ସୁନା କିଣିବାକୁ ଚାହୁଁଛନ୍ତି କି ? ତୁରନ୍ତ କିଣି ନିଅନ୍ତୁ, ଖୁବ୍‌ ଶୀଘ୍ର ବଢ଼ିପାରେ ଦର

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ କିଛି ଦିନ ହେବ ସୁନା ଦର କମିବାରେ ଲାଗିଛି । ତେବେ ବର୍ତ୍ତମାନ ସୂଚନା ଅନୁସାରେ ସୁନା ଦର ପୁଣି ଥରେ ବୃଦ୍ଧି ପାଇଅପରେ । ଏହାର କାରଣ ହେଉଛି ଆଗକୁ ପର୍ବ ପର୍ବାଣି ଆସୁଛି ଯାହା ପାଇଁ ସୁନା ଦର ବଢିପାରେ ବୋଲି ଅନୁମାନ କରା ଯାଉଛି । ଗତ ବର୍ଷ ଅଗଷ୍ଟ ମାସରେ ସୁନା ଦର ପ୍ରତି ୧୦ ଗ୍ରାମ କୁ ୫୬,୧୯୧ ଟଙ୍କା କୁ ବୃଦ୍ଧି ପାଇ ସର୍ବୋଚ୍ଚ ସ୍ତର ରେ ରହିଥିଲା । କିନ୍ତୁ ଆଜିକା ଡେଟରେ ସୁନା ଦର MCX multi commodity exchange ପ୍ରତି ୧୦ ଗ୍ରାମ କୁ ୪୬,୧୬୨ ଟଙ୍କା ରହିଛି ବୋଲି ସୂଚନା ମିଳିଛି । ସିଧା ସଳଖ ଭାବେ କହିବାକୁ ଗଲେ ସୁନା ଦର ଗାର ବର୍ଷ ଅପେକ୍ଷା ୧୦,୦୦୦ ଟଙ୍କା ଶସ୍ତା ହୋଇଛି ।

କିନ୍ତୁ ସୂଚନା ମୁତାବକ ସୁନା ଦର ବହୁତ ଜଲ୍ଦି ବୃଦ୍ଧି ହୋଇପାରେ । ସୂଚନା ଅନୁଯାୟୀ ଅନ୍ତରାଷ୍ଟ୍ରୀୟ ବଜାର, ଡୋମେଷ୍ଟିକ ଫ୍ୟୁଚର ବଜାର ଓ ବୁଲିଯନ ବଜାର ରେ ଆଜି ସୁନା ଦର ବଢିଛି । ଗତ ଶୁକ୍ରବାର ଦିନ ସୁନା କାରବାର ରେ ସ୍ଥାନୀୟ ସରଫା ବଜାର ରେ ସୁନା ଦରର ବହୁତ ବଡ ଧରଣର ଲସ ବା କ୍ଷତି ହୋଇଥିଲା । କିନ୍ତୁ ଆଜି ସକାଳେ MCX ରେ ସୁନା ୦.୩୬ ପ୍ରତିଶତ ବଢିଯାଇ ପ୍ରତି ୧୦ ଗ୍ରାମ କୁ ସୁନା ଦର ୪୬,୧୬୨ ଟଙ୍କା ରହିଛି । ଅନ୍ୟ କ୍ଷେତ୍ର ରେ ରୂପା ଦର ୧.୦୪ ପ୍ରତିଶତ ବଢିଯାଇ ପ୍ରତି କିଲୋ କୁ ୬୦,୫୭୮ ଟଙ୍କାରେ ପହଞ୍ଚିଛି । Good Returns ଅନୁସାରେ ଆଜି ୨୪ କ୍ୟାରେଟ ସୁନା ଦର ପାର୍ଟି ୧୦ ଗ୍ରାମ କୁ ୪୬,୨୪୦ ଟଙ୍କା ରହିଛି ।

ଏନି କ୍ଷେତ୍ର ରେ ରୂପା ଦର ପ୍ରତି କିଲୋକୁ ୬୦,୫୦୦ ଟଙ୍କା ରହିଛି । ଓଡିଶାର ରାଜଧାନୀ ଭୁବନେଶ୍ବର ରେ ଆଜିକା ଡେଟରେ ୨୨ କ୍ୟାରେଟ ସୁନା ଦର ପ୍ରତି ୧୦ ଗ୍ରାମ କୁ ୪୩,୫୭୦ ଟଙ୍କା ରହିଛି । ଅନ୍ୟ କ୍ଷେତ୍ର ରେ ୨୪ କ୍ୟାରେଟ ସୁନା ଦର ପ୍ରତି ୧୦ ଗ୍ରାମ କୁ ୪୭,୪୭୦ ଟଙ୍କା ରହିଛି ବୋଲି ସୂଚନା ମିଳିଛି । ଏହା ସହ ଦିଲ୍ଲୀରେ ୨୪ କ୍ୟାରେଟ ସୁନା ଦର ପ୍ରତି ୧୦ ଗ୍ରାମକୁ ୪୯,୪୮୦ ଟଙ୍କା ରହିଛି ।

ସେହିଭଳି କୋଲକାତାରେ ସୁନା ଦର ୪୮,୬୦୦ ଟଙ୍କା, ଚେନ୍ନାଇରେ ସୁନା ଦର ୪୭,୬୬୦ ଟଙ୍କା ରହିଛି । ଠିକ ସେହିଭଳି ଦିଲ୍ଲୀରେ ରୂପ ଦର ପାର୍ଟି କିଲୋକୁ ୬୦,୫୦୦ ଟଙ୍କା ରହିଥିବା ବେଳେ ମୁମ୍ବାଇ ଓ କୋଲକାତାରେ ସମାନ ଦର ରହିଛି । କିନ୍ତୁ ଚେନ୍ନାଇରେ ରୂପା କିଲୋ ପ୍ରତି ୬୪,୭୦୦ ତାଙ୍କ ରହିଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଆର୍ଟିକଲ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *