ଶୋଇବାବେଳେ ଏହି ୫ଟି ଭୁଲ ଆପଣଙ୍କୁ କରିବ ଦରିଦ୍ର

ଆପଣ ମାନେ ସମସ୍ତେ ରାତିରେ ସୋଇଥାନ୍ତି କିନ୍ତୁ ବହୁତ କମ ଲୋକ ଜାଣିଛନ୍ତି ଯେ ଶୋଇବାବେଳେ ଏମିତି କିଛି ଭୁଲ କାମ ଆମ ଦ୍ଵାରା ହୋଇଥାଏ ଯାହା ଦ୍ଵାରା ଆମେ ଦରିଦ୍ର ହେଇଥାଉ ତେବେ କଣ ଆପଣ ମାନେ ଏହି କଥା ଜାଣିଛନ୍ତି କି ଆମକୁ କେଉଁ କାମ ଗୁଡିକ କରିବା ଉଚିତ ନୁହ । ଆଜି ଆମେ ଆପଣଙ୍କୁ ଏହା ବିଷୟରେ ସ୍ପଷ୍ଟ କଥା କହିବାକୁ ଯାଉଛୁ ତେବେ ଆଶା କରୁଛୁ ଏହି କଥା ଆପଣଙ୍କ ପାଇଁ ଲାଭ ଦାଇ ହୋଇବ ।

Image Courtesy: Google

୧. ବାସ୍ତୁ ଶାସ୍ତ୍ର ଅନୁଯାଇ ରାତିରେ ଶୋଇଲାବେଳେ ମୁଣ୍ଡ ପାଖରେ କେବେ ବି ମନି ପର୍ସ ରଖି ଶୋଇବା ଉଚିତ ନୁହ, ଏହା ଦ୍ଵାରା ଖର୍ଚ ବୃଦ୍ଧି ପାଇଥାଏ ଓ ଆପଣଙ୍କୁ ଦରିଦ୍ର କରିଥାଏ ।

୨. ବାସ୍ତୁ ଶାସ୍ତ୍ର ଅନୁଯାଇ ଭୁଲରେ ବି ଶୋଇଲା ବେଳେ ନିଜ ମୁଣ୍ଡ ପାଖରେ ଘଡି ରଖି ସୁଅନ୍ତୁ ନାହିଁ ଏହା କରିବା ଦ୍ଵାରା ଆପଣଙ୍କ ସବୁ ଭଲ ସମୟ ସମାପ୍ତ ହୋଇଥାଏ ଓ ଦରିଦ୍ରତା ଆପଣଙ୍କ ଘର ମାଡି ଥାଏ ।

Image Courtesy: Google

୩. କିଛି ଲୋକଙ୍କର ମୁଣ୍ଡ ପାଖରେ ଚପଲ ଖୋଲି ଶୋଇବାର ଅଭ୍ଯାସ ହୋଇଥାଏ କିନ୍ତୁ ମନେ ରଖନ୍ତୁ ମୁଣ୍ଡ ପାଖରେ ଚପଲ କେବେ ରଖନ୍ତୁ ନାହିଁ ଏହା ବହୁତ ନକାରାତ୍ମକ ଊର୍ଜା ଘରେ ଆଣିଥାଏ ଯାହା ଫଳ ସ୍ୱରୂପ ଆପଣଙ୍କ ଘରେ ବହୁତ ପ୍ରକାର ସମସ୍ଯା ଆସିବାକୁ ଲାଗିଥାଏ ଓ ମାତା ଲକ୍ଷ୍ମୀ ମଧ୍ୟ ଆପଣଙ୍କ ଘର ଛାଡି ଚାଲି ଯାଇ ଥାନ୍ତି ।

୪. ସୁନା ବା ଚାନ୍ଦି ବହୁତ ଭଲ ହୋଇଥାଏ କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁଯାଇ ରାତିରେ ଶୋଇଲା ବେଳେ ସୁନା ବା ଚାନ୍ଦି ମୁଣ୍ଡ ପାଖରେ ଦେଇ ସୋଇଲେ ଘରେ ଲକ୍ଷ୍ମୀ ଆସିବା ବଦଳରେ ଘର ଛାଡି ଯାଇଥାନ୍ତି ସେଥିପାଇଁ ଭୁଲରେ ମଧ୍ୟ ଘରେ ସୁନା ବା ଚାନ୍ଦି ଛାଡିକି ଯାନ୍ତୁ ନାହିଁ ।

Image Courtesy: Google

୫. ପ୍ରାୟତଃ ଲୋକଙ୍କର ମୁଣ୍ଡ ପାଖରେ ଚାବି ରଖି ଶୋଇବା ଅଭ୍ଯାସ ହୋଇଥାଏ, କିନ୍ତୁ କଣ ଆପଣ ଜାଣିଛନ୍ତି ଆପଣଙ୍କ ଚାବି ମଧ୍ୟ ଆପଣଙ୍କୁ ଦରିଦ୍ର କରିଥାଏ ତେବେ ଲୁହା ଚାବି ଛାଡି ଅନ୍ୟ ଧାତୁ ଚାବି ବ୍ୟବହାର କଲେ ଆପଣଙ୍କ ଭାଗ୍ୟ ଖରାପ ହୋଇଥାଏ ଓ ଆପଣଙ୍କୁ ଦରିଦ୍ରତା ସାମ୍ନା କରିବାକୁ ପଡିଥାଏ, ଆଜି ଆମେ ଆପଣଙ୍କୁ ଯେଉଁ କଥା ଗୁଡିକ କହିଲୁ ତାହା ବାସ୍ତୁ ଅନୁଯାଇ ସଠିକ ଅଟେ ସେଥିପାଇଁ ଏହି କଥା ଗୁଡିକ ଉପରେ ଧ୍ୟାନ ଦବା ଉଚିତ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *