ଶିତ ଦିନେ କେମିତି ନେବେ ତ୍ଵଚାର ଯତ୍ନ ? ଘରୋଇ ଉପଚାର- Dr. Kishan Agarwal

ସିତ ଦିନରେ ଆମ ଚାର୍ମ ଶୁଷ୍କ ହୋଇଯାଏ ଓ ଚର୍ମ ଧଳା ଧଳା ଦେଖାଯାଏ । ଯେତେବେଳେ ସ୍କିନ ବେଶୀ ଶୁଷ୍କ ହୋଇଯାଏ ସେତେବେଳେ କୁଣ୍ଡାଇ ହେବା ଆରମ୍ଭ ହୁଏ । ସ୍କିନ ଶୁଷ୍କ ହୋଇ ମସ୍ତର କମିଯାଏ ସେଥି ପାଇଁ କେତୋଟି ଜିନିଷ ଆଭୋଏଡ କରିବାର ଆବଶ୍ୟକ ରହିଛି । ସାବୁନୁକୁ ବେଶୀ ବ୍ୟବହାର କରିବେ ନାହିଁ । ଯେତେ ସାବୁନ ଲଗେଇବେ ସ୍କିନ ସେତେ ଶୁଷ୍କ ହୋଇଥାଏ । ହଳଦୀ, ଚନ୍ଦନ, ବେସନ ଏହି ସବୁ ଥଣ୍ଡା ଦିନରେ ବ୍ୟବହାର କରନ୍ତୁ ନହିଁ ।

ଆପଣ ଖାଲି ପାଣିରେ ଗାଧୋଇବେ ମାନେ ରଖନ୍ତୁ ବେଶୀ ଗରମ ପାଣିରେ ଗାଧୋଇବେ ନହିଁ । ନଖ ଉଷୁମ ପାଣିରେ ଗାଧାନ୍ତୁ ବେଶୀ ଗରମ ପାଣିରେ ଗାଧୋଇଲେ ସ୍କିନରୁ ମଇସ୍ତର ଲେବେଲକୁ ବାହାର କରିଦେଇଥାଏ । ସେଥି ଲାଗି ସ୍କିନ ବେଶୀ ଶୁଷ୍କ ହୋଇଥାଏ ।

ଆପଣ ସାବୁନ ବ୍ୟବହାର କରିପାରିବେ ଯେଉଁଥିରେ ସାବୁନର ଅଂସ କମ ଥାଏ ଓ ମଇସ୍ତର ଅଂସ ଅଧିକ ଥାଏ ଆପଣ ତାକୁ ମଧ୍ୟ ବ୍ୟବହାର କରିପାରିବେ । ସ୍କିନରେ ଗାଧୋଇ ସାରିବା ପରେ ତେଲ ଲଗେଇବେ ଓ ତାପରେ ହାଲକା ଭାବରେ ପୋଛି ହୋଇଯିବେ ସେଥିରେ ବଡିରେ ମଇସ୍ତର ରହିଥାଏ ।

ସିତଦିନେ ଜଣ ଜଣକର ସନବର୍ନ ହୋଇଥାଏ କାରଣ ବେଶୀ ଖରାରେ ବସିଲେ ଏମିତି ହୋଇଯାଏ ସେଥି ପାଇଁ ସିତଦିନେ ଖରାରେ ବସନ୍ତୁ କିନ୍ତୁ କଞ୍ଚା ଖରାରେ ମାନେ ସକାଳ ୬ ରୁ ୮ ଭିତରେ । ୧୦ ଟାରୁ ୧୨ ଯେଉଁ ଖରା ରହୁଛି ତାକୁ ଆଭୋଏଡ କରିବା ଭଲ ହୋଇଥାଏ । ସନ ବାଥ ପାଇ ସକାଳ ଖରା ହିଁ ବହୁତ ଭଲ ହୋଇଥାଏ ସ୍କିନ ପାଇଁ ।

ଥଣ୍ଡା ଦିନରେ ବହୁତ ଲୋକଙ୍କର ଓଠ ଫାଟିଥାଏ ଓ ଶୁଷ୍କ ହୋଇ ଚୋପା ଛାଡିଥାଏ । ଓଠରେ ବହୁତ ପତଳା ଚର୍ମ ହୋଇଥାଏ ସିତଦିନରେ ସେଥିରେ ଜଳୀୟ ଅଂଶ କମିଯାଇଥାଏ । ଯେତେବେଳେ ଓଠ ବେଶୀ ଶୁଷ୍କ ହୋଇଥାଏ ଆମେ ସେତେବେଳେ ଛିପ ଲଗାଇ ଓ ଜିଭ ଲଗାଇ ତାକୁ ଓଦା କରିଥାଉ ।

ଏହା କରିବା ଦ୍ଵାରା ଓଠ ଅଧିକ ଶୁଷ୍କ ହୋଇଥାଏ । ଓଠ ପାଇଁ ବହୁତ ଭଲ ଲୀପ ବାମ ଆସିଥାଏ ସେଥିରେ ପେଟ୍ରୋଲିୟମ ଜେଲି ଥାଏ ସେଥିରେ ଓଠ ନରମ ରଖିଥାଏ । ଏହାକୁ ଦିନକୁ ପାଞ୍ଚ ଛଅ ଥର ଲଗାଇବା ଉଚିତ । ଘରେ ତିଆରି ଗୁଆ ଘିଅ ମଧ୍ୟ ଦିନକୁ ପାଞ୍ଚ ଛଅ ଥର ଲୀପରେ ଲଗାଇ ପାରିବେ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *