ଦେଖନ୍ତୁ ଓଲିଉଡ ସେଲିବ୍ରେଟି Sidharth କେମିତି ଶୁଟିଙ୍ଗ ସେଟରେ ଅଭିନେତ୍ରୀ Twinkle ଙ୍କର ଜନ୍ମଦିନ ସେଲିବ୍ରେଟ କରିଛନ୍ତି

ଓଲିଉଡ ଜଗତରେ ଜବରଦସ୍ତ ଅଭିନୟ କରି କଳାକାର ମାନେ ସାନଦାର ପର୍ଫୋମାନ୍ସ ଦେଇଛନ୍ତି । ଯାହା ପାଇଁ ସେମାନେ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ଓଡିଆ ଇଣ୍ଡଷ୍ଟ୍ରି ରେ ଅଭିନୟ କରି କଳାକାର ମାନେ ଅନେକ ହିଟଫିଲ୍ମ ଇଣ୍ଡଷ୍ଟ୍ରିକୁ ଦେଇଛନ୍ତି । ଏମିତି କିଛି ସେଲିବ୍ରେଟି ମାନେ ଅଛନ୍ତି ଯେଉଁ ମାନେ ନିଜର ଜନ୍ମଦିନ ଖୁବ ଧୂମଧାମରେ ପାଳନ କରିବାର ଅନେକ ସମୟରେ ସୋ-ସି-ଆ-ଲ ମି-ଡି-ଆରେ ନଜର ଆସିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଅଭିନେତା ସିଦ୍ଧାର୍ଥ ମହାପାତ୍ର କିପରି ଭାବେ ଶୁ-ଟି-ଙ୍ଗ ସେ-ଟରେ ଅଭିନେତ୍ରୀ ଟ୍ଵିଙ୍କଲ ଙ୍କର ଜନ୍ମଦିନ ପାଳନ କରିଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।

ଆପଣ ମାନେ ଓଡିଆ ଇଣ୍ଡଷ୍ଟ୍ରି ର ସୁପର ଷ୍ଟାର ସିଦ୍ଧାର୍ଥ ମହାପାତ୍ର ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଓଡିଆ ଜଗତରେ ଅନେକ ଫିଲ୍ମରେ କାମ କରି ଖୁବ ଲୋକପ୍ରିୟତା ହାସଲ କରିଛନ୍ତି । ଦର୍ଶକ ମାନେ ମଧ୍ୟ ତାଙ୍କର ଅଭିନୟ କୁ ଭଲ ପାଇବା ଦେବା ସହ ବହୁତ ପସନ୍ଦ କରନ୍ତି ।

ତେବେ କରୋନା କଟକଣା କୋହଳ ହେବା ପରେ ବର୍ତ୍ତମାନ ଶୁ-ଟି-ଙ୍ଗ ଆରମ୍ଭ ହୋଇଛି । ଯାହା ପାଇଁ ଓଡିଆ ଜଗତର କଳାକାର ମାନେ ନିଜ କାମରେ ପୁଣି ବ୍ୟସ୍ତ ରହିଛନ୍ତି । କିନ୍ତୁ ଏହି ବ୍ୟସ୍ତତା ମଧ୍ୟରେ ଅଭିନେତା ସିଦ୍ଧାର୍ଥ ଅଭିନେତ୍ରୀ ଟ୍ଵିଙ୍କଲ ଙ୍କର ଜନ୍ମଦିନ ଶୁ-ଟି-ଙ୍ଗ ସେ-ଟରେ ପାଳନ କରିବାର ଭିଡିଓ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆରେ ଶେୟାର କରିଛନ୍ତି ।

ଏହି ଭିଡିଓ ରେ ଟ୍ଵିଙ୍କଲ କେକ କାଟିବା ସହ ସମସ୍ତଙ୍କ ସହ ମଜାମତି କରିବାର ନଜର ଆସୁଛନ୍ତି । ସେଠାରେ ଥିବା ସମସ୍ତ ସହଯୋଗୀ ମାନଙ୍କୁ ଟ୍ଵିଙ୍କଲ ନିଜ ହାତରେ କେକ ଖୁଆଉ ଥିବାର ନଜର ଆସୁଛନ୍ତି ଯାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ । ଏହା ସହ ସମସ୍ତ ସହଯୋଗୀ ମାନଙ୍କ ସହ ଟ୍ଵିଙ୍କଲ ଜନ୍ମଦିନ ସେଲିବ୍ରେସନ କରିବା ସହ ଗୀତ ଗାଇ ଡ୍ୟାନ୍ସ କରିବାର ନଜର ଆସୁଛନ୍ତି । ଏହା ସହ ଟ୍ଵିଙ୍କଲ ସମସ୍ତଙ୍କ ସହ ସେଲଫି ନେବାରେ ମଧ୍ୟ ବ୍ୟସ୍ତ ଅଛନ୍ତି ।

ସିଦ୍ଧାର୍ଥ ଟ୍ଵିଙ୍କଲ ଙ୍କୁ ତାଙ୍କ ଜନ୍ମଦିନରେ ଏହି ଭଳି ଭାବେ ଏକ ସରପ୍ରାଇଜ ପାର୍ଟି ଦେଇଛନ୍ତି ଯାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ । ଏହି ଜନ୍ମଦିନ ପାର୍ଟି ରେ ସମସ୍ତେ ମିଶି ବହୁତ ମଜାମସ୍ତି କରିବା ସହ ହଙ୍ଗାମା ମଧ୍ୟ କରୁଛନ୍ତି । ଅଭିନେତା ସିଦ୍ଧାର୍ଥ ଅଭିନୟ କରିବା ସହ ଅନେକ ସାମାଜିକ କାର୍ଯ୍ୟରେ ମଧ୍ୟ ନିଜକୁ ନିଯୋଜିତ କରିଥାନ୍ତି । ଯାହା ପାଇଁ ସେ ବହୁତ ଲୋକପ୍ରିୟ ହାସଲ କରିଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ଟ୍ଵିଙ୍କଲ ଓ ଅଭିନେତା ସିଦ୍ଧାର୍ଥ ମହାପାତ୍ର ଙ୍କର ଅଭିନୟ କିପରି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *