ଏହି ଉପାୟ ଦ୍ଵାରା ସ୍ମରଣ ଶକ୍ତି ଏତେ ବଢ଼ିଯିବ ଯେ କମ୍ପୁଟର ବି ଫେଲ ହୋଇଯିବ

ବର୍ତ୍ତମାନ ସମୟରେ ପ୍ରାୟତଃ ସମସ୍ତ ମାତା ପିତାମାନଙ୍କର ଗୋଟିଏ ହିଁ ଅ-ଭି-ଯୋ-ଗ କି ସେମାନଙ୍କର ପିଲାମାନେ କିଛି ବି ମନେ ରଖି ପାରୁ ନାହାନ୍ତି । ସେମାନଙ୍କର କୌଣସି ବି କାମରେ ମନ ଲାଗୁ ନାହିଁ । ସ୍କୁଲରେ ବି ସବୁବେଳେ ସେମାନେ ପଛରେ ରହୁଛନ୍ତି । ଏହି ସବୁ ସମସ୍ୟାର ମୁଖ୍ୟ କାରଣ ଅଟେ ସ୍ମରଣ ଶ-କ୍ତି-ର ଅଭାବ । ଯଦି କାହାର ସ୍ମରଣ ଶ-କ୍ତି କମ ଅଛି ତେବେ ସେ କିଛି ବି ପଢିଥିବା ବିଷୟକୁ ମନେ ରଖି ପାରେ ନାହିଁ ଓ ତାହାର କୌଣସି କାମରେ ମନ ବି ଲାଗେ ନାହିଁ ।

ଏମିତିରେ ଯଦି ଆପଣଙ୍କ ପିଲା ସହ ଏହିଭଳି ହେଉଛି ତେବେ ସେମାନଙ୍କର ସ୍ମରଣ ଶକ୍ତିକୁ ବୁଦ୍ଧି କରିବା ଉଚିତ । ନିଜର ପିଲାମାନଙ୍କର ସ୍ମରଣ ଶ-କ୍ତି ବୁଦ୍ଧି କରିବା ପାଇଁ ମାତା ପିତା ବଜାରରେ ମିଳୁଥିବା ବହୁତ କେମିକାଳ ଯୁକ୍ତ ଜିନିଷ ସେମାନଙ୍କୁ ଦେଇଥାନ୍ତି ।

କିନ୍ତୁ ଆଜି ଆମେ ଆପଣଙ୍କୁ ଗୋଟିଏ ଏମିତି ଘରୋଇ ଉପଚାର ବିଷୟରେ କହିବୁ ଯାହାକୁ ଯଦି ଆପଣ ନିଜର ପିଲାମାନଙ୍କୁ ଦେଉଛନ୍ତି ତେବେ ସେମାନଙ୍କର ମସ୍ତିଷ୍କର ବୁଦ୍ଧି ସହିତ ସ୍ମରଣ ଶକ୍ତି ବି ବହୁତ ଅଧିକ ବୁଦ୍ଧି ହେବ । ସେମାନେ ଯାହା ବି ପଢିବେ ଓ ଯାହା ବି କରିବେ ତାହା ସବୁଦିନ ପାଇଁ ମନେ ରହିବ । ଏହି ଉପାୟ ସମ୍ପୂର୍ଣ ରୂପରେ ପ୍ରାକୃତିକ ଉପାୟ ଅଟେ । ଏହାକୁ ସେବନ କରିବା ଦ୍ଵାରା ଆପଣଙ୍କର ପିଲାମାନଙ୍କ ଶରୀରରେ କୌଣସି ବି ପ୍ରକାରର କ୍ଷ-ତି ହୋଇ ନ ଥାଏ ।

ପିଲାମାନଙ୍କର ସ୍ମରଣ ଶକ୍ତି ବୁଦ୍ଧି କରିବା ପାଇଁ ଆପଣ ଯେଉଁ ଘରୋଇ ଉପଚାରକୁ ପ୍ରସ୍ତୁତି କରିବେ ସେଥିପାଇଁ ଆପଣଙ୍କୁ ପ୍ରଥମେ ଗୋଟିଏ ନଡିଆ ଦରକାର । ୨୦ ଗ୍ରାମ ନଡିଆକୁ ଛୁରୀ ସାହାର୍ଯ୍ୟରେ ଛୋଟ ଛୋଟ ଖଣ୍ଡ କରି ଦିଅନ୍ତୁ । ଦ୍ଵିତୀୟରେ ୫ ଟି ଆଲମଣ୍ଡ ବାଦାମ ନିଅନ୍ତୁ ଓ ଏହାକୁ ବି ଛୁରୀରେ ଛୋଟ ଛୋଟ ଖଣ୍ଡ କରି ଦିଅନ୍ତୁ । ତୃତୀୟ ସାମଗ୍ରୀ ହେଉଛି ଅଖରୋଡ । ଯାହାକି ଆପଣଙ୍କୁ ଅନ୍ଲାଇନରେ ମିଳିଯିବ । ଗୋଟିଏ ଅଖରୋଡକୁ ଆପଣ ଅତି ଅଳ୍ପ ଜୋର ଦେଇ ଭାଙ୍ଗି ଦିଅନ୍ତୁ ଓ ଏହା ଭିତରେ ଥିବା ଅଖରୋଡର ଦାନାକୁ ବାହାର କରି ଦିଅନ୍ତୁ ।

ଏହାକୁ ବି ଛୁରୀରେ ଛୋଟ ଛୋଟ ପିସ କରି ଦିଅନ୍ତୁ । ବର୍ତ୍ତମାନ ଗୋଟିଏ କାଚ ପାତ୍ରରେ ଏହି ତିନୋଟି ଜିନିଷକୁ ଭଲ ଭାବରେ ମିଶ୍ରଣ କରି ଦିଅନ୍ତୁ । ଚତୁର୍ଥ ଜିନିଷ ହେଉଛି ଆପଣ ଏଥିରେ ସ୍ଵାଦ ଅନୁସାରେ ଅଳ୍ପ ମିଶିରି ଗୁଣ୍ଡ ମିଶାନ୍ତୁ । ଏହି ଚାରୋଟି ଜିନିଷକୁ ଆପଣ ଭଲ ଭାବରେ ମିଶ୍ରଣ କରି ଦିଅନ୍ତୁ । ଏହାକୁ ଛୋଟ ପିଲାମାନଙ୍କୁ କିମ୍ବା ଆପଣ ବି ଚୋବାଇ ଚୋବାଇ ସେବନ କରନ୍ତୁ । ଏହାକୁ ଚୋବାଇ ଚୋବାଇ ସେବନ କରିବା ପରେ ଆପଣ ଗୋଟିଏ ଗ୍ଳାସ କ୍ଷୀରର ସେବନ କରନ୍ତୁ ।

ଏହାକୁ ଆପଣ କ୍ଷୀରରେ ମିଶାଇ ମଧ୍ୟ ସେବନ କରି ପାରିବେ । କିନ୍ତୁ ଛୋଟ ପିଲାମାନଙ୍କୁ କ୍ଷୀରରେ ମିଶାଇ ପିଇବା ଭଲ ଲାଗେ ନାହିଁ ସେଥିପାଇଁ ଆପଣ ପିଲାମାନଙ୍କୁ ଚୋବାଇ ଖାଇବାକୁ ଦିଅନ୍ତୁ ଓ କ୍ଷୀର ଗ୍ଳାସ ପିଇବାକୁ ଦିଅନ୍ତୁ । ଏହାକୁ ସେବନ କରିବା ଦ୍ଵାରା ଆପଣଙ୍କର ପିଲାମାନଙ୍କର ସ୍ମରଣ ଶକ୍ତି ପ୍ରଖର ହେବା ସହିତ ପୂର୍ବ ଅପେକ୍ଷା ସେମାନେ ଆହୁରି ଅଧିକ ବୁଦ୍ଧିମାନ ବି ହୋଇଯିବେ । ଏହା ସହିତ ସବୁ କାର୍ଯ୍ୟରେ ତାଙ୍କର ମନ ବି ଲାଗିବ ।

Leave a Reply

Your email address will not be published. Required fields are marked *