ଶୀଘ୍ର ଗର୍ଭବତୀ ହେବାର ଅଛି ତ ଏହି ଗୋଟେ ଜିନିଷର ସେବନ କରିବା କେବେବି ଭୁଲନ୍ତୁ ନାହିଁ- Pregnancy Tips

ଏକ ସୁସ୍ଥ ଶରୀର ଏକ ସୁସ୍ଥ ସମାଜ ଗଢ଼ିଥାଏ । ଆମେ ଜାଣିଛୁ ଯଦି ଆମେ ସୁସ୍ଥ ଓ ଆମ ପରିବେଶ କୁ ସୁସ୍ଥ ରଖିବା ତେବେ ଏକ ସୁଖ ଓ ସୁସ୍ଥ ସମାଜ ଗଠନ ହୋଇ ଥାଏ । ତେବେ ପୂର୍ବ ସମୟରେ ଲୋକମାନେ ବିଭିନ୍ନ କାର୍ଯ୍ୟ କରୁଥିଲେ ପରିଶ୍ରମୀ ଥିଲେ । ସେହି ସମୟର ଖାଦ୍ୟ ମଧ୍ୟ ପ୍ରାକୁତିକ ଥିଲା କୌଣସି ପ୍ରକାରର ରାସାୟନିକ ଦ୍ରବ୍ୟ ବ୍ୟବହାର ହେଉନଥିଲା । ଯାହା ଫଳରେ ଆମ ପୂର୍ବ ପୁରୁଷ ର ଲୋକମାନଙ୍କୁ କୌଣସି ରୋଗ ଅତି ଶୀଘ୍ର ଆ-କ୍ରା-ନ୍ତ କରି ପାରୁ ନଥିଲା ।

କିନ୍ତୁ ବର୍ତ୍ତମାନ ର ସମୟରେ ଲୋକମାନେ ନିଜର କାର୍ଯ୍ୟ ଓ ଧନ ଉପାର୍ଜନ କୁ ନେଇ ଏତେ ବ୍ୟସ୍ତ ରହୁଛନ୍ତି କି ନିଜ ସ୍ବାସ୍ଥ୍ୟ ର ସଠିକ ଯତ୍ନ ନେବା ଭୁଲି ଯାଉଛନ୍ତି । ଯାହା ଫଳରେ ନାନା ପ୍ରକାରର ରୋଗ, ମାନସିକ ଚିନ୍ତା, ଅନିଦ୍ରା ଭଳି ସମସ୍ୟା ଦେଖା ଯାଇଥାଏ । ତେବେ ଏହା ଛଡା ମୁଖ୍ୟତଃ ଏବେ ର ପିଢ଼ି ରେ ହ-ର-ମୋ-ନ ଅସନ୍ତୁଳତା ।

ଏହା ଉଭୟ ପୁରୁଷ ଓ ମହିଳାଙ୍କ ଶରୀରରେ ଦେଖିବାକୁ ମିଳିଛି । ଏହା ବିଭିନ୍ନ କାରଣରୁ ହୋଇ ପାରେ । ବ୍ୟାୟାମ ନ କରିବା, ଠିକ ଖାଦ୍ୟ ନ ଖାଇବା, ରାତି ଅନିଦ୍ରା ଆଦି ଯୋଗୁ ହ-ର-ମୋ-ନ ଅସନ୍ତୁଳତା ଦେଖା ଦେଇ ଥାଏ । ତେବେ ଏହା ପ୍ରଜନନ ସ୍ୱାସ୍ଥ୍ୟ ରେ ମଧ୍ୟ ପ୍ରଭାବ ପକାଇ ଥାଏ । ଉର୍ବରତା ସମୟରେ ଏହା ର ପ୍ରଭାବ ପଡିଥାଏ । ଗର୍ଭଧାରଣ ସମୟରେ ଏହି ହ-ର-ମୋ-ନ ଅସୁନ୍ତଳା ମଧ୍ୟ ବହୁତ ପ୍ରଭାବ ପକାଇ ଥାଏ ।

ତେଣୁ ଖାଦ୍ୟ ପେୟ ଦ୍ୱାରା ଆପଣ ନିଜର ହ-ର-ମୋ-ନ ଅସୁନ୍ତଳତା କୁ ନିୟନ୍ତ୍ରଣ କରି ପାରିବେ । ମଲ୍ଟିଭିଟାମିନ, ଭିଟାମିନ ଖାଇବା ଦ୍ୱାରା ଏହି ହ-ର-ମୋ-ନ ନିୟନ୍ତ୍ରଣ ହୋଇ ଥାଏ । ତେବେ ମଲ୍ଟିଭିଟାମିନ ଓ ଭିଟାମିନ କୁ ଔଷଧ ରୂପେ ବ୍ୟବହାର ନକରି କିପରି ପ୍ରାକୃତିକ ଖାଦ୍ୟ ରୁ ଆମେ ପାଇପାରିବା ସେହି ସମ୍ପର୍କରେ ଜାଣିବା । ତେବେ ଆମେ ସମସ୍ତେ ବାଦାମ, କାଜୁ, ପିସ୍ତା ଆଦି ଭଳି ଶୁଖିଲା ଫଳ ବିଷୟରେ ଜାଣିଛୁ ।

କିନ୍ତୁ ଏହାର ଉପକାରିତା ସମ୍ଭନ୍ଧ ରେ ପ୍ରାୟ ଲୋକ ଭଲ ଭାବେ ଜାଣି ନଥାନ୍ତି । ଏହା ଆମ ହ-ର-ମୋ-ନ ପାଇଁ ବହୁତ ଭଲ ଅଟେ । ପ୍ରଥମେ ଆମେ ଜାଣିବା ବାଦାମ । ଏଥିରେ ପ୍ରୋଟିନ, ମ୍ୟାଗ୍ନେସିମ, ପୋଟାସିୟମ ଥାଏ । ଯାହା ଉର୍ବରତା ବୃଦ୍ଧି ରେ ସାହାର୍ଯ୍ୟ କରିଥାଏ । ତେଣୁ ଦିନକୁ ୪ ଟି ବାଦାମ ଖାଇବା ଉଚିତ । ଦ୍ୱତୀୟ କାଜୁ ଏଥିରେ ଆଇରନ, ଜିଙ୍କ , କ୍ୟାଲସିୟମ ଥାଏ । ଯାହାକି ପୁରୁଷ ମାନଙ୍କ ଶୁକ୍ରାଣୁ ଗତି କୁ ଭଲ ରଖିଥାଏ ଓ ମହିଳା ମାନଙ୍କର ଗର୍ଭଧାରଣ ସମୟରେ ସାହାର୍ଯ୍ୟ କରିଥାଏ ।

ତୃତୀୟଟି ହେଲା ପିସ୍ତା ଏଥିରେ ମହିଳାଙ୍କ ଶରୀରରେ ଏଗ ଉତ୍ପାଦନ କରିବା କୋଏଞ୍ଜାମକ୍ୟୁ – ୧୦ ଥାଏ ଏଗର ଉତ୍ପାଦନ ଭଲ ହେବା ଦ୍ୱାରା ସୁସ୍ଥ ଗର୍ଭଧାରଣ ହୋଇଥାଏ । ଅକ୍ରୁଟ ଏଥିରେ ଓମେଗା – ୩ ଥାଏ ଯାହା ଉଭୟ ଶୁକ୍ରାଣୁ ଓ ଏଗ ପାଇଁ ଭଲ ଅଟେ । ଖଜୁରୀ ଏଥିରେ ପ୍ରାକୃତିକ ମିଠା, ଫାଇବର, କ୍ୟାଲସିୟମ ରହିଥାଏ । ଦିନକୁ ୨ ଟି ଖଜୁରୀ ଖାଇବା ଉଚିତ । ବ୍ରାଜିଲ ନଟ ଏଥିରେ ସାଲେନିୟମ ଥାଏ ଯାହାକି ଗର୍ଭାଶୟକୁ ଗର୍ଭଧାରଣ ପାଇଁ ପ୍ରସ୍ତୁତ କରିଥାଏ । ମୋନକା, ଅଞ୍ଜିର ଏହି ଦୁଇଟି ରକ୍ତହୀନତା କୁ ଦୂର କରିଥାଏ, ଗ୍ୟାସ ଜନିତ ସମସ୍ୟା ଦୂର କରିଥାଏ । ଯଦି ଆପଣ ଏକ ସୁସ୍ଥ ଗର୍ଭଧାରଣ ଚାହୁଁଛନ୍ତି ତେବେ ଏହି ସବୁ ଶୁଖିଲା ଫଳ ଖାଆନ୍ତୁ ।

Leave a Reply

Your email address will not be published. Required fields are marked *