ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓ ରେ ଯୁବତୀ ଙ୍କୁ କାହିଁକି ମାଡ ମାରୁଛନ୍ତି ଯୁବକ, କାରଣ କରିଦେବ ତାଜୁବ୍ଜା, ଜାଣନ୍ତୁ ପୁରା ଘଟଣା କଣ !

ନମସ୍କାର ବନ୍ଧୁଗଣ । ଗତ କିଛି ଦିନ ତଳେ ସୋ-ସି-ଆ-ଲ ମି-ଡି-ଆରେ ଏକ ଭି-ଡି-ଓ ଖୁବ ଜୋରସୋର ରେ ଭା-ଇ-ରା-ଲ ହେବାରେ ଲାଗିଛି । ଏହି ଭି-ଡି-ଓ ରେ ଯୁବତୀ ଙ୍କୁ ଜଣେ ଯୁବକ ତଳେ ମା-ଡ ମା-ରି-ବା-ରେ ଲାଗୁଛନ୍ତି । ଏହି ଭି-ଡି-ଓ ଦେଖି ଲୋକ ମାନେ ଲକ୍ଷ୍ନୌ କ୍ୟାବ ଡ୍ରାଇଭର ଓ ଯୁବତୀ ଙ୍କ ମଧ୍ୟରେ ଯେଉଁ ଘଟଣା ଘଟିଛି ତାହା ନେଇ ଏତହରେ ଦୁଇ ଜଣ ଯୁବତୀ ଙ୍କୁ ଦୋ-ଷୀ ଭଳି କହିଛନ୍ତି । କିନ୍ତୁ ଲୋକ ମାନେ ଯେଉଁ ବୟାନ ଦେଇଛନ୍ତି ସେମିତି କିଛି ଘଟି ନାହି ବରଂ ଘଟଣା ଟି କିଛି ଅଲଗା ରହିଛି ।

ଛତିଶଗଡ ବାଲୋଡାବଜାର ଜିଲ୍ଲାର ଶିମଗା ପୋ-ଲି-ସ ଷ୍ଟେସନ ଅଞ୍ଚଳରେ ଜଣେ ବନ୍ଧୁଙ୍କ ସ୍ତ୍ରୀଙ୍କୁ ଖ-ରା-ପ ବ୍ୟବହାର କରିବା ପରେ ଏହାର ପ୍ର-ତି-ବା-ଦ କରିବାରୁ ସ୍ଥାନୀୟ ଅଞ୍ଚଳର ବିଜେପି କାଉନ୍ସିଲର ମହିଳାଙ୍କୁ ଅତି ନିର୍ମମ ଭାବେ ମା-ଡ ମା-ରୁ-ଥି-ବା-ର ଏହି ଭି-ଡି-ଓ ରେ ଦୃଶ୍ୟ ହେଉଛି ।

ଏହା ପରେ ପୀ-ଡ଼ି-ତା ମହିଳାଙ୍କ କଥା କୁ ଆଧାର କରି ପୋ-ଲି-ସ ଷ୍ଟେ-ସ-ନ-ରେ ମା-ମ-ଲା ଋଜୁ କରା ଯାଇଛି । ବର୍ତ୍ତମାନ ପୋ-ଲି-ସ ଏହାର ତ-ଦ-ନ୍ତ ଆରମ୍ଭ କରିଛି । ଆଗରୁ ମଧ୍ୟ ବିଜେପି କାଉନ୍ସିଲର ସୁର୍ଜ୍ୟକାନ୍ତ ତାମ୍ରକାର ଏହି ପୀ-ଡ଼ି-ତା ମହିଳାଙ୍କୁ ତାଙ୍କ ଘରେ ଯାଇ ଖ-ରା-ପ ବ୍ୟବହାର ଦେଖେଇବା ସହ ତାଙ୍କ ସହ ସ-ମ୍ପ-ର୍କ ରଖିବାକୁ ବା-ଧ୍ୟ କରିଥିଲେ ।

ଏହି ଘଟଣା ଘଟିବା ସମୟରେ ମହିଳା ଙ୍କ ସ୍ଵାମୀ ସେଠାରେ ଉପସ୍ଥିତ ଥିଲେ ମଶୀ ଏହାର ପ୍ର-ତି-ବା-ଦ କରି ନ ଥିଲେ । ଏହା ପରେ ପୀ-ଡ଼ି-ତା ମହିଳା ଜଣକ ରା-ଗି-ଜା-ଇ କାଉନ୍ସିଲର ଓ ତାଙ୍କ ସ୍ଵାମୀ ଙ୍କୁ ଚପଲରେ ମା-ଡ ମା-ରି-ଥି-ଲେ । ପରେ ମହିଳା ତାଙ୍କ ସ୍ଵାମୀଙ୍କ ଦୋକାନ ଯାଇ ଦେଖିବାକୁ ପାଇଲେ ଯେ ତାଙ୍କ ସ୍ଵାମୀ ଓ କାଉନ୍ସିଲର ଏକାଠି ଅଛନ୍ତି । ସେମାନଙ୍କ ମଧ୍ୟରେ ପୂର୍ବ କଥାକୁ ନେଇ ଯୁ-କ୍ତି-ତ-ର୍କ ହେବା ପରେ ପୀ-ଡ଼ି-ତା ମହିଳା ଓ ତନକର ଦୁଇ ବ-ନ୍ଧୁ କାଉନ୍ସିଲର ଓ ତାଙ୍କ ସାଙ୍ଗକୁ ଠେ-ଙ୍ଗା-ରେ ମା-ଡ ମା-ରି-ଥି-ଲେ ।

ଏହାର ଜବାବ ଦେବାକୁ ଯାଇ ଉଭୟ ଅ-ଭି-ଯୁ-କ୍ତ ପୀ-ଡ଼ି-ତା ମହିଳା ଓ ତାଙ୍କ ସାଥି ଙ୍କ ଚୁଟିକୁ ଧରି ଝିଙ୍କିବା ସହ ନି-ର୍ମ-ମ ଭାବେ ମା-ଡ ମା-ରି-ବା-ର ଭି-ଡି-ଓ ଭା-ଇ-ରା-ଲ ହୋଇଛି । ଏହି ଘଟଣା ର ଭି-ଡି-ଓ ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହେବା ପରେ ପୋ-ଲି-ସ ଉଭୟ ଅ-ଭି-ଯୁ-କ୍ତ ଙ୍କ ନାଁ ରେ ଧା-ରା ୨୯୪, ୩୨୩, ୩୪, ୩୫୪, ୪୫୨ ଓ ୫୦୬ ଲଗାଇ ମା-ମ-ଲା ରୁଜୁ କରିଛି । ସୂଚନା ଅନୁସାରେ ପୀ-ଡ଼ି-ତା ମହିଳା ଙ୍କ ସ୍ଵାମୀ ଗି-ର-ଫ ହୋଇଛନ୍ତି କିନ୍ତୁ ଅ-ଭି-ଯୁ-କ୍ତ କାଉନ୍ସିଲର ଏ ଯାଏଁ ଧରା ପଡି ନାହାନ୍ତି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *