ଶୀଘ୍ର ଖାଦ୍ୟ ଖାଇବା ଦ୍ଵାରା ହୋଇଥାଏ ଏହି ସବୁ ଭୟଙ୍କର ରୋଗ- Swami Ramdev

ଯଦି ଆପଣବି ସେଇ ଲୋକ ମଧ୍ୟରୁ ଅଛନ୍ତି ଯିଏ ଖାଇବା ବିନା ଚୋବେଇ ଫଟାଫଟ ଓ ଶୀଘ୍ର ଖାଇକି ଶେଷ କରିଥାନ୍ତି ତେବେ ଆପଣ ଏହି ଅଭ୍ୟାସକୁ ଆଜି ହିଁ ବଦଳାଇ ଦିଅନ୍ତୁ । ଶୀଘ୍ର ଶୀଘ୍ର ଖାଇବା ଦ୍ଵାରା ସ୍ୱାସ୍ଥ୍ୟ ପ୍ରତି କେତେ ପ୍ରକାରର ଅସୁବିଧା ହୋଇଥାଏ ଓ କେତେ ପ୍ରକାରର ରୋଗବି ହୋଇପାରେ । ଶୀଘ୍ର ଖାଇବାର ଅଭ୍ୟାସ ଆପଣଙ୍କ ପାଇଁ କେତେ ହାନିକାରକ ଅଟେ ଜାଣନ୍ତୁ ।

ଖାଇବାରେ ଲାଗିବା କଥା 20 ମିନିଟର ସମୟ:

ଏକ୍ସପର୍ଟ ବି‍ କହିଥାନ୍ତି କି ଖାଦ୍ୟ ଖାଇବାରେ 20 ମିନିଟ ଯାଏ ସମୟ ନେବା ଦରକାର ଏଥିପାଇଁ କି ଆପଣ ନିଜ ଦାଇଟକୁ ଭଲ ଭାବରେ ଚୋବେଇକି ଖାଇ ପାରିବେ । ୟୁନିଭର୍ଶିଟି ଅଫ ବାମୀଧମରେ ହୋଇଥିବା ରିସର୍ଚ ଅନିଶାରେ ଏହି କଥାର ପୃଷ୍ଟିକ ଅଟେ ଖାଇବା ପରେ ବେଶୀ ସମୟ ଯାଏ ଚୋବେଇବା ଦ୍ଵାରା ଆପଣ କମ ଖାଦ୍ୟ ତ ଖାଉଛନ୍ତି , ତା ସହିତ ହିଁ ଖାଇବାକୁ 2 ଘଣ୍ଟା ପରେ କିଛି ହାଲ୍କା ଫୁଲକା ଖାଦ୍ୟ ଖାଇବା ଅଭ୍ୟାସ ମଧ୍ୟ କଣ୍ଟ୍ରୋଲରେ ଆସେ ।

ଶୀଘ୍ର ଖାଇବା ଦ୍ଵାରା ବଢ଼ିଥାଏ ଓଜନ :

ଯଦି ଆପଣ ଜଲଦି ଜଲଦି ବିନା ଢଙ୍ଗରେ ଚୋବେଇ ଖାଦ୍ୟ ଖାଉଛନ୍ତି ତେବେ ଆପଣଙ୍କ ଏହି ଅଭ୍ୟାସରୁ ଆପଣଙ୍କ ଓଜନ ବି ବଢ଼ିବାରେ ଲାଗିଥାଏ । ଏହା ଏଥିପାଇଁ ହୋଇଥାଏ କାହିଁକି ନା ଶୀଘ୍ର ଖାଇବା ଦ୍ବାରା ଆପଣଙ୍କ ଶରୀରରେ ମେଟାବୌଳିକ ସିଣ୍ଡ୍ରୋମ ଉପରେ ଅଶର ପଡ଼ିଥାଏ , ଯାହାର ଓଜନ ସହିତ ପୁରା ସମ୍ବନ୍ଧ ରହି ଅଛି । ଯେତେବେଳେ ଆପଣ ଧୀରେ ଧୀରେ ଖାଇବା ଖାଉଛନ୍ତି ତେବେ ଆପଣ ଠିକ୍ ମାତ୍ରାରେ ଦରକାର ହିସାବରେ ଖାଦ୍ୟ ଖାଉଛନ୍ତି ।

ତା ସହିତ ହିଁ ଶରୀରରେ ହର୍ମୋନଶ ବ୍ରେନରେ ଆଲାରାମ କରିଥାଏ କି ଆପଣକୁ ଏବେ ଏତିକି ହିଁ ଖାଦ୍ୟ ଖାଇବା ଦରକାର ଏହାଠୁ ଅଧିକ ଆପଣ ନ ଖାଆନ୍ତୁ । ଏହି ଟ୍ରିକକୁ ଅପେଣେଇ ଆପଣ ନିଜ ଖାଇବାର ମାତ୍ରାକୁବି କମ କରି ପାରିବେ ।

ଟାଇପ 2 ଡାଇବେଟିଜ ଅସୁବିଧା :

ଶୀଘ୍ର ଶୀଘ୍ର ଖାଦ୍ୟ ଖାଇଲେ ମୁଣ୍ଡର ଜରୁରୀ ସନ୍ଦେଶ ମିଳିପାରେନି ,ଯାହା କାରଣରୁ ଜରୁରୀ ହର୍ମୋନ ବାହାର କରି ପାରେନି । ଏହା କାରଣରୁ ମଣିଷଙ୍କ ଇନସୁଲିନ ପ୍ରଭାବିତ ହୋଇଥାଏ ଏବଂ ଇନସୁଲିନ ପ୍ରଭାବିତ ହେବା କାରଣରୁ ଟାଇପ 2 ଡାଇବେଟିଜ ହେବାର ଅସୁବିଧା ବଢ଼ି ଯାଇଥାଏ ।

କ୍ୟବିଟିରୁ ବଞ୍ଚିତ :

ଖାଦ୍ୟକୁ ଭଲ ଭାବେ ଚୋବେଇ ଖାଇବା ଦ୍ବାରା ଦାନ୍ତ ମଝିରେ ଖାଇବାର ଜଣ ଫସି ନଥାଏ ।ଏଥିରେ ନିଃଶ୍ୱାସର ଦୁର୍ଗନ୍ଧକୁ କ୍ୟବିଟିରୁ ମଧ୍ୟ ବଞ୍ଚିତ ହୋଇଥାଏ ।

ହୋଇନଥାଏ ବ୍ୟାକ୍ଟେରିଆଲ ସଂକ୍ରମଣ :

ଖାଇବା ଭଲ ଭାବେ ଚୋବେଇକି ଖାଇଲେ ମୁହଁରେ ଥିବା ବ୍ୟାକ୍ଟେରିଆ ଶେଷ ହୋଇ ଯାଇଥାଏ । ବେଶୀ ସମୟ ଖାଇବା ଦ୍ଵାରା ମୁହଁରେ ହେଉଥିବା ଲାର ବ୍ୟାକ୍ଟେରିଆ ଶେଷ କରି ଦେଇଥାଏ । ଯାହା ଦ୍ଵାରା ଶରୀର ବ୍ୟାକ୍ଟେରିଆ ଭଳି ସଂକ୍ରମଣରୁ ଦୂରେଇ ରଖି ଥାଏ ।

ହଜମ ଠିକ କରାଇ ଥାଏ :

ବହୁତ ସମୟ ଯାଏ ଖାଇବାକୁ ଚୋବେଇବାରେ ପ୍ରକ୍ରିୟା ଦ୍ଵାରା ମୁହଁରେ ନାଳ ହୋଇଥାଏ । ଯିଏ ଖାଇବାକୁ ମୁଲାୟମ ବନାଇ ଭାଙ୍ଗିବାରେ ସାହାଯ୍ୟ କରିଥାଏ ଏବଂ କର୍ବୀହାଇଦ୍ରେଟ୍ ଫିଟକୁ ଅଲଗା ଅଲଗା କରିଥାଏ । ଏଥିରେ ହଜମ କରିବାରେ ସହଜ ହୋଇଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *