ରାତିରେ ନିଜଘରେ ଗୋଟିଏ ମାତ୍ର ତେଜପତ୍ର ଜଳାନ୍ତୁ, ତା ପରେ ଦେଖନ୍ତୁ କମାଲ

ଆଜିକାଲି ବ୍ୟସ୍ତ ବହୁଳ ଜୀବନରେ ଲୋକ ମାନେ ଏତେ ବ୍ୟସ୍ତ ବିବ୍ରତ ରହୁଛନ୍ତି ଯାହା ପାଇଁ ସେ ନିଜ ପାଇଁ ସମୟ ବାହାର କରିପାରୁ ନାହାନ୍ତି କି ନିଜ ପରିବାର ପାଇଁ ମଧ୍ୟ ନୁହେଁ । କାହା ଉପରେ ଅଫିସର ପ୍ରେସର ରହୁଛି ତ ଆଉ କାହା ଉପରେ ପାଠ ପଢାର ପ୍ରେସର ରହୁଛି ତ ଆଉ କାହା ପାଖରେ କ୍ଯାରିୟରକୁ ନେଇ ଚିନ୍ତା ରହୁଛି । ଏଥିପାଇଁ ଅନେକ ଲୋକ ମାନେ ମାନସିକ ଚିନ୍ତା ରେ ରହୁଛନ୍ତି । ଏଥିରୁ ମୁକ୍ତି ପାଇବା ପାଇଁ କିଛି ଲୋକ ମାନେ ଅନେକ ଅସୁବିଧାର ସମୁଖିନ୍ନ ହେଉଛନ୍ତି ।

କିଛି ଲୋକ ମାନେ ମାନସିକ ଚିନ୍ତା ରେ ରହି ରାତିରେ ଶୋଉ ନାହାନ୍ତି ଯାହା ପାଇଁ ସେମାନେ ଅନେକ ସମସ୍ଯାର ସମୁଖିନ୍ନ ହେଉଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ସହଜ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହା କରିବା ଦ୍ଵାରା ଆପଣ ମାନେ ଚିନ୍ତାରୁ ମୁକ୍ତ ହୋଇ ରାତିରେ ଆରାମରେ ଶୋଇ ପାରିବେ ।

ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣଙ୍କୁ ଆବଶ୍ୟକ ରହିଛି ତେଜପତ୍ର ଯାହା ଆପଣଙ୍କୁ ଆପଣଙ୍କର ରୋଷେଇ ଘରୁ ସହଜରେ ମିଳି ପାରିବ । ତେଜପତ୍ର ର ପ୍ରଯୋଗ କରିବା ଦ୍ଵାରା ମାତ୍ର ୫ ମିନିଟ ରେ ଚିନ୍ତା ରୁ ମୁକ୍ତି ଦେଇ ପାରିବ । ଏକ ରିସର୍ଚ ରୁ ଜଣା ପଡିଛି ଯେ ତେଜପତ୍ର ର ବ୍ୟବହାର ଦ୍ଵାରା ମାନସିକ ଚିନ୍ତା ରୁ ମୁକ୍ତି ଅପାୟ ହେବ ।

ଏହା ବ୍ୟତିତ ତେଜପତ୍ର ର ବ୍ୟବହାର ଦ୍ଵାରା ଚରମ ରୋଗ ଓ ନିଶ୍ଵାସ ସମ୍ଭଧୀତ ରୋଗ ଦୂର କରିବାରେ ସହାୟକ ହୋଇଥାଏ । ଏହି କାରଣରୁ ତେଜପତ୍ର କୁ ଆରୋମା ଥେରାପି ଭାବେ ବ୍ୟବହାର କରା ଯାଇଥାଏ । ଆପଣ ଗୋଟିଏ ମାତ୍ର ତେଜପତ୍ର ନେଇ ଏହାକୁ ଏକ ପାତ୍ର ରେ ରଖି ଜଳାଇ ଦିଅନ୍ତୁ । ଏହା ପରେ ଆପଣ ନିଜ କୋଠରି ବା ରୁମ ରେ ରଖି ଦିଅନ୍ତୁ ।

ଏହା ପରେ ଆପଣ ଦେଖିବାକୁ ପାଇବେ ଯେ ରୁମ ଭିତରେ ତେଜପତ୍ର ର ଧୂଆଁ ରେ ସୁଗନ୍ଧିତ ହେବାରେ ଲାଗିବ । ଏହା ପରେ ଆପଣ ଆରମ ସେ ରୁମ ରେ ରାତି ରେ ବିନା ଚିନ୍ତା ରେ ସୟନ କରି ପାରିବେ । ତେବା ଆପଣ ମାନ ମାତ୍ର ଥରେ ଏହି ସହଜ ଓ ସରଳ ଉପାୟ ପ୍ରୟୋଗ ନିଜ ଘରେ କରନ୍ତୁ । ଏହାର ଫରକ ବା ଫାଇଦା କଣ ହେବ ତାହା ଆପଣ ମାନେ ନିଶ୍ଚିନ୍ତ ଭାବେ ଜାଣି ପାରିବେ ।

ମାତ୍ର ଗୋଟିଏ ତେଜପତ୍ର ଦ୍ଵାରା ଆପଣ ମାନେ ମାନସିକ ଚିନ୍ତା ରୁ ଉପସମ ପାଇ ପାରିବେ । ତେଜପତ୍ର ର ପ୍ରୟୋଗ ଦ୍ଵାରା ଆପଣ ଏମିତି କମାଲ ଦେଖିବାକୁ ପାଇବେ ଯେ ଆପଣ ଯେତେ ବଡ ଚିନ୍ତା ରେ ଥାଆନ୍ତୁ ନାଁ କାହିଁକି ତାହା ତୁରନ୍ତ ଦୂର ହୋଇଯିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *