ତରଙ୍ଗ ଟିଭିରେ “ସିନ୍ଦୁରର ଅଧିକାର” ସିରିଏଲରେ ଅଭିନୟ କରୁଥିବା କଳାକାର ମାନଙ୍କର ରିୟଲ ଲାଇଫ ପାର୍ଟନର

ବନ୍ଧୁଗଣ ଟେଲିଭିଜନ ଜଗତରେ ଅଭିନୟ କରୁଥିବା କଳାକାର ମାନଙ୍କୁ ଆପଣ ମାନେ ବେଶ ଭଲ ଭାବେ ଜାଣିଥିବେ । ଟିଭି ଇଣ୍ଡଷ୍ଟ୍ରି ରେ ଅଭିନୟ କରି କଳାକାର ମାନେ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ଏମିତି କିଛି ଅଭିନେତା ଓ ଅଭିନେତ୍ରୀ ମାନେ ଅଛନ୍ତି ଯେଉଁ ମାନେ ରିୟାଲ ଲାଇଫରେ ନିଜ ପାର୍ଟନରଙ୍କ ସହ ବେଶ ହସ ଖୁସିରେ ଟାଇମ ସ୍ପେନ୍ଡ କରୁଛନ୍ତି । ଆଜି ଆମେ ଆପଣ ମାନଙ୍କୁ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ସିରିଏଲ “ସିନ୍ଦୁରର ଅଧିକାର” ରେ ଅଭିନୟ କରୁଥିବା କଳାକାର ମାନଙ୍କର ପ୍ରକୃତ ଜୀବନ ସାଥି କିଏ ସେହି ବିଷୟରେ କହିବାକୁ ଯାଉଛୁ ।

ଆପଣ ମାନେ ତରଙ୍ଗ ଚ୍ୟାନେଲରେ ପ୍ରସାରିତ ହେଉଥିବା ସିରିଏଲ “ସିନ୍ଦୁରର ଅଧିକାର” ନିଶ୍ଚୟ ଦେଖୁଥିବେ । ଏହି ସିରିଏଲ ଟି ଘରେ ଘରେ ଲୋକପ୍ରିୟ ହୋଇ ପାରିଛି କେବଳ ଏଥିରେ ଅଭିନୟ କରୁଥିବା ଅଭିନେତା ଓ ଅଭିନେତ୍ରୀଙ୍କ ପାଇଁ ।

୧- ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଅଭିନେତା ଲିକୁନ ଚୌଧୁରୀ ଯିଏ ଏହି ସିରିଏଲରେ ମିଠୁ ଭୂମିକାରେ ଅଭିନୟ କରୁଛନ୍ତି । ତାଙ୍କର ରିୟାଲ ଲାଇଫ ପାର୍ଟନର ହେଉଛନ୍ତି ସ୍ଵାଗତିକା ସାହାନୀ । ତାଙ୍କର ଗୋଟେ ପୁଅ ମଧ୍ୟ ଅଛି ।

୨-ଏହା ପରେ ରହିଛନ୍ତି ଅଭିନେତ୍ରୀ ସୁଚିତ୍ରା ସ୍ଵାଇଁ ଯିଏ ଏହି ସିରିଏଲରେ ଉର୍ବୀ ଭୂମିକାରେ ସୁନ୍ଦର ଅଭିନୟ କରୁଛନ୍ତି । ସେ ରିୟଲ ଲାଇଫରେ ଶିଂଗଲ ଅଛନ୍ତି ।

୩- ଏହା ପରେ ରହିଛନ୍ତି ଅଭିନେତ୍ରୀ ଚୂନି ରିୟା ଯିଏ ଏହି ସିରିଏଲରେ ଦାମିନୀ ଚରିତ୍ରରେ ଅଭିନୟ କରୁଛନ୍ତି । ଏହି ଭିଡିଓ ରେ ଚୂନି ରିୟା ତାଙ୍କ ସ୍ବାମୀଙ୍କ ସହ ନଜର ଆସୁଛନ୍ତି । ତାଙ୍କର ଗୋଟେ ପୁଅ ମଧ୍ୟ ଅଛି ।

୪- ଏହା ପରେ ରହିଛନ୍ତି ଅଭିନେତା ସନୋଜ କୁମାର ଯିଏ ଏହି ସିରିଏଲରେ ଆରବ ଭୂମିକାରେ ଖୁବ ସୁନ୍ଦର ଅଭିନୟ କରୁଛନ୍ତି । ତାନକର ରିୟଲ ଲାଇଫରେ କେହି ପ୍ରେମିକା ନାହାନ୍ତି । ସେ ଶିଂଗଲ ଅଛନ୍ତି ।

୫- ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ଅଭିନେତା ବିକାଶ ନାୟକ ଯିଏ ଏହି ସିରିଏଲରେ ଛତୁଆ ଭୂମିକାରେ ଅଭିନୟ କରୁଛନ୍ତି । ଏହି ଭିଡିଓ ରେ ସେ ତାଙ୍କ ସ୍ତ୍ରୀଙ୍କ ସହ ନଜର ଆସୁଛନ୍ତି ।

୬- ଆମ ଲିଷ୍ଟର ଷଷ୍ଠ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ନିଲାଖି ପାତ୍ର ଯିଏ ଏହି ସିରିଏଲରେ ଇତି ଚରିତ୍ରରେ ଅଭିନୟ କରୁଛନ୍ତି । ସେ ରିୟଲ ଲାଇଫରେ ଶିଂଗଲ ଅଛନ୍ତି ।

୭- ଏହା ପରେ ରହିଛନ୍ତି ଅଭିନେତା ହାପି କର ଯିଏ ଏହି ସିରିଏଲରେ ବିଳାସ ଚରିତ୍ରରେ ଅଭିନୟ କରୁଛନ୍ତି । ତାଙ୍କର ରିୟଲ ଲାଇଫ ପାର୍ଟନର ହେଉଛନ୍ତି ମୋନାଲିସା କର ।

୮- ଆମ ଲିଷ୍ଟର ଅଷ୍ଟମ ସ୍ଥାନରେ ଅଛନ୍ତି ଅଭିନେତା ମାନସ ମିଶ୍ର ଯିଏ ଏହି ସିରିଏଲରେ ରଞ୍ଜନ ଚରିତ୍ରରେ ଅଭିନୟ କରୁଛନ୍ତି । ତାଙ୍କର ରିୟଲ ଲାଇଫ ପାର୍ଟନର ହେଉଛନ୍ତି ମଧୁସ୍ମିତା ମିଶ୍ର ।

ବନ୍ଧୁଗଣ ଆପଣ ମାନଙ୍କୁ “ସିନ୍ଦୁରର ଅଧିକାର” ସିରିଏଲରେ ଅଭିନୟ କରୁଥିବା କଳାକାର ମାନଙ୍କର ଅଭିନୟ କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *