ଶିଘ୍ର ଗର୍ଭ ଧାରଣ ପାଇଁ ମହିଳା ଓ ପୁରୁଷଙ୍କୁ ଏହି ଗୋଟେ ଜିନିଷ ନିୟମିତ ରୂପରେ ସେବନ କରିବା ଆବଶ୍ୟକ- Pregnancy Tips

ଗର୍ଭ ଧାରଣ କରିବା ଆଉ ଗୋଟେ ସନ୍ତାନକୁ ଜନ୍ମ ଦବା ସବୁ ମହିଳାଙ୍କ ଇଛା ହୋଇଥାଏ ତେବେ ଜୀବନରେ ଯେତେବେଳେ ଗୋଟେ ଝିଅ ବିବାହ ବନ୍ଧନରେ ବାନ୍ଧି ହୋଇଥାଏ ତା ପରେ ସମସ୍ତଙ୍କୁ ନୁଆ କୁନିଆକୁ ଦେଖିବାକୁ ଇଚ୍ଛା ହୋଇଥାଏ । ତେବେ ବହୁତ୍ ଶାରୀରିକ କାରଣରୁ ମହିଳା ମାନେ ମା ହୋଇ ପାରନ୍ତି ନାହିଁ ତେବେ ଆଜି ଆମେ କିଛି କାରଣ ବିଷୟରେ କହିବୁ ଯାହା ମହିଳା ଓ ପୁରୁଷ ଦୁହିଁଙ୍କ ପାଇଁ ବହୁତ୍ ଲାଭକାରୀ ଅଟେ ଆଉ ଦୁହିଁଙ୍କୁ ବ୍ୟବହାର କରିବା ଆବଶ୍ୟକ ।

ବହୁତ୍ ମହିଳାଙ୍କୁ ପିଶିଓଡି ସମସ୍ୟା ହୋଇଥାଏ ତେବେ ଏହି ଭଳି ସମସ୍ୟା ପାଇଁ ମହିଳାଙ୍କୁ ଗର୍ଭ ଧାରଣ କରିବା ପାଇଁ ବହୁତ୍ ସମସ୍ୟା ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ କହିବାକୁ ଯାଉଛୁ ଯାହା ଆପଣ ମାନଙ୍କ ପାଇଁ ଲାଭ କାରି ହବ ।

ଯେଉଁ ମହିଳାଙ୍କୁ ପିଶିଓଡି ସମସ୍ୟା ବା ମାସିକ ଧର୍ମରେ କିଛି ସମସ୍ୟା ଆସିଥାଏ ବା ଡାଇବେଟିଜ୍ ସମସ୍ୟା ହୋଇଥାଏ ସେହି ଭଳି ମହିଳାଙ୍କୁ ମେଥି ନିଜ ଖାଦ୍ୟରେ ବ୍ୟବହାର କରିବା ଆବଶ୍ୟକ ହୋଇଥାଏ । ବହୁତ୍ ଲୋକଙ୍କୁ ମେଥି ସୁଆଦ ଭଲ ଲାଗି ନଥାଏ ତେବେ ଏହି ଭଳି ଲୋକଙ୍କୁ ମେଥି ପାଉଡର କରି ଘରେ ରଖିବା ଉଚିତ୍ ଆଉ ନିଜ ଖାଦ୍ୟରେ ବ୍ୟବହାର କରିବା ଉଚିତ୍ ।

ସମସ୍ତେ ସନ୍ତାନ ପାଇବାକୁ ଇଛା କରନ୍ତି ଆଉ ନିଜ ଖାଦ୍ୟ ପ୍ରଣାଳୀ ନ ବଦଳି ଡକ୍ଟର ପାଖକୁ ଯାଇଥାନ୍ତି କିନ୍ତୁ ଯଦି ଆପଣ ମଧ୍ୟ ଅସୁବିଧାରେ ଅଛନ୍ତି ତେବେ ଆଗ ନିଜ ଖାଦ୍ୟ ପ୍ରଣାଳୀ ବଦଳି ଦିଅନ୍ତୁ ତା ପରେ ଡକ୍ଟର ପାଖକୁ ଯାଆନ୍ତୁ । ତେବେ ଅସୁବିଧା କେବଳ ମହିଳାଙ୍କୁ ନଥାଏ ପୁରୁଷ ମାନଙ୍କୁ ମଧ୍ୟ ହୋଇଥାଏ ।

ପୁରୁଷ ମାନଙ୍କ ଧାତୁ ଯଦି ସଠିକ୍ ମାତ୍ରାରେ ନଥାଏ ତେବେ ବହୁତ୍ ପ୍ରକାର ଅସୁବିଧା ହୋଇଥାଏ ଆଉ ସ୍ତ୍ରୀଙ୍କୁ ଗର୍ଭ ଧାରଣ କରିବା ପାଇଁ ଅସୁବିଧା ହୋଇଥାଏ । ଆପଣଙ୍କୁ ଆମେ ଏହା କହିବାକୁ ଚାହୁଁଛୁ ଯେ ଯେଉଁ ପୁରୁଷଙ୍କୁ ଡାଇବେଟିଜ୍ ବା ଅନ୍ୟ ସମସ୍ୟା ହୋଇଥାଏ ।

ସେହି ଭଳି ଲୋକ ଜୀବନରେ ବହୁତ୍ ଅସୁବିଧା ର ସମ୍ମୁଖୀନ ହୋଇଥାନ୍ତି କିନ୍ତୁ ଯଦି ଆପଣ ଅଧା ଚାମଚ୍ ମେଥି ରାତିରେ ଭେଦେଇ ରଖନ୍ତୁ ଆଉ ସକାଳେ ଉଠି ଖାଲି ପେଟରେ ଏହି ପାଣିର ସେବନ କରନ୍ତି ତେବେ ଆପଣଙ୍କୁ ବହୁତ୍ ଲାଭ ମିଳିଥାଏ ଯଦି ଆପଣ ମେଥି ଚୋବେଇ ଖାଇ ପାରିଲେ ଆପଣଙ୍କ ପାଇଁ ଆହୁରି ସୁବିଧା ଅଟେ ।

ଆମେ ଆପଣଙ୍କ ପାଇଁ ଏଭଳି ତଥ୍ୟ ସବୁବେଳେ ନେଇ ଆସୁ, ଭଲ ଲାଗିଲେ ଆମକୁ ଲାଇକ ଏବଂ ଫଲୋ କରିବା ପାଇଁ ଆଦୌ ଭୁଲନ୍ତୁ ନାହିଁ। ସେୟାର୍ କରି ନିଜ ପରିଜନ ଙ୍କ ନିକଟରେ ନିଶ୍ଚୟ ପହଞ୍ଚାନ୍ତୁ, ଧନ୍ୟବାଦ।

Leave a Reply

Your email address will not be published. Required fields are marked *