Siddharth Shukla ଡେଥ ମିଷ୍ଟ୍ରି: ଶୋଇବା ପୂର୍ବରୁ କାହିଁକି ଖାଇଥିଲେ ଏହି ସବୁ ଔଷଧ

ବଲୀଉଡ ଓ ଟିଭି ଇଣ୍ଡଷ୍ଟ୍ରିର ଜଣା ଶୁଣା ଅଭିନେତା ଓ ମଡେଲ ସିଦ୍ଧାର୍ଥ ଶୁକ୍ଲାଙ୍କ ମୃ-ତ୍ୟୁ ହୋଇ ଯାଇଛି । ସୂଚନା ଅନୁସାରେ ସିଦ୍ଧାର୍ଥ ଶୁକ୍ଲା ଶୋଇବା ପୂର୍ବରୁ କିଛି ଔ-ଷ-ଧ ସେବନ କରିଥିଲେ ଓ ଏହା ପରେ ସେ ଉଠି ପାରିଲେ ନାହିଁ । ଡାକ୍ତରଙ୍କ ଅନୁସାରେ ସିଦ୍ଧାର୍ଥ ଶୁକ୍ଲାଙ୍କୁ ହା-ର୍ଟ ଆ-ଟା-କ ଆସିଥିଲା । ଯେଉଁ କାରଣରୁ ତାଙ୍କର ମୃ-ତ୍ୟୁ ହୋଇଛି । ଗତକାଲି ସିଦ୍ଧାର୍ଥ ଶୁକ୍ଲା ପୂରାପୂରି ଫି-ଟ ଥିଲେ । ଏମିତିରେ ବିନା କୌଣସି ରୋଗରେ ସିଦ୍ଧାର୍ଥ ଶୁକ୍ଲାଙ୍କ ଅଚାନକ ଦୁନିଆକୁ ଛାଡି ଚାଲି ଯିବା ଖ-ବ-ର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ବିଗ ବସର ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କ ନି-ଧ-ନ ବଲୀଉଡ ପାଇଁ ବହୁତ ବଡ କ୍ଷ-ତି ଅଟେ ।

କେବଳ ଟିଭି ଇଣ୍ଡଷ୍ଟ୍ରିର ଷ୍ଟାରମାନେ ନୁହନ୍ତି ବଲୀଉଡର ବଡ ବଡ ଅଭିନେତା ଓ ଅଭିନେତ୍ରୀମାନେ ବି ସିଦ୍ଧାର୍ଥ ଶୁକ୍ଲାଙ୍କ ବି-ୟୋ-ଗରେ ଦୁଃଖ ପ୍ରକାଶ କରିଛନ୍ତି । କହିଦେଉଛୁ କି ସିଦ୍ଧାର୍ଥ ଶୁକ୍ଲା ମୃ-ତ୍ୟୁ ସମୟରେ ସେ ମାତ୍ର ୪୦ ବର୍ଷର ହୋଇଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର କେତେକ ଫ୍ୟାନମାନେ ବର୍ତ୍ତମାନ ପର୍ଯ୍ୟନ୍ତ ସିଦ୍ଧାର୍ଥ ଶୁକ୍ଲାଙ୍କ ମୃ-ତ୍ୟୁର ଖ-ବ-ରକୁ ବିଶ୍ଵାସ କରି ପାରୁ ନାହାନ୍ତି । ସିଦ୍ଧାର୍ଥ ଶୁକ୍ଲାଙ୍କ ନି-ଧ-ନର ଖ-ବ-ର ଟିଭି ଇଣ୍ଡଷ୍ଟ୍ରି ଠାରୁ ନେଇ ବଲୀଉଡ ପର୍ଯ୍ୟନ୍ତ ହ-ଙ୍ଗ-ମା କରି ଦେଇଛି ।

ତାଙ୍କର କୋଟି କୋଟି ଫ୍ୟାନ ଶୋ-କ-ରେ ଅଛନ୍ତି । କହିଦେଉଛୁ କି ଗତକାଲି ରାତିରେ ସିଦ୍ଧାର୍ଥ ଶୁକ୍ଲା କିଛି ଔ-ଷ-ଧ-ର ସେବନ କରିଥିଲେ । କିନ୍ତୁ ସେହି ସବୁ ଔଷଧ କଣ ଥିଲା ଏହା ବିଷୟରେ କୌଣସି ବି ସୂଚନା ମିଳି ନାହିଁ ।

Loading...

ସୂଚନା ଅନୁସାରେ ସିଦ୍ଧାର୍ଥ ଶୁକ୍ଲାଙ୍କ ସବୁଠୁ ପ୍ରିୟ ବ-ନ୍ଧୁ ଶାହନାଜ ଗିଲ ନିଜର ଶୁ-ଟି-ଙ୍ଗକୁ ଅଧାରେ ଛାଡି ଦେଇଛନ୍ତି । ସିଦ୍ଧାର୍ଥ ଶୁକ୍ଲା ଓ ଶାହନାଜ ଗିଲ କିଛି ଦିନ ପୂର୍ବେ ହିଁ ଏକ ଶୋରେ ନଜର ଆସିଥିଲେ । ଯେଉଁଠି ଦୁଇ ଜଣ ରୋମାନ୍ସ କରୁଥିବାର ନଜର ଆସିଥିଲେ ।

ଯଦି ସିଦ୍ଧାର୍ଥ ଶୁକ୍ଲା ଓ ଶାହନାଜ ଗିଲଙ୍କ ବିଷୟରେ କହିବା ତେବେ ଦୁଇ ପ୍ରାୟତଃ ନିଜର ମ୍ୟୁଜିକ ଭି-ଡି-ଓ ଓ ଅ-ଫେ-ୟା-ର-କୁ ନେଇ ଲାଇମଲାଇଟରେ ରହିଥାନ୍ତି । ଏମାନଙ୍କ ଅଫେୟାର ଚର୍ଚା ବିଗ ବସରୁ ହିଁ ଆରମ୍ଭ ହୋଇଯାଇଥିଲା । କେତେକ ପାର୍ଟି ଓ ଶୋରେ ବି ଦୁଇ ଜଣ ଏକତ୍ରିତ ନଜର ଆସନ୍ତି । ଏମାନଙ୍କ ମଧ୍ୟରେ ଅ-ଫେ-ୟା-ର ଚାଲିଛି ବୋଲି ଖ-ବ-ର ବି ସାମ୍ନାକୁ ଆସୁଥିଲା ।

ଶେୟାର କରି ଅନ୍ୟମାନଙ୍କୁ ଜଣାନ୍ତୁ

Leave a Reply

Your email address will not be published. Required fields are marked *