ଭୋକରେ ମରିଗଲେ ବି ସୋମବାର ଦିନ ଭୁଲରେ ବି ଖାଆନ୍ତୁ ନାହିଁ ଏହି 1 ଜିନିଷ, ଲାଗିଥାଏ ମହାପାପ

ଆପଣ ମାନେ ସମସ୍ତେ ଏହି କଥା ବେସ ଭଲ ଭାବରେ ଜାଣିଛନ୍ତି ଯେ ଭଗବାନ ଶିବ ବହୁତ ଶୀଘ୍ର ଭକ୍ତଙ୍କ ପୂଜା ଦ୍ଵାରା ପ୍ରସନ୍ନ ହୋଇଥାନ୍ତି ।

ତେବେ ଆପଣ ଏହା ମଧ୍ୟ ଜାଣିଥିବେ ଯେ ଯେତେ ଶୀଘ୍ର ଭଗବାନ ଶିବ ପ୍ରସନ୍ନ ହୋଇଥାନ୍ତି ସେତେ ଶୀଘ୍ର କ୍ରୋଧିତ ମଧ୍ୟ ହୋଇଥାନ୍ତି ତେବେ ଭଗବାନ ଶିବଙ୍କ କୃପା ପାଇବାକୁ ହେଲେ ପ୍ରାଣୀକୁ ଭଲ କର୍ମ କରିବା ଆବଶ୍ୟକ ହୋଇଥାଏ । ତେବେ ଶିବ ପୁରାଣରେ ବିଶେଷ କରି ଭଗବାନ ଶିବଙ୍କ ବିଷୟରେ ସବୁ କଥା କୁହା ଯାଇଛି । ଭଗବାନ ଶିବ କେଉଁ ଜିନିଷ ଖାଇଲେ କୋପ ବରସାଇଥାନ୍ତି ତାହା ମଧ୍ୟ ଜାଣିବା ଆବଶ୍ୟକ ହୋଇଥାଏ, ସୋମବାର ଦିନ ଭଗବାନ ଶିବଙ୍କ ଦିନ ହୋଇଥାଏ ଏହି ଦିନ ଗୋଟେ ଜିନିଷ ଖାଇବା ମହାପାପ ହୋଇଥାଏ ।

ସୋମବାର ଦିନ ଅଧିପତି ଭଗବାନ ଶିବ ହୋଇଥାନ୍ତି କିନ୍ତୁ କଣ ଆପଣ ମାନେ ଏହା ଜାଣିଛନ୍ତି ଯେ ସୋମ ଅର୍ଥ ଚନ୍ଦ୍ର ହୋଇଥାଏ ତେବେ ସୋମବାର ଦିନ ଭଗବାନ ଶିବ ଆଉ ଚନ୍ଦ୍ରମା ଦୁହିଙ୍କର ହୋଇଥାଏ । ସୋମବାର ଦିନ ଭଗବାନ ଶିବଙ୍କୁ ଜଳ ଅର୍ପଣ କରିବା ସହ ଧଳା ଫୁଲ, ଚନ୍ଦନ, ଚାଉଳ ଇତ୍ୟାଦି ଦେଇ ପୂଜା କରିବା ଆବଶ୍ୟକ ହୋଇଥାଏ, ଏହି ଦିନ ମନ ସ୍ଵଚ ରଖିବା ସହ ଧଳା ସ୍ଵଚ ବସ୍ତ୍ର ଧାରଣ କରିବା ଉଚିତ ହୋଇଥାଏ ।

ସୋମବାର ଦିନ ମହିଳା ମାନଙ୍କୁ ବିଶେଷ ରୂପରେ ଉପବାସ କରିବା ଆବଶ୍ୟକ ହୋଇଥାଏ ତେବେ ଯଦି ଆପଣ ଉପବାସ କରୁଛନ୍ତି ତେବେ ଘରେ କାହାକୁ ବି ଅନେଟିକ କାର୍ଯ୍ୟ କରିବାରୁ ମନା କରନ୍ତୁ ନଚେତ ଆପଣଙ୍କ ପୂଜା ଫଳ ଆପଣଙ୍କୁ ପ୍ରାପ୍ତ ହବ ନାହିଁ । ତେବେ କୌଣସି ଦିନ ଅନେଟିକ ବା ଅଧର୍ମ କାମ କରିବା ଅନୁଚିତ ହୋଇଥାଏ କିନ୍ତୁ କଣ ଆପଣ ଜାଣିଛନ୍ତି ଯେ ସୋମବାର ଦିନ କଳା ବସ୍ତ୍ର ଧାରଣ କଲେ ଆଉ ଅପଶବ୍ଦ କହିବା ସହ କ-ଳି ଝ-ଗ-ଡା କଲେ ଆପଣଙ୍କ ଜୀବନରେ ବହୁତ କିଛି ଖରାପ ଘଟି ଯାଇଥାଏ ।

ତେବେ ଆପଣଙ୍କ ଭାଗ୍ୟରେ ସୁଖଥିଲେ ମଧ୍ୟ ଆପଣଙ୍କ ଏହି ସବୁ ଭୁଲ ଦ୍ଵାରା ଆପଣଙ୍କ ଭାଗ୍ୟରେ ଧନ ସ୍ଥାନରେ ଦରିଦ୍ରତା ମିଳିଥାଏ ତେବେ ଯଦି ଆପଣ ମଧ୍ୟ ଚାହୁଁଛନ୍ତି ତେବେ ଏହି ଭଳି ଭୁଲ କରନ୍ତୁ ନାହିଁ । ଶାସ୍ତ୍ର ଅନୁଯାଇ ସୋମବାର ଦିନ ମାଂ-ସ ଖାଉଥିବା ବ୍ୟକ୍ତି ବହୁତ ବଡ ପାପୀ ହୋଇଥାଏ, ଏହି ଭଳି ଲୋକଙ୍କୁ କେବେ ମନ ସୁଖ ଆଉ ଶାନ୍ତି ମିଳିନଥାଏ, ସବୁ କାମରେ ତାଙ୍କୁ କଷ୍ଟ ଅନୁଭବ ହୋଇଥାଏ ଆଉ ଜୀବନରେ ଯେତେ ପରିଶ୍ରମ କଲେ ମଧ୍ୟ ଯୋଗ୍ୟ ସଫଳତା ପାଇନଥାନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *