ଶୋଇବା ଢଙ୍ଗରୁ ଜଣା ପଡେ ସ୍ୱାସ୍ଥ୍ୟ ଓ ସ୍ଵଭାବ… ଜାଣନ୍ତୁ କଣ ଓ କେମିତି

ରିସର୍ଚକର୍ତ୍ତା ଓ ବିଶେଷଜ୍ଞଙ୍କ ଅନୁସାରେ ଶେଯରେ ଶୋଇବା ଢଙ୍ଗରୁ ତାର ସ୍ୱାସ୍ଥ୍ୟ ଓ ସ୍ଵଭାବ ଜଣାଯାଏ । ଅଧିକତର ଲୋକ ୩ଟି ଢଙ୍ଗରେ ସୁଅନ୍ତି ପେଟ ମାଡି, ଏପଟ ସେପଟ ହୋଇ ଓ ପିଠି ମାଡି । ସମସ୍ତଙ୍କର ଆରମ କରିବାର ନିଜର ପସନ୍ଦ ଥାଏ ଯେଉଁଥିରେ ସେ ଆରମ ଅନୁଭବ କରନ୍ତି । ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ ଏହି ଶୋଇବାର ଢଙ୍ଗ ଆପଣଙ୍କ ବିଷୟରେ ବହୁତ କିଛି ଦର୍ଶାଇଥାଏ । ଯେମିତି ଆପଣଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଓ ଆପଣଙ୍କ ସ୍ଵଭାବ ବିଷୟରେ ମଧ୍ୟ ।

ପାର୍ଶ୍ୱ ପରିବର୍ତ୍ତନ କରି ଶୋଇବା :

ଯେଉଁ ଲୋକ କରବଟ ନେଇ ସୁଅନ୍ତି ଓ ଗର୍ଭରେ ଶିଶୁ ଥିବାପରି ଗୋଡ ଭାଙ୍ଗି ସୁଅନ୍ତି ସେମାନେ ଏତେ ସହଜରେ ହାରନ୍ତି ନହିଁ । ଏହି ଲୋକ ମାନେ ଫିଟ ଦେଖାଯାନ୍ତି କିନ୍ତୁ ଏମାନେ ବହୁତ ସଂବେଦନଶୀଳ ଅଟନ୍ତି । ଏମାନଙ୍କ ମନ ଓ ହୁଦୟ ଖୋଲା । କରବଟ ନେଇ ଶୋଇବାରେ ବହୁତ କ୍ଷତି ହୁଏ, ହାତ ଓ ପାଦର ସିରରେ ପବନ ରହିଜାଏ ଯେଉଁଟା ଅଧିକ କଷ୍ଟକର ।   ଏପଟ ସେପଟ ହୋଇ ସୋଇଲେ ଏସିଡିଟିର ପ୍ରବାହ ବଢି ପାରେ ।

ପେଟମାଡି ଶୋଇବା:

ଯେଉଁ ଲୋକମାନେ ପେଟ ମାଡି ମାନେ ଓଲଟ ସୁଅନ୍ତି ଓ ବାହୁ ମେଲାଇ ସୁଅନ୍ତି  ସେମାନେ ବହୁତ ବୁଝିବାର ଅଟନ୍ତି । ପରିସ୍ଥିତି ଉପରେ ନିୟତ୍ରଣ ନଥାଏଏହି ଭଳି ଲୋକ ନିରାଶ ହତାସ ହୋଇ ଓ ଚିନ୍ତିତ ମୁଦ୍ରାରେ ସୋଇକି ଦିନର ଆରମ୍ଭ କରିଥାନ୍ତି । ସ୍ୱାସ୍ଥ୍ୟ ନଜରରେ ବୁଝିବାକୁ ଗଲେ ଶୋଇବା ସେଯ ମସାଜ ଟେବୁଲ ନୁହେଁ । ମସାଜ ଟେବଲରେ ନିଶ୍ଵାସ ନେବା ପାଇଁ ଛୋଟ ଛୋଟ କଣା ଥାଏ । ଯଦି ଶୋଇବା ସମୟରେ ବେକ ମେରୁଦଣ୍ଡ ର ହାଡ ସିଧା ନ ରହେ ତ ନିଶ୍ଵାସ ନେବାରେ ଅସୁବିଧା ହୁଏ ।

ପିଠି ଦ୍ଵାରା ଶୋଇବା :

ଯେଉଁ ଲୋକ ପିଠି ଦ୍ଵାରା ସୋଇଥାନ୍ତି ଓ ଗୋଡ ହାତ ମେଲାଇ ଶୋଇଥାନ୍ତି ସେମାନେ ବହୁତ ଜିଦ୍ଦି ହୋଇଥାନ୍ତି । ଅର୍ଡର ଦେବା ତାଙ୍କ ସ୍ଵଭାବ ହୋଇଥାଏ । ଯାହାର ବେକ ଓ ଅଣ୍ଟାରେ ଦରଜ ହୁଏ ସେମାନଙ୍କୁ ପିଠି ଦ୍ଵାରା ଶୋଇବା ଉଚିତ । ଏହା ଦ୍ଵାରା ମେରୁଦଣ୍ଡ ଓ ସିରରେ କମ ପ୍ରେସର ପଡିଥାଏ ।

ସେଯରେ ଶୋଇବା ର ଠିକ ଉପାୟ :

ଶୋଇବାର ଠିକ ଉପାୟ ହେଉଛି ବାଁ କଡ ମାଡି ଓ କଡ ଲେଉଟେଇ ଶୋଇବା । ଏହା ଦ୍ଵାରା ପେଟ ଜନିତ ସମସ୍ଯା ରହିବା ନାହିଁ ଓ ଆପଣ ଗଭୀର ନିଦରେ ସୋଇ ପାରିବେ । ଏହା କରିବା ଦ୍ଵାରା ରକ୍ତ ର ପ୍ରବାହ ଠିକ ସେ ହୁଏ । କିଡନୀ ଠିକ ସେ କାମ କରେ ପାଦଓ ଗୋଇଠି ରେ  ଫୁଲା ପଡେନି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *