ଆପଣ ମାନେ ସମସ୍ତେ ଓଡିଶା ପ୍ରସିଦ୍ଧ ଗାଇକା ତପୁ ମିଶ୍ରଙ୍କୁ ଜାଣିଥିବେ, ତେବେ ସେ ଅଲିଉଡ ଦୁନିଆକୁ ବହୁତ ପ୍ରସିଦ୍ଧ ଗୀତା ଗୁଡିକ ଦେଇଛନ୍ତି ଯାହା ଦର୍ଶକ ମନରେ ତାଙ୍କ ପ୍ରତି ପ୍ରେମ ଭାବନା ସୃଡତି କରିଥାଏ । ତପୁ ମିଶ୍ର ନିଜ ଗୀତ ଦ୍ଵାରା ଲୋକଙ୍କ ମନ ଏପରି କିଣିଥାନ୍ତି,
ଯେମିତି ଜାଦୁ ତେବେ ବର୍ତମାନ ପରିସ୍ଥିତି ଅନୁଯାଇ ତପୁ ମିଶ୍ର କରୋନା ସଂକ୍ରମିତ ହୋଇଥିଲେ ଆଉ ଆଇ ସି ୟୁରେ ଥିଲେ ବୋଲି ଖବର ଆସିଥିଲା ଆଜି ଆମେ ଆପଣଙ୍କୁ ଆଉ ଗୋଟେ ବଡ ଦୁଃଖ ଖବର କହିବାକୁ ଯାଉଛୁ ଯାହା ଆପଣ ମାନେ ଶୁଣି ଆଶ୍ଚର୍ଯ୍ୟ କରିବେ । ତେବେ ଆସନ୍ତୁ ଜାଣିବା ଏମିତି କଣ ଘଟିଲା ଯାହା ପରେ ତପୁ ମିଶ୍ରଙ୍କ ଘର ଲୋକ ଶୋକ ସଭାରେ ବୁଡି ଯାଇଛନ୍ତି ।
ଓଡିଆ ଭାଷାରେ ବହୁତ ଗୀତ ଗାଇଛନ୍ତି ଓ ପ୍ରାୟତଃ ତାଙ୍କର ସମସ୍ତ ଗୀତ ବହୁତ ହିଟ ମଧ୍ୟ ହୋଇଥାଏ । କହିଦେଉଛୁ କି ତପୁ ମିଶ୍ର କିଛି ଦିନ ପୂର୍ବେ ହିଁ ନିଜର କୋବିଡ ପରୀକ୍ଷା କରିଥିଲେ ଓ ତାଙ୍କର ରିପୋର୍ଟ ପଜିଟିବ ଆସିଥିଲା । କିନ୍ତୁ ବର୍ତ୍ତମାନ ସମୟରେ ତାଙ୍କ ସହ ଜଡିତ ଗୋଟିଏ ବଡ ଦୁଃଖ ଖବର ସାମ୍ନାକୁ ଆସୁଛି ।
କୁହାଯାଉଛି କି ତପୁ ମିଶ୍ରଙ୍କୁ ଗୁରୁତ୍ଵର ଅବସ୍ଥାରେ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏହା ସହ ଖବର ଆସିଛି ଯେ ତାଙ୍କ ବାପା ମଧ୍ୟ କରୋନା ପଜେତିବ ଆସିଥିଲେ ଆଉ ତାଙ୍କୁ ମଧ୍ୟ ଆଇସି ୟୁରେ ଭର୍ତି କରା ଯାଇଥିଲା । ତପୁ ମିଶ୍ର ଓଲିଉଡର ପ୍ରାୟତଃ ଫିଲ୍ମରେ ତାଙ୍କର ଗୋଟିଏ କିମ୍ବା ଦୁଇଟି ଗୀତା ଥାଏ ।
କିନ୍ତୁ ବର୍ତ୍ତମାନ ସମୟରେ ଡାକ୍ତରଙ୍କ କହିବା ଅଟେ କି ସେ ଏବେ ସୁସ୍ଥ ଅଛନ୍ତି ଓ ଭୟ କରିବାର କୌଣସି କଥା ନାହିଁ । ଏହା ସହିତ ସେ କେତେକ ଆଲବମ ଓ ଭଜନ ପାଇଁ ବି ଗୀତ ଗାଇଛନ୍ତି । ଗାୟିକା ତପୁ ମିଶ୍ରଙ୍କ ଜଣେ ସମ୍ପର୍କୀୟଙ୍କ ଠାରୁ ଜଣା ପଡିଛି କି ତାଙ୍କର ଚିକିତ୍ସା କରୁଥିବା ଡାକ୍ତର ତାଙ୍କର ପରିବାର ଲୋକମାନଙ୍କୁ କହିଛନ୍ତି କି ତପୁ ମିଶ୍ରଙ୍କ ଅକ୍ସିଜେନ ସ୍ତରରେ ସୁଧାର ଆସୁଛି ଓ ଆଗ ଅପେକ୍ଷା ସେ ବହୁତ ସୁସ୍ଥ ଅଛନ୍ତି ।
କିନ୍ତୁ ତପୁଙ୍କ ସ୍ୱାସ୍ଥ୍ୟ ଭଲ ହେଲା ବେଳେ ବହୁତ ବଡ ଦୁଃଖ ଖବର ତାଙ୍କ ଘରକୁ ମାଡି ଆସିଛି, ତାଙ୍କ ବାପା ଯିଏ କରୋନା ସଂକ୍ରମିତ ଥିଲେ ତାଙ୍କର ଆଇସିୟୁରେ କରୋନା କାରଣରୁ ନିଧନ ହୋଇଛି ଯାହା ପରେ ପୁରା ଘର ଲୋକ ଦୁଃଖରେ ବୁଡି ଯାଇଛନ୍ତି, ତେବେ ଏହି ଖବର କାଳେ ତପୁଙ୍କ ସ୍ୱାସ୍ଥ୍ୟ ଖରାପ କରିବ ସେଥିପାଇଁ ତାଙ୍କୁ ବର୍ତମାନ ପର୍ଯ୍ୟନ୍ତ କଥା ଲୁଚା ଯାଇଛି ।