାଇ ଦୁଃଖରେ ଥିବା ବେଳେ ଦୁଃଖ ଭରା ପୋସ୍ତ କରୁଥିଲେ । କିନ୍ତୁ ସେ ଯେତେବେଳେ ନିଜ ପିତାଙ୍କ ଛଡା ଏବେ ସିଦ୍ଧାର୍ଥ ଙ୍କ ବିଷୟରେ ଜାଣିଲେ ସେ କିଭଳି ଅଣୁଭା କରିଥିଲେ କହିଛନ୍ତି ।

ଏହା କୁ ଫ୍ୟାନ୍ସ ମାନେ ମଧ୍ୟ ଅପେକ୍ଷା କରିଥିଲେ କି ହୀନା ଖାନ କିଭଳି ନିଜର ପ୍ରତିକ୍ରିୟା କରୁ ଛନ୍ତି । ହୀନା ଖାନ କହିଛନ୍ତି କି ସେ ଏହାକୁ ବିଶ୍ବାଶ କରି ପାରି ନଥିଲେ । ସେ ନିଜ ପୋସ୍ତ ରେ କହିଲେ କି ଆମେ ଭାବୁ ଆମ ଜୀବନ ଖୁବ ସୁନ୍ଦର ଓ ମିଠାରେ ଭର୍ତ୍ତି ଅଟେ । ଜୀବନରେ ସବୁ କିଛି ସଠିକ ନଥାଏ । କିମ୍ବା ସବୁ କିଛି ସଠିକ ନ ମଧ୍ୟ ହୁଏନି ।

ସେ କହିଛନ୍ତି କି ଭଗବାନ ସିଦ୍ଧାର୍ଥ ଙ୍କ ଘର ଲୋକ ଙ୍କୁ ଶକ୍ତି ଓ ଧର୍ଯ୍ୟ ଦିଅନ୍ତୁ କି ସେ ଏହି ଦୁଃଖ ଖବର କୁ ସହିବେ । ସିଦ୍ଧାର୍ଥ ଙ୍କ ମୃ-ତ୍ୟୁ ହଠାତ ଏହି ଭଳି ଭାବେ ହୋଇ ଯାଇଥିଲା । ସେ ରାତିରେ ଏକ ମେଡ଼ିସିନ ଖାଇକି ସୋଇଥିଲେ ସେ ଆଉ ସକାଳୁ ଉଠି ପାରି ନଥିଲା । ତାଙ୍କୁ ଏହା ପରେ ହସ୍ପିଟାଲ କୁ ନେଇଥିଲେ ଓ ଏହା ପରେ କୁପର ହସ୍ପିଟାଲ ରେ ତାଙ୍କୁ ମୃ-ତ ଘୋଷଣା କରିଥିଲେ । ଏହା ସାରା ଦୁନିଆରେ ଦୁଃଖର ଲହରୀ ଖେଳି ଯାଇଥିଲା । ଏହା ପାଇଁ ହୀନା ଖାନ କହିଳେ କି ଏହି ଦୁଃଖ ରୁ ଭଗବାନ ତାଙ୍କ ପରିବାର କୁ ଶକ୍ତି ଦିଅନ୍ତୁ ଓ ସିଦ୍ଧାର୍ଥ ଙ୍କୁ ମୁକ୍ତି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *