ଶୋଇବା ସମୟରେ ନିଜ ପାଖରେ ଜଳ ପାତ୍ର ରଖୁଥିବା ମହିଳା ମାନେ ଏହି କଥା ଜାଣି ରଖନ୍ତୁ- Vastu Tips

ବାସ୍ତୁ ଶାସ୍ତ୍ର ମଣିଷ ଜୀବନ ବହୁତ ମହତ୍ବପୂର୍ଣ୍ଣ ଜିନିଷ ହୋଇଥାଏ କିନ୍ତୁ ସମସ୍ତେ ଏହାକୁ ବୁଝି ପାରନ୍ତି ନାହିଁ । ଶାସ୍ତ୍ର ଅନୁଯାଇ ଯେଉଁ ଘର କାମ ହୋଇନଥାଏ ତାଙ୍କ ଉପରେ ଗ୍ରହ ନଖେତ୍ର ମାନଙ୍କ ଖରାପ ପ୍ରଭାବ ଦେଖିବାକୁ ମିଳିଥାଏ । ତେବେ ବାସ୍ତୁ ଅନୁଯାଇ ଯଦି ଆପଣ କାମ କରନ୍ତି ତେବେ ଆପଣଙ୍କୁ ନିଜ ସମସ୍ୟାରୁ ମୁକ୍ତି ମିଳିଥାଏ ଆଉ ଏହା କାରଣରୁ ଆମ ଜୀବନରେ ବହୁତ ସୁଖ ମଧ୍ୟ ଆସିଥାଏ । କଣ ଆପଣ ଏହା ଜାଣିଛସ୍ନ୍ତି ଯେ ଜୀବନରେ ଯେତେ ଦୁଃଖ ହେଲେ ମଧ୍ୟ କିଛି ନିୟମ ପାଳନ କରିବା ଆମ ଭବିଷତ ପାଇଁ ଉଚିତ ହୋଇଥାଏ । ତେବେ ଆସନ୍ତୁ କେଉଁ କାମ ଆମ ଭାଗ୍ୟ ଉପରେ ଗ୍ରହଣ ହୋଇଥାଏ ଆଉ କେଉଁ କାମ କରିବା ଆମ ପାଇଁ ଉଚିତ ନୁହ ।

୧. ବାସ୍ତୁ ଶାସ୍ତ୍ର ଅନୁଯାଇ ଯେଉଁ ଘର ମହିଳା ରାତି ଅଇଁଠା ବାସନ ସେମିତି ଛାଡିକି ସୋଇଥାନ୍ତି, ସେହି ଘର ମା ଅନ୍ନପୂର୍ଣା ଛାଡି ଦେଇଥାନ୍ତି ଆଉ ସେହି ଘରେ ଆପଣଙ୍କୁ କେବଳ ଆର୍ଥିକ ସମସ୍ୟା ଦେଖିବାକୁ ମିଳିଥାଏ । ମା ଅନ୍ନପୂର୍ଣା ବହୁତ ସରଲ ଆଉ ଶାନ୍ତ ଦେବୀ ଅଟନ୍ତି କିନ୍ତୁ ଅନ୍ନ ଅପମାନ ହେଲେ ଆଉ ଅଇଁଠା ଅଧିକ ସମୟ ରୋଷେଇ ଘରେ ରଖିଲେ ମାତା ରୁଷ୍ଠ ହୋଇଥାନ୍ତି ଯାହା ମହିଳାଙ୍କୁ ଭୁଲରେ ବି କରିବା ଉଚିତ ନୁହ ।

୨. ବାସ୍ତୁ ଶାସ୍ତ୍ର ଅନୁଯାଇ ରାତି ବା ସନ୍ଧ୍ୟା ସମୟରେ ମହିଳାଙ୍କୁ ବା ପୁରୁଷଙ୍କୁ ନିଜ ଘର ଧଳା ଜିନିଷ ଯେମିତିକି କ୍ଷୀର ବା ଦହି ଭଳି ଜିନିଷ କାହାକୁ ଧାର ବା ଦାନ କରିବା ଉଚିତ ନୁହ ଏହା ଦ୍ଵାରା ଆପଣଙ୍କ ଘର ଶୁକ୍ର ଅନ୍ୟ ପାଖକୁ ଯାଇଥାନ୍ତି ଆଉ ଆପଣଙ୍କ ଜୀବନ ସୁଖ ପଳାଇଥାଏ ।

୩. ବହୁତ ଲୋକଙ୍କୁ ଦିନରେ କାମ ଦ୍ଵାରା ସମୟ ମିଳି ନଥାଏ ସେଥିପାଇଁ ମହିଳା ମାନେ ରାତିରେ ସମସ୍ତଙ୍କ ଖାଇବା ପରେ ଘରେ ଝାଡୁ ଓ ପୋଛା କରିଥାନ୍ତି କିନ୍ତୁ ବାସ୍ତୁ ଅନୁଯାଇ ଏହା ବହୁତ ଖରାପ ହୋଇଥାଏ, ଆପଣ ସବୁ ଦିନ ସକାଳେ ଝାଡୁ ମା-ରନ୍ତୁ ଆଉ ଘରକୁ ସ୍ଵଚ କରନ୍ତୁ ଏହା ଦ୍ଵାରା ମାତା ଲକ୍ଷ୍ମୀ ଆପଣଙ୍କ ଘରକୁ ପ୍ରବେଶ କରିଥାନ୍ତି । ଏହା ଛଡା ରାତିରେ ଘର ସଫା କଲେ ନକାରାତ୍ମକ ଊର୍ଜା ଆକର୍ଷିତ ହୋଇଥାନ୍ତି ସେଥିପାଇଁ ତାଙ୍କ ଠାରୁ ବଞ୍ଚି ରହିବା ଉଚିତ ହୋଇଥାଏ ।

୪. ବହୁତ ମହିଳା ମାନେ ବାହାର କାମ ଆଉ ଘର କାମ ମଧ୍ୟ କରିଥାନ୍ତି ଯାହା ଦ୍ଵାରା ତାଙ୍କୁ ବହୁତ ଅସୁବିଧା ସମ୍ମୁଖୀନ ହବାକୁ ପଡିଥାଏ । ତେବେ ତାଙ୍କ ପାଖରେ ଦିନରେ ସମୟ ହୋଇନଥାଏ ଯାହା ଦ୍ଵାରା ସେ ରାତିରେ ମୁଣ୍ଡ ଧୋଇ ଶୁଖାଇ ଥାନ୍ତି ଆଉ ଚୁଟି ଖୋଲା କରି ସୋଇଥାନ୍ତି ଯାହା ବାସ୍ତୁ ଅନୁଯାଇ ବହୁତ ଖରାପ ହୋଇଥାଏ ଏହି ସମୟରେ ନକରାତ୍ମକ ଊର୍ଜା ଭ୍ରମଣ କରନ୍ତି ଆଉ ଖୋଲା କେଶ ଦେଖି ଆକର୍ଷିତ ହୋଇଥାନ୍ତି ସେଥିପାଇଁ ଏହି ଭୁଲ କରନ୍ତୁ ନାହିଁ ।

୫. ରାତିରେ ଶୋଇବା ସମୟରେ ମୁଣ୍ଡ ପାଖରେ ପାଣି ରଖି ସୋଇଲେ ଏହା ଆମର ମାନସିକତା ଉପରେ ପ୍ରଭାବ ପକାଇଥାଏ । ତା ସହ ଘରେ ବାସ୍ତୁ ଜନିତ ସମସ୍ଯା ମଧ୍ୟ ଦେଖା ଦେଇଥାଏ ।

Leave a Reply

Your email address will not be published. Required fields are marked *