ସିରିଏଲ କୁମକୁମ ଭାଗ୍ୟରେ କାମ କରି ପ୍ରସିଦ୍ଧ ହୋଇଥିବା କଳାକାର ମାନଙ୍କ ରିୟଲ ଲାଇଫ ପାର୍ଟନର

ଆପଣ ମାନେ ସମସ୍ତେ ସିରିଏଲ ଯାହା ହେଲେ ଦେଖୁଥିବେ ତେବେ ବର୍ତମାନ ସମୟରେ ଏତେ ସିରିଏଲ ଚାଲିଛି ଯେ ଲୋକଙ୍କ ମନ ଅନୁଯାଇ ଯାହା ପାଇଲା ତାହା ସିରିଏଲ ସଫଳତା ପ୍ରାପ୍ତ କଲା । ତେବେ ଜିଟିବି କୁମକୁମ ଭାଗ୍ୟ ସିରିଏଲ କଥା ଆପଣ ମାନେ ବହୁତ ଭଲ ଭାବରେ ଜାଣିଛନ୍ତି, ଏହି ସିରିଏଲ ଏତେ ଫେମସ ହୋଇଛି ଯେ ଏହାର କଳାକାର ମାନେ ଲୋକଙ୍କ ମନରେ ଘର କରି ରହିଛନ୍ତି । କୁମକୁମ ଭାଗ୍ୟ ଏମିତି ଗୋଟେ ପାରିବାରିକ ସିରିଏଲ ଅଟେ ଯାହା ହସ ଖୁସି ସହ ଟ୍ଵିଷ୍ଟ ଭରପୁର ଅଛି ଆଜି ଆମେ ଆପଣଙ୍କୁ ଏହି ସିରିଏଲ ବିଷୟରେ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଆପଣ ମାନେ ଜାଣିନଥିବେ ।

ଆଜି ଆମେ ଆପଣଙ୍କୁ କୁମକୁମ ଭାଗ୍ୟ ସିରିଏଲ କଳାକାର ମାନଙ୍କ ରିଅଲ ଲାଇଫ ଜୀବନସାଥି ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଆପଣ ମାନେ ବହୁତ କମ ଜାଣିଥିବେ ।

Image Courtesy: Google

୧. ଶିକ୍ଷା ସିଂହ :

ଏହି ସିରିଏଲ ରେ ଆପଣ ମାନେ ଶିକ୍ଷା ସିଂହକୁ ନକାରାତ୍ମକ ଅଭିନୟ କରୁଥିବାର ଦେଖିଥିବେ ଯିଏ ପ୍ରଜ୍ଞା ଓ ଅଭି ସମ୍ପର୍କ ଭାଙ୍ଗିବା ପାଇଁ ବାରମ୍ବାର ଚେଷ୍ଟା କରିଥାନ୍ତି । ତେବେ ରିଅଲ ଲାଇଫରେ ଶିକ୍ଷା ୨୦୧୬ରେ କରନ ସିଂହ ସହ ବିବାହ କରିଥିଲେ ଓ ଆଜିକୁ ତାଙ୍କ ବିବାହକୁ ୪ ବର୍ଷ ହେଇଗଲାଣି ଓ ତାଙ୍କ ଘର ପରିବାର ବହୁତ ଖୁସିରେ ଅଛନ୍ତି, ଖବର ଅନୁଯାଇ ଶିଖାଙ୍କ ସ୍ଵାମୀ ଏୟର ଵେରେ ପାଇଲଟ ଅଛନ୍ତି ।

Image Courtesy: Google

୨. ସୁପ୍ରିୟା ଶୁକ୍ଲା :

ସୁପ୍ରିୟା ଶୁକ୍ଲା ଏହି ସିରିଏଲ ରେ ପ୍ରଜ୍ଞା ମା ଅନୁଯାଇ ଅଭିନୟ କରିଛନ୍ତି, ତେବେ ସେ ଗୋଟେ ଶିଂଗଲ ମଦର ଅଟନ୍ତି ଓ ନିଜ ଛୁଆଙ୍କୁ ନିଜେ ବଡ କରିଛନ୍ତି, ଏହା ସିରିଏଲ କାହାଣୀ ଅଟେ । କିନ୍ତୁ ରିଅଲ ଲାଇଫରେ ସୁପ୍ରିୟା ସୁକଲାଙ୍କ ଅରେଞ୍ଜ ମେରେଜ ହୋଇଥିଲା ଓ ତାଙ୍କର ଦୁଇଟି ଛୁଆ ଅଛନ୍ତି ତେବେ ଆପଣ ତାଙ୍କ ଝିଅ କରିଶମାଙ୍କୁ କରିଶମା କା କରିଶମା ସିରିଏଲ ରେ କାମ କରୁଥିବାର ନିଶ୍ଚିନ୍ତ ଦେଖିଥିବେ । ସୁପ୍ରିୟାଙ୍କ ସ୍ଵାମୀ ନାମ ହଋ ଶୁକ୍ଲା ଅଟେ ଯିଏ ବହୁତ ସଫଳ ଫିଲ୍ମ ନିର୍ମାତା ଅଟନ୍ତି ।

Image Courtesy: Google

୩. ସବିର ଆଲୁବାଲିଆ :

ଆପଣ ମାନେ ଏହି ସିରିଏଲ ରେ ମୁଖ୍ୟ ଅଭିନେତା ଅଭିଙ୍କୁ ଭଲ ଭାବରେ ଜାଣିଥିବେ ତେବେ ସରିବ ଅଭି ଅଟନ୍ତି, ତାଙ୍କ ଅଭିନୟ ଓ ତାଙ୍କ ଲୁକ ଦେଖି ଦର୍ଶକ ଏହି ସିରିଏଲ ଦେଖିବା ବହୁତ ପସନ୍ଦ କରୁଛନ୍ତି । ସବିର ଆଲୁବାଲିଆ ୨୦୧୧ରେ କାଞ୍ଚି କୋଲ ସହ ବିବାହ କରିଥିଲେ । ତେବେ ବର୍ତମାନ ସମୟରେ ତାଙ୍କର ଦୁଇଟି ପୁଅ ଅଛନ୍ତି ଓ ସେ ନିଜ ବିବାହିତ ଜୀବନରେ ବହୁତ ଖୁସି ଅଛନ୍ତି ।

Image Courtesy: Google

୪. ଶୃତି ଝା :

କୁମକୁମ ଭାଗ୍ୟ ସିରିଏଲ ମୁଖ୍ୟ ଅଭିନେତ୍ରୀ ଭାବରେ ଶୃତି ଝା କାମ କରୁଛନ୍ତି, ତେବେ ଶୃତିଙ୍କ ଅଭିନୟ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ମଧ୍ୟ ଆସିଛି, ଖବର ଅନୁଯାଇ ଶୃତି ବିବାହ କରି ନାହାନ୍ତି କିନ୍ତୁ ସେ ଜଣଙ୍କୁ ଡେଟ କରୁଛନ୍ତି ଯାହା ନାମ କୁନାଲ କରନ କପୁର ଅଟେ ଓ ସେ ମଧ୍ୟ ଜଣେ କଳାକାର ଅଟନ୍ତି, ସେ ମାୟକା ଓ ଅନ୍ୟ ସିରିଏଲ ଯେମିତିକି ନା ବୋଲେ ତୁମ ନା ମେନେ କୁଛ କାହା ସିରିଏଲରେ ଅଭିନୟ କରୁଛନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *