ସିଂହ ମୁଁହରେ ପଡିଲା ଯୁବକ, ଏମିତି ହେଲା ଉଦ୍ଧାର….. ଦେଖନ୍ତୁ Exclusive ଭିଡିଓ

ନମସ୍କାର ବନ୍ଧୁଗଣ । ଆମ ଦେଶରେ ପ୍ରତେକ ଦିନ କିଛି ନା କିଛି ଘଟଣା ଦେଖିବାକୁ ମିଳୁଛି । ଆଜିକାଲି ଆମ ଦେଶରେ ପଶୁ ମାନଙ୍କୁ ନେଇ ଅନେକ କଥା ପ୍ରଚାର ହେବାରେ ଲାଗିଛି । କିଛି ଲୋକ ମାନେ ଏମିତି କିଛି କାମ କରିଛନ୍ତି ଯାହାକୁ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ଲାଗିବ । ବିଶେଷ କରି ଲୋକ ମାନେ ନିଜ ଜୀବନକୁ ନେଇ ଏମିତି ଖେଳ ଖେଳୁଛନ୍ତି ଯାହା ପାଇଁ ଅନ୍ୟ ମାନେ ସମସ୍ୟାର ସମୁଖିନ୍ନ ହେଉଛନ୍ତି । ଏହା ସହ ବି-ପ-ଦ ସୃଷ୍ଟି କରୁଥିବା ଲୋକ ମଧ୍ୟ ପରେ ଅନୁତାପ କରୁଛି । ଆଜିର ଆମର ବିଷୟ ବସ୍ତୁ ଏମିତି କିଛି ରହିଛି ।

ସୂଚନା ଅନୁସାରେ ବିଶାଖାପାଟଣାରେ ଜଣେ ଯୁବକ ଆ-ତ୍ମ-ହ-ତ୍ୟା କରିବାକୁ ଉଦ୍ୟମ କରୁଛନ୍ତି ଯାହା ଏହି ଭି-ଡି-ଓ ରେ ଦୃଶ୍ୟ ହେଉଛି । କିନ୍ତୁ ଯୁବକ ଜଣକ ଏମିତି ଜାଗାରେ ଆ-ତ୍ମ-ହ-ତ୍ୟା କରିବାକୁ ଚେଷ୍ଟା କରୁଛନ୍ତି ତାହା ଜାଣିଲେ ଅବାକ ଲାଗିବ । ଯୁବକ ଜଣକ ସିଂହ ଗୁମ୍ଫା କୁ ଯାଇ ଏପରି କା-ଣ୍ଡ ଘଟାଇବାକୁ ଚେଷ୍ଟା କରିଛନ୍ତି । ଏହି ଭି-ଡି-ଓ ରେ ଆପଣ ମାନେ ଦେଖି ପାରିବେ ଯୁବକ ଜଣକ ପାହାଡ ଉପରେ କିପରି ବସି ତଳକୁ ଡେଇଁବାକୁ ଚେଷ୍ଟା କରୁଛନ୍ତି ।

ତଳେ ତାଙ୍କର ମୃ-ତ୍ୟୁ ଅନାଇ ବସିଛି ଜାଣି ମଧ୍ୟ ଯୁବକ ଏପରି କା-ଣ୍ଡ କରିବାକୁ ଚେଷ୍ଟା କରିଛନ୍ତି । କାରଣ ପାହାଡ ତଳେ ସିଂହ ଅଛି ଯିଏ ମଣିଷକୁ ଦେଖିଲେ ମାତ୍ରେ ତାର ଶି-କା-ର କରିଥାଏ । ଯୁବକ ଜଣକ ଏପରି ଭୁଲ କାମ କରିବା ସମୟରେ ବନ୍ୟ ବିଭାଗର କିଛି ଲୋକ ମାନେ ଆସି ତାକୁ ସେଠାରୁ ନେଇ ଯାଉଛନ୍ତି । ଯୁବକକୁ ଦେଖି ସିଂହ ଜୋର ରେ ଗର୍ଜନ କରିବାରେ ଲାଗିଛି । କାରଣ ସିଂହ କୁ ଶି-କା-ର କରିବାକୁ ପଡିଲା ନାହି ବରଂ ଶି-କା-ର ନିଜେ ତା ପାଖକୁ ଯାଉଛି ।

ସିଂହ ଟି ଯୁବକକୁ ଶି-କା-ର କରିବା ପାଇଁ କେତେ ଚଟପଟ ହେଉଛି ତାହା ଏହି ଭିଡିଓ ରେ ଦୃଶ୍ୟ ହେଉଛି । ତେବେ ଅନେକ ବୁଝାମଣା କରିବା ପରେ ଯୁବକ ଜଣକ ପାହାଡ ଉପରକୁ ଉଠିଛନ୍ତି । ଯଦି ତିକେ ବିଳମ୍ବ ହୋଇଥାନ୍ତା ତେବେ ଏତେ ବେଳକୁ ଯୁବକ ସିଂହ ର ଶି-କା-ର ହୋଇ ସାରନ୍ତେଣି । ଯୁବକଙ୍କର ଏପରି ଉଦ୍ୟମ ଅନ୍ୟ ମାନଙ୍କ ପାଇଁ ଭୁଲ ସାବ୍ୟସ୍ତ ହେବ । ନିଜର ଜୀବନକୁ ଜାଣି ଜାଣି ଏମିତି ବି-ପ-ଦ ମୁହଁକୁ ଠେଲି ଦେବା ଉଚିତ ନୁହେଁ ।

ବନ୍ଧୁଗଣ ଆପଣ ମାନଙ୍କ ଏହି ଘଟଣାକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମର ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *