ମରିଗଲେ ବି ସକାଳୁ ଉଠିବା ପରେ ଏହି 4ଟି କାମ କରନ୍ତୁ ନାହିଁ, ସବୁଦିନ ପାଇଁ ହୋଇଯିବେ ଦରିଦ୍ର

ସକାଳେ ଓ ଦିନରେ ଆମ ଇନ୍ଦ୍ରିୟରେ ଏକ ଊର୍ଜା ରହିଥାଏ । ଏହା ଦ୍ଵାରା ଆମ ମନ, ମସ୍ତିକ, ଆତ୍ମା ତାଜା ରହିଥାଏ । ଆମର ମାନସିକ ସ୍ଥିତି ଠିକ ନ ଥିଲେ ଏହା ଇନ୍ଦ୍ରିୟ ଉପରେ ପଡିଥାଏ । ଆମର ଦିନର ଆରମ୍ଭ ଭଲ ହେଲେ ଦିନ ଯାକ ସମୟ ଭଲ ଯାଇଥାଏ । ଶାସ୍ତ୍ର ଅନୁସାରେ ସକାଳେ ଉଠିବା ପରେ ଏମିତି କିଛି କାମ କରିଲେ ଶୁଭ ପରିଣାମ ମିଳିଥାଏ ଓ କିଛି କାମ ଏମିତି କରିଲେ ଏହାର ପରିଣାମ ଭୁଲ ହୋଇଥାଏ ।

ଆଜି ଆମେ ଆପଣ ମାନଙ୍କୁ ସକାଳେ ଉଠିବ ଅପରେ କେଉଁ କାମ କରିବା ଅନୁଚିତ ସେହି ବିଷୟରେ କହିବାକୁ ଯାଉଛୁ । ୧- ସକାଳେ ଉଠିବା ପରେ ଇଷ୍ଟ ଦେବତାଙ୍କୁ ପ୍ରାର୍ଥନା କରନ୍ତୁ । ନିଜର କ୍ରୋଧ ଉପରେ ସଂଯମ ରଖିବା ସହ କଳହରୁ ଦୂରେଇ ରୁହନ୍ତୁ । ଏହା ଦ୍ଵାରା କୌଣସି କାମରେ ମନ ଲାଗେ ନାହି ।

୨- ସକାଳେ ଉଠିବା ମାତ୍ରେ ଆଇନା ଦେଖିବା ଅନୁଚିତ । ତେଣୁ ଈଶ୍ବରଙ୍କ ଦର୍ଶନ କରିବା ଶୁଭ ହୋଇଥାଏ । ଏହା ସହ ସୋଇକି ଉଠିବା ପରେ ନିଜର ବା ଅନ୍ୟ କାହାର ମୁହଁ ଦେଖିବା ଅନୁଚିତ । ଶୋଇବା ଘରେ ଭଗବାନଙ୍କ ଫୋଟୋ ଲଗାଇବା ଅନୁଚିତ । ତେଣୁ ସକାଳେ ଉଠିବା ପରେ ହାତୀ ଯୋଡି ଈଶ୍ଵରଙ୍କୁ ପ୍ରଣାମ କରିବା ସହ ହାତ ପାପୁଲିର ଦର୍ଶନ କରିବା ଉଚିତ । ଏହା ଦ୍ଵାରା ଦିନ ସାରା ଭଲ ରହିଥାଏ ।

୩- କିଛି ପୁରୁଷ ମାନେ ମହିଳା ମାନଙ୍କ ସହ ଝଗଡା କରିବା ସହ ସେମାନଙ୍କର ଅପମାନ କରିଥାନ୍ତି । ସକାଳେ ଉଠିବା ପରେ କୌଣସି ନାରୀ ଉପରେ ହାତ ଉଠାନ୍ତୁ ନାହି କି ଅପଶବ୍ଦ କରନ୍ତୁ ନାହି । କୌଣସି ନାରୀଙ୍କ ପ୍ରତି ଖରାପ ବ୍ୟବହାର କରିବା ଉଚିତ ନୁହେଁ ।

୪- ଶାସ୍ତ୍ରରେ ସକାଳେ ଉଠିବା ମାତ୍ରେ କ୍ରୋଧ କରିବା ଅନୁଚିତ । ଏହାର ପ୍ରଭାବ ମଣିଷର ଦିନ ସାରା କ୍ରୋଧ ଭାବ ରହିଥାଏ । ଏହା ଦ୍ଵାରା ବ୍ୟକ୍ତି ଉନ୍ନତି କରିବା ବଦଳରେ ତଳକୁ ଖସିଯାଏ । ତେଣୁ ବ୍ୟକ୍ତିକୁ ସକାଳ ସମୟରେ ଶାନ୍ତ ରହିବା ଉଚିତ ।

୫- ସକାଳେ ଉଠିବା ପରେ ଆମିଷ ବା ବାସୀ ଖାଦ୍ୟ ଖାଇବା ଅନୁଚିତ । ଏହା ଦ୍ଵାରା ଆପଣ ଶରୀର ଉପରେ ଖରାପ ପ୍ରଭାବ ପଡିବା ସହ କାମରେ ଖରାପ ପରିଣାମ ମିଳିଥାଏ । ଏ ସବୁ ଖାଇବା ଦ୍ଵାରା ସ୍ୱାସ୍ଥ୍ୟ ଖରାପ ହୋଇପାରେ । ତେଣୁ ସକାଳୁ ତାଜା ଖାଦ୍ୟ ଖାଇବା ଉଚିତ ।

୬- ସକାଳେ ଉଠିବା ପରେ ହିଂସ୍ର ଜନ୍ତୁ ବା ଅନ୍ୟ କୌଣସି ହିଂସ୍ର ଫୋଟୋ ଦେଖିବା ଅନୁଚିତ । ହିଂସ୍ର ପଶୁ ପକ୍ଷୀ ମାନଙ୍କର ଫୋଟୋ ମଧ୍ୟ ଶୋଇବା ଘରେ ଲଗାଇବା ଉଚିତ ନୁହେଁ । ଏହା ଦ୍ଵାରା ବ୍ୟକ୍ତି ଜୀବନରେ ଖରାପ ପ୍ରଭାବ ପଡିଥାଏ । ଘରୁ ବାହାରିବା ସମୟରେ କାହାରି ଝଗଡା ଦେଖିବା ଅନୁଚିତ । ଯଦି ଏପରି କରନ୍ତି ଏହାର ନାକାରାତ୍ମକ ପ୍ରଭାବ ଆମ ଜୀବନ ଉପରେ ପଡିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *