ଡାଳିମ୍ବ ଚୋପର ଏହି ଉପାୟ, ଦୂର କରିବ Skin ର ସବୁ ସମସ୍ଯା- Acharjya Balkrishna

ଡାଳିମ୍ବର ଚୋପାବି ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । ଆସନ୍ତୁ ଜାଣିବା ଡାଳିମ୍ବର ଚୋପାରୁ ହେଉଥିବା ଲାଭ । ଗୋଟେ ଚାମଚ ଡାଳିମ୍ବ ଚୋପାର ପାଉଡର ଉଷୁମ ପାଣିରେ ମିଶେଇ ପିଇବା ଦ୍ଵାରା ହୃଦୟ ସମ୍ଭଦିଅ ସବୁ ରୋଗରୁ ଆରାମ ମିଳିଥାଏ । ମୁହଁରେ ଛାଲେ ପଡ଼ିବ ଓ ମୁହଁରୁ ଆସୁଥିବା ଦୁର୍ଗନ୍ଧରୁ ଡାଳିମ୍ବ ଚୋପାରୁ ଛୁଟକାରା ଦେଇଥାଏ । ଡାଳିମ୍ବ ନା ଖାଲି ହୃଦ ଜନିତ ରୋଗ ପାଇଁ ନୁହେଁ

ଏହାର ନିୟମିତ ସେବନ ଏକ ଗର୍ଭବତି ସ୍ତ୍ରୀର ଲୁହାର କମିକୁ ପୂରଣ କରିଥାଏ । କାହିଁକି ନା ଏଥିରେ ଲୋହା ଓ ମ୍ୟାଗ୍ନେଶୀୟମ୍ ବହୁ ମାତ୍ରାରେ ପାୟା ଯାଇଥାଏ । ଆପଣ ଚାହିବେ ତ ଏହାର ଉପଯୋଗ ନିଜ ଚେହେରାରେ ମଧ୍ୟ କରିପାରିବେ।

ଏହାପାଇଁ ଆପଣଙ୍କୁ ଚୋପାକୁ ଶୁଖେଇ ତାକୁ ତାଉଆ ରେ ସେଖିକି ସେ ଥଣ୍ଡା ହେବାପରେ ତାକୁ ଗ୍ରାଇଣ୍ଡରରେ ବାଟି ଦିଅନ୍ତୁ । ଏବେ ତାକୁ ଫେସପ୍ୟାକ ପରି ଚେହେରାରେ ବ୍ୟବହାର କରନ୍ତୁ । ଏଥିରେ ବ୍ରଣ ଦୁରହେବା ସହିତ ଆପଣଙ୍କ ଚେହେରାରେ ମଧ୍ୟ ନିଖାର ଆଣିଥାଏ ।ଏହା ଟନ୍ଶିଲର ଦରଜ ଓ ଥଣ୍ଡାରେ ହେଇଥିବା ବେକର ଦରଜ ବା ଖରାଶରୁ ଆରାମ ଦେଇଥାଏ ।

ଡାଳିମ୍ବ ଚୋପାରେ ଆଣ୍ଟିଅକ୍ସିଦେନ୍ଟ ରହିଥାଏ ଯାହା ଆମ କୋଲେଷ୍ଟ୍ରଲ୍ ଓ ତନାଵ କୁ କମ କରି ହୃଦ ଜନିତ ରୋଗରୁ ଆମକୁ ରକ୍ଷା କରିଥାଏ । ସେଥିପାଇଁ ଚୋପରେ ମଧ୍ୟ ଭିଟାମିନ ଭରି ହୋଇ ରହିଛି ତେବେ ଚୋପାକୁ ନ ଫୋପାଡି ତାହାର ଔଷଧୀୟ ଗୁଣକୁ କାମରେ ଲଗାନ୍ତୁ ଅନେକ ଗୁଡ଼ିଏ ରୋଗରୁ ବଞ୍ଚନ୍ତୁ । ଖାଲି ଡାଳିମ୍ବ ଚୋପରେ ନୁହେ ଡାଳିମ୍ବ ରେ ମଧ୍ୟ କେତେ ଗୁଡ଼ିଏ ଔଷଧୀୟ ଗୁଣ ଲୁଚି ରହିଛି ।

ଯେମିତିକି ଡାଳିମ୍ବ ଖାଇଲେ ବ୍ଲଡ଼ ହେବ ଓ ଡାଳିମ୍ବ ଦେହପାଇଁ ଭଲ ଅଟେ ସେଥିରେ ଭିଟାମିନ ଭରପୁର ମାତ୍ରାରେ ଅଛି । ସେଥିପାଇଁ ଚୋପା ନୁହେଁ ଖାଲି ଡାଳିମ୍ବ ମଧ୍ୟ ଦେହପ୍ରତି ଭଲ ହୋଇଥାଏ । ଏବେ ସବୁଦିନ ଡାଳିମ୍ବ ର ଜୁସ୍ ପିଅନ୍ତୁ ଓ ଫିଟ ରୁହନ୍ତୁ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *