Somalin ପରିଡା Live ଆସି ନିଜର ମ୍ୟାରେଜ ବିଷୟରେ କହିଲେ କିଛି ଏମିତି… ଦେଖନ୍ତୁ Video

ଟେଲିଭିଜନ ଜଗତରେ ଜବରଦସ୍ତ ଅଭିନୟ କରି ଦର୍ଶକ ମାନଙ୍କ ହୃଦୟ ଜିଣିଛନ୍ତି ଓଡିଆ କଳାକାର ମାନେ । କିଛି କଳାକାର ମାନେ ନିଜର ଷ୍ଟାଇଲିସ ଅନ୍ଦାଜ, ଲୁକ ଓ ବ୍ୟକ୍ତିତ୍ବ ପାଇଁ ମଧ୍ୟ ବେଶ ଚର୍ଚ୍ଚା ରେ ରହିଛନ୍ତି । ତେବେ ଆଜିକାଲି ଓଡିଆ ଇଣ୍ଡଷ୍ଟ୍ରି ର କଳକର ମାନେ ବିବାହ ବନ୍ଧନରେ ବାନ୍ଧି ହେବାର ନଜର ଆସୁଛନ୍ତି । ଆଉ କିଛି କଳାକାର ମାନେ ବିବାହ ହେବାକୁ ଯାଉଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଅଭିନେତ୍ରୀ ସୋମାଲିନ ପରିଡା ପ୍ରଥମ ଥର ବିବାହ ପରେ ଲାଇଭ ଆସି କଣ କହିଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।

ଆପଣ ମାନେ ଟିଭି ଇଣ୍ଡଷ୍ଟ୍ରି ର ଜଣାଶୁଣା ଅଭିନେତ୍ରୀ ସୋମାଲିନ ପରିଡା ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ତେବେ ଗତ କିଛି ଦିନ ତଳେ ତାଙ୍କର ବିବାହ ନିଶିତଙ୍କ ସହ ବିଧି ବିଧାନ ଅନୁସାରେ ସମ୍ପନ୍ନ ହୋଇଛି । ସେ କହିଛନ୍ତି ଯେ ସେ ପିନ୍ଧିଥିବା ଲେହେଙ୍ଗା ଏତେ ଓଜନ ଥିଲା ଯେ ସେ ବସିବା ପାଇଁ ସହଜ ହୋଇ ନ ଥିଲା ।

ସେ ବିବାହ ବେଦିରେ ବସିବା ପାଇଁ ତେବଳ ମାଗିଥିଲେ ମଧ୍ୟ ତାଙ୍କୁ ପୂଜାରୀ ମହାଶୟ ମନା କରିଥିଲେ । ସୋମାଲିନ କହିଛନ୍ତି ଯେ ସେ ଜୀବନରେ ଥରେ ବିବାହ ହେବେ ସେଥିପାଇଁ ସେ ଏତେ କଷ୍ଟ କରିଛନ୍ତି । ସୋମଳିନ ଙ୍କୁ ଜଣେ ଫ୍ୟାନ୍ସ ତାଙ୍କୁ ଭଦ୍ରକ ଯିବା ପାଇଁ ନିମନ୍ତ୍ରଣ କରିଛନ୍ତି ଯାହା ଏହି ଭିଡିଓ ରେ ନଜର ଆସୁଛି ।

ସୋମାଲିନ ମଧ୍ୟ ଉତ୍ତର ଦେଇଛନ୍ତି ଯେ ସେ ତାଙ୍କ ସ୍ଵାମୀ ନିଶିତଙ୍କ ସହ ସବୁ ଆଡେ ବୁଲିବାକୁ ଯିବେ । ତେବେ ସୋମଳିନଙ୍କ ବିବାହ ଖୁବ ଜାକ ଜକମରେ ସେଲିବ୍ରେଷ୍ଣ ହୋଇଛି । ସେ ତାଙ୍କର ବିବାହର ସବୁ ରସମ ବିଧି ବିଧାନ ଅନୁସାରେ କରିଛନ୍ତି ।

ନିଜର ମ୍ୟାରେଜକୁ ନେଇ ସେ ବହୁତ ମଜାମସ୍ତି କରିବା ସହ ଉପୋଭୋଗ ମଧ୍ୟ କରିଛନ୍ତି । ବିବାହ ପରେ ସୋମଳିନ ନିଶିତଙ୍କ ସହ ଅନେକ ରସମ କରିବାର ସୋସିଆଲ ମିଡିଆରେ ନଜର ଆସିଛନ୍ତି । ସେ ତାଙ୍କର ମ୍ୟାରେଜକୁ ନେଇ ବେଶ ଖୁସିରେ ପ୍ରକାଶ କରିବା ସହ ବେଦିରେ ବସିବା ସମୟରେ କିଭଳି କଷ୍ଟ ଅନୁଭବ କରିଥିଲେ ସୋମାଲିନ ଲାଇଭ ଆସି କହିଛନ୍ତି । ଆସା କରୁଛୁ ଦୁହିଙ୍କ ବୈବାହିକ ଜୀବନ ସୁଖମୟ ରହିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ସୋମାଲିନଙ୍କ ବିବାହକୁ ନେଇ ମତାମତ କଣ ଆମକୁ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *