ଶୋଇବାବେଳେ ନିଜ ମୁଣ୍ଡ ପାଖରେ ରଖନ୍ତୁନି ଏହି 6ଟି ଜିନିଷ, ନଚେତ ହୋଇପାରେ ଅଘଟଣ… Vaastu Tips

ବନ୍ଧୁଗଣ ଭଗବାନ କୃଷ୍ଣ କହିଛନ୍ତି କି ମଣିଷର ସଠିକ ଉଠିବାର ସମୟ ହେଉଛି ସକାଳର ବ୍ରହ୍ମ ମୂହୁର୍ତ୍ତ । ଯେଉଁ ମନୁଷ୍ୟ ବ୍ରହ୍ମ ମୂହୁର୍ତ୍ତ ରେ ଉଠିଥାଏ ସେ ତା ଜୀବନରେ ସୁଖ ସମୃଦ୍ଧି, ଐଶ୍ଚର୍ଜ୍ୟ ପ୍ରାପ୍ତି କରିଥାଏ । ବ୍ରହ୍ମ ମୂହୁର୍ତ୍ତରେ ଉଠୁଥିବା ଲୋକଙ୍କୁ କେବେ ବି ଦୁଖ କଷ୍ଟ ସାମନା କରିବାକୁ ପଡେ ନାହି । ମା ଲକ୍ଷ୍ମୀ ଏଭଳି ଲୋକଙ୍କ ପାଖରେ ବାସ କରିବାକୁ ପସନ୍ଦ କରନ୍ତି । ଶାସ୍ତ୍ର ଅନୁଯାୟୀ ସକାଳୁ ରାତି ଯାଏଁ ଶୋଇବା ଯାଏଁ କରାଯାଇଥିବା କାର୍ଯ୍ୟ ବିଷୟରେ ଜରୁରୀ ଜ୍ଞାନ ଦିଆଯାଇଛି । ଆଜି ଆମେ ଆପଣଙ୍କୁ ଶୋଇବା ବେଳେ ମୁଣ୍ଡ ପାଖରେ କଣ ସବୁ ଜିନିଷ ରଖିବା ଅନୁଚିତ ସେହି ବିଷୟରେ କହିବାକୁ ଯାଉଛୁ ।

୧- ବାସ୍ତୁ ଶାସ୍ତ୍ର ଅନୁଯାୟୀ ମଣିଷକୁ ଶୋଇବା ସମୟରେ ନିଜର ପାଦ ଦକ୍ଷିଣ ବା ପୂର୍ବ ଦିଗରେ ନ ରଖିବା ଉଚିତ । ପାଦ ଉତ୍ତର ବା ପଶ୍ଚିମ ଦିଗରେ ଏବଂ ମୁଣ୍ଡ ପୂର୍ବ ଓ ଦକ୍ଷିଣ ଦିଗରେ ରଖିବା ଉଚିତ । ଏପରି ଶୋଇବା ଦ୍ବାରା ମନୁଷ୍ୟ ଶରୀରରେ ପଜେଟିଭ ଊର୍ଜା ସୃଷ୍ଟି ହୁଏ ଓ ଜୀବନରେ ଉନ୍ନତି ପ୍ରାପ୍ତ ହୁଏ ।

୨- କିଛି ଲୋକ ଶୋଇବା ସମୟରେ ମୁଣ୍ଡ ପାଖରେ ପାଣି ରଖିକି ସୋଇଥାନ୍ତି । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଏହା ଅଶୁଭ ହୋଇଥାଏ । ଶୋଇବା ସମୟରେ ମୁଣ୍ଡ ପାଖରେ ପାଣି ରଖିବା ଦ୍ଵାରା ବ୍ଯକ୍ତିର ଚନ୍ଦ୍ରମା ପ୍ରଭାବିତ ହୁଏ । ଏହାର ପ୍ରଭାବ ମାନସିକ ସ୍ୱାସ୍ଥ୍ୟ ଉପରେ ପଡିଥାଏ ।

୩- ଶୋଇବା ସମୟରେ ଧ୍ୟାନ ଦେବେ କି ଆଖ ପାଖରେ ବା ଖଟ ପାଖରେ ଜୋତା ଚପଲ ରଖନ୍ତୁ ନାହି । ଏହା ଦୁର୍ଭାଗ୍ୟ କୁ ଆମନ୍ତ୍ରଣ କରିଥାଏ । ଜୋତା ଚପଲ ପିନ୍ଧି କି ଖଟ ପାଖରେ ରଖିଲେ ନେଗେଟିଭ ଊର୍ଜା ବାହାରକୁ ଯାଇଥାଏ । ଯଦି ଏହାକୁ ପାଖରେ ରଖିକି ସୋଇବେ ତେବେ ଏହାର ପ୍ରଭାବ ଆପଣଙ୍କ ଜୀବନ ଉପରେ ପଡିଥାଏ ।

୪- ଯେଉଁ ସ୍ଥାନରେ ସୋଇଥାନ୍ତି ତାର ସାମ୍ନା ରେ ଆଇନା ରଖନ୍ତୁ ନାହି । ଶୋଇବା ସମୟରେ ନିଜର ମୁହଁ ଆଇନା ରେ ନ ଦେଖିବା ଉଚିତ । ସକାଳୁ ଉଠିବା ପରେ ଆଇନା ଦେଖିବା ଉଚିତ ନୁହେଁ । ଏହା ଦ୍ଵାରା ଜୀବନରେ ଭୟ, ଭ୍ରମ ଓ ଖରାପ ସ୍ଵପ୍ନ ଆସିଥାଏ । ଏହାର ନେଗେଟିଭ ପ୍ରଭାବରୁ ଜୀବନ ଅସ୍ତବ୍ୟସ୍ତ ହୋଇପଡେ ।

୫- ବାସ୍ତୁ ଅନୁଯାୟୀ ଶୋଇବା ସମୟରେ କେଉଁ ପ୍ରକାରର ସୁଗନ୍ଧିତ ତେଲ ରଖନ୍ତୁ ନାହି । କାରଣ ତେଲ ନେଗେଟିଭ ଶକ୍ତିକୁ ଆକର୍ଷଣ କରିଥାଏ । ଏହାକୁ ଆପଣ ପାଖରେ ରଖିଲେ ପଣଙ୍କ ଜୀବନ ଉପରେ ପଡିପାରେ ।

୬- ବାସ୍ତୁ ଅନୁଯାୟୀ ଶୋଇବା ସମୟରେ ମୁଣ୍ଡ ପାଖରେ ବହି ରଖିବା ଅନୁଚିତ । ଖାସ କରି ବିଦ୍ୟାର୍ଥୀ ଙ୍କୁ ଏହି କଥାର ଧ୍ୟାନ ରଖିବା ଉଚିତ । ଏହା ଦ୍ଵାରା ବୁଧ ଗ୍ରହ କମଜୋର ହୋଇଯାଏ । ବାସ୍ତୁ ଅନୁଯାୟୀ ଧନକୁ କେବେ ବି ମୁଣ୍ଡ ପାଖରେ ରଖିକି ଶୋଇବା ଉଚିତ ନୁହେଁ । ଏହା ଦ୍ଵାରା ଅଚାନକ ଖର୍ଚ୍ଚ ବଢିଥାଏ ।  ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଏପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *