ସିରିଏଲ ଓ ଟିଭି ଜଗତ ଏମିତି ଗୋଟେ ଦୁନିଆ ଯେଉଁଠାରେ ଲୋକଙ୍କ ନା ମିଳିଲେ ସବୁକିଛି ମିଳିଥାଏ । ତେବେ କଣ ଆପଣ ଏହା ଜାଣିଛନ୍ତି ଯେ ବହୁତ ଅଭିନେତା ଅଭିନେତ୍ରୀ କେବଳ ନିଜ ଫିଲ୍ମ ବା ସିରିଏଲ ପାଇଁ ପ୍ରସିଦ୍ଧ ହୁଅନ୍ତି କିନ୍ତୁ ବହୁତ ଏମିତି ମଧ୍ୟ ଅଭିନେତ୍ରୀ ଅଛନ୍ତି ଯିଏ ନିଜ କାମ ଦ୍ଵାରା ଅନ୍ୟ ମାନାଙ୍କୁ ଆଶ୍ଚର୍ଯ୍ୟ କରିଥାନ୍ତି ଓ ସିରିଏଲରେ ଅଲଗା ଓ ଅସଲ ଦୁନିଆରେ ପୁରା ଅଲଗା ଦେଖା ଦେଇଥାନ୍ତି ।
ଆଜି ଆମେ ଆପଣଙ୍କୁ ବନ୍ଦିନୀ ସିରିଏଲ ମୁଖ୍ୟ ଅଭିନେତ୍ରୀଙ୍କ ବିଷୟରେ କିଛି ବିଶେଷ କଥା କହିବାକୁ ଯାଉଛୁ ଯାହା ଆପଣ ମାନଙ୍କ ମଧ୍ୟରୁ ବହୁତ କମ ଲୋକ ଜାଣିଛନ୍ତି ।

ବନ୍ଦିନୀ ସିରିଏଲ କଲର୍ସ ଚେନେଲରେ ୧୯ ଜୁନ ୨୦୦୯ରେ ପ୍ରସାରିତ କରା ଯାଇଥିଲା, ଏହି ସିରିଏଲରେ କାମ କରୁଥିବା ସବୁ କଳାକାର ନିଜ ଅଭିନୟକୁ ଏତେ ଭଲରେ କରିଥିଲେ ଯେ କିଛି ଦିନ ଭିତରେ ଏହି ସିରିଏଲ ବହୁତ ପ୍ରସିଦ୍ଧ ହୋଇଥିଲା । ତେବେ ଏହି କାରଣ ପାଇଁ ସିରିଏଲ ଟିଆରପି ମଧ୍ୟ ଲଗାତାର ବଢିବାକୁ ଲାଗିଥିଲା । ଏହି ସିରିଏଲର ୫୨୦ ଏପିଷୋଡ ହେଲା ପରେ ଏହାକୁ ବନ୍ଦ କରା ଯାଇଥିଲା ଯାହା ପରେ ଫ୍ୟାନ୍ସ ବହୁତ ରାଗିଥିଲେ କାହିଁକିନା କାହାଣୀ ବହୁତ ଭଲ ଚାଲୁଥିଲା କିନ୍ତୁ ସିରିଏଲ ବନ୍ଦ ହୋଇ ଯାଇଥିଲା ।

ଏହି ଷୋ କଳାକାର ମାନେ ଏହି ସିରିଏଲରେ ଅଭିନୟ ଦ୍ଵାରା ଦର୍ଶକ ମାନାଙ୍କ ଭଲ ପାଇବା ବହୁତ ପାଇଥିଲେ । ତେବେ ଏହି ସିରିଏଲ ମୁଖ୍ୟ କଳାକାରା ବିଷୟରେ ଆମେ କେମିତି ଭୁଲି ପାରିବା ଏହି ଅଭିନେତ୍ରୀଙ୍କ ଅଭିନୟ ଦର୍ଶକ ମାନଙ୍କ ମନ କିଣି ପାରିଥିଲା । ଏହି ସିରିଏଲ ମୁଖ୍ୟ ଅଭିନେତ୍ରୀ ଅନ୍ୟ କୌଣସି ସିରିଏଲରେ କାମ କରି ନଥିଲେ ଓ ଏହି ସିରିଏଲ ବନ୍ଦ ହେଲା ପରେ ସିରିଏଲ ଦୁନିଆରୁ ଗାୟବ ହୋଇଯାଇଥିଲେ । ତେବେ ଆମେ ଆପଣଙ୍କୁ ଏହା କହି ରଖୁଛୁ ଯେ ଏହି ସିରିଏଲ ମୁଖ୍ୟ ଅଭିନେତ୍ରୀଙ୍କ ଅସଲ ନାମ ଆସିଆ କାଞ୍ଜି ଅଟେ, ତାଙ୍କ ଜନ୍ମ ୧୨ ଡିସେମ୍ବର ୧୯୯୧ରେ ମୁମ୍ବାଇରେ ହୋଇଥିଲା ।

ତେବେ ତାଙ୍କ ପ୍ରଥମ ସିରିଏଲ ନା ଥିଲା “ବାଳିକା ବଧୁ” ଏହି ସିରିଏଲ ମଧ୍ୟ ସେହି ସମୟ ସବୁଠାରୁ ପ୍ରସିଦ୍ଧ ସିରିଏଲ ହୋଇଥିଲା । ଏହା ଛଡା ଏହି ଅଭିନେତ୍ରୀ “ହିଟଲର ଦିଦି” ଓ “ଧର୍ମପଥ” ଭଳି ସିରିଏଲରେ ମଧ୍ୟ ସାଇଡ ରୋଲରେ ଦେଖା ଯାଇଛନ୍ତି । ତେବେ ବହୁତ ସମୟ ଧରି ଆସିଆ ଟିଭି ଦୁନିଆରୁ ଦୂରେଇ ରହିଥିଲେ କିନ୍ତୁ ବର୍ତମାନ ଖବର ଅନୁଯାଇ ସେ ନୂଆ ସିରିଏଲ “ମୀରେ ପାପା ହିରୋ ହୀରା ଲାଲ”ରୁ ଅଭିନୟ ଦୁନିଆରେ ଫେରିବେ ।
ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।