ଶୋଇବା ଘରେ ଆଇନା ରଖୁଛନ୍ତି କି ? ତେବେ ଜାଣନ୍ତୁ ଭୟଙ୍କର କଥା- Ajira Anuchinta

ଆପଣ ମାନେ ନିଜ ଘରର ସଫାସୁତୁରା ପ୍ରତିଦିନ ନିଶ୍ଚୟ କରୁଥିବେ । କିନ୍ତୁ ଅମାବାସ୍ୟା ଦିନ ଘର ସଫା ରଖିବା ନିହାତି ଜରୁରୀ ହୋଇଥାଏ । ଘରର ସବୁ ଅଦରକାରୀ ଜିନିଷ ଗୁଡିକୁ ଅମାବାସ୍ୟା ଦିନ ଘରୁ ବାହାରକୁ ଫୋପାଡି ଦିଅନ୍ତୁ । ଏହା ଦ୍ଵାରା ଘରର ମଙ୍ଗଳ ହେବା ସହ ଉନ୍ନତି ମଧ୍ୟ ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ ଯାହାର ପାଳନ କରିଲେ ଜୀବନରେ ସଫଳତା ଆସିଥାଏ ।

୧- ଯଦି ଆପଣଙ୍କର ପର୍ସ ଛିଡି ଯାଇଛି ତେବେ ତାହାକୁ ପକେଟରେ ରଖନ୍ତୁ ନାହି । କୌଣସି ପୁରୁଣା ଚିଠାକୁ ଓ ଭଙ୍ଗା ଯାଇଥିବା ନୋଟକୁ ପକେଟରେ ରଖନ୍ତୁ ନାହି । ଏହା ଦ୍ଵାରା ଆପଣଙ୍କର ଉନ୍ନତି ହୋଇଥାଏ ।

୨- ଯଦି ପିଲାଙ୍କର ସ୍ମରଣ ଶକ୍ତି ହେଉ ନ ଥାଏ ତେବେ ପିଲାଙ୍କୁ କଂସା ଗ୍ଲାସରେ ପାଣି ପିଇବାକୁ ଦିଅନ୍ତୁ । ଏହା ଦ୍ଵାରା ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ ।

୩- ରାତିରେ ଶୋଇବା ସମୟରେ ଆଇନା ଉପରେ କଳା ପରଦା ଢାଙ୍କି ଦିଅନ୍ତୁ । କାରଣ ଆଇନାକୁ ଖୋଲା ରଖିବା ଉଚିତ ନୁହେ ।

୪- କିଛି ଲୋକଙ୍କର ଅଚାନକ ମୃ-ତ୍ୟୁ ହୋଇଥାଏ ବା ଅ-କା-ଳ ମୃ-ତ୍ୟୁ ହୋଇଥାଏ । ଯେଉଁ ବ୍ୟକ୍ତିର ପିତା ଏକାଦଶୀ ଦିନ କର୍ପୁରରେ ଭଗବାନ ବିଶୁଣୁଙ୍କ ଆଳତି କରୁଥିବେ ସେମାନଙ୍କର ଅ-କା-ଳ ମୃ-ତ୍ୟୁ ଘଟିବ ନାହି । ଏହା ଦ୍ଵାରା ସନ୍ତାନ ମାନଙ୍କର ଉନ୍ନତି ହେବ ।

୫- ଆପଣ ମନ୍ଦିରରେ ଦୀପ କିଣି ଜାଳୁଥିବେ । କିନ୍ତୁ ଦୀପ ରେ ସଳିତା ସଂଖ୍ୟା ଅଯୁଗ୍ମ ସଂଖ୍ୟା ହେବା ଦରକାର । ଯେମିତିକି ୧,୩,୫ ଇତ୍ୟାଦି ଯାହାର ପାଳନ କରିଲେ ମଙ୍ଗଳ ହେବ ।

୬- ଆଜିର ଅନୁଚିନ୍ତା ଅନୁଯାୟୀ ଧନ ପ୍ରାପ୍ତି ହେଉ ବା ଜୀବନରେ ଉନ୍ନତି ପାଇବା ହେଉ ଏଥିପାଇଁ ସୂର୍ଯ୍ୟ ନମସ୍କାର ନିହାତି ଆବଶ୍ୟକ ଅଟେ । ୧୨ ମାସରେ ପ୍ରତେକ ଦିନ ସକାଳୁ ସ୍ନାନ କରିବା ପରେ ୧୨ ଟି ନାମରେ ସୂର୍ଯ୍ୟ ଦେବତାଙ୍କୁ ପ୍ରଣାମ କରିବା ଉଚିତ ।

ବୈଶାଖ, ଜ୍ୟଷ୍ଠ ଓ ଆଷାଢ ମାସରେ କେଉଁ କେଉଁ ନାମରେ ସୂର୍ଯ୍ୟ ଦେବତା ଙ୍କ ନାମ ଉଚ୍ଚାରଣ କରିଲେ ଅଖଣ୍ଡ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ ?

ବୈଶାଖ ମାସରେ ପ୍ରତେକ ଦିନ ସକାଳୁ ସ୍ନାନ କରିବା ପରେ ସୂର୍ଯ୍ୟ ଦେବାତାଙ୍କୁ “ଓମ ତପତନ ନାଥାୟ ନମହ” ନାମରେ ନମସ୍କାର କରିବା ଉଚିତ । ଜ୍ୟଷ୍ଠ ମାସରେ ପ୍ରତେକ ଦିନ ସକାଳୁ ସ୍ନାନ କରିବା ପରେ ସୂର୍ଯ୍ୟ ଦେବାତାଙ୍କୁ “ଓମ ମିତରାୟ ନମହ” ନାମରେ ପ୍ରଣାମ କରିବା ଉଚିତ । ଆଷାଢ ମାସରେ ପ୍ରତେକ ଦିନ ସକାଳେ ସ୍ନାନ କରିବା ପରେ ସୂର୍ଯ୍ୟ ଦେବତା ଙ୍କୁ “ଓମ ରବୟେ ନମହ” ନାମରେ ପ୍ରଣାମ କରିବା ଉଚିତ ।

ତେବେ ଏହା ଥିଲା ଆଜିର ଅନୁଚିନ୍ତା ଯାହାର ପାଳନ କରିଲେ ଆପଣଙ୍କ ଜୀବନରେ ଉନ୍ନତି ହେବା ସହ ଧନ ବୃଦ୍ଧି ମଧ୍ୟ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *