ଓଲିଉଡ ଇଣ୍ଡଷ୍ଟ୍ରି ରେ ଅଭିନୟ କରୁଥିବା କଳାକାର ମାନେ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରି ପାରିଛନ୍ତି । କିଛି କଳାକାର ମାନେ ନିଜର ଷ୍ଟାଇଲିସ ଅନ୍ଦାଜ, ଲୂକ ଓ ପର୍ଶନାଲିଟି ପାଇଁ ବେଶ ଚର୍ଚ୍ଚା ରେ ରହିଛନ୍ତି । ଓଡିଆ କଳାକାର ମାନେ ନିଜ ମ୍ୟାରେଜକୁ ନେଇ ନେଇ ଚର୍ଚ୍ଚା ରେ ରହିଥାନ୍ତି । କିଛି କଳାକାର ମାନେ ନିଜର ମ୍ୟାରେଡ ଲାଇଫରେ ବେଶ ହସ ଖୁସିରେ ଥିବା ବେଳେ ଆଉ କେତେକ ନୂଆ ବିବାହ କରିବାର ନଜର ଆସୁଛନ୍ତି ।
ଆଜି ଆମେ ଆପଣ ମାନଙ୍କୁ ଅଭିନେତ୍ରୀ ସୋମାଲିନ ବିବାହ ପରେ ଅଷ୍ଟ ମଙ୍ଗଳାରେ ତାଙ୍କ ବାପା ଘରକୁ ଆସି ସ୍ଵାମୀ ନିଶିତଙ୍କ ସହ କିପରି ମସ୍ତି କରିଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ଓଡିଆ ଅଭିନେତ୍ରୀ ସୋମାଲିନ ପରିଡାଙ୍କୁ ବେଶ ଭଲ ଭାବେ ଜାଣିଥିବେ ।
ସେ ତାଙ୍କର ସୁନ୍ଦର ଅଭିନୟରେ ଅନେକ ସିରିଏଲରେ ନଜର ଆସିଛନ୍ତି । ତାଙ୍କର ଅଭିନୟକୁ ଦର୍ଶକ ମାନେ ବେଶ ପସନ୍ଦ କରିଆବା ସହ ବହୁତ ସାରା ଭଲ ପାଇବା ମଧ୍ୟ ଦେଇଛନ୍ତି । ଗତ କିଛି ଦିନ ତଳେ ସେ ନିଶିତଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।
ସେ ତାଙ୍କର ମ୍ୟାରେଜରେ ବହୁତ ସାରା ମଜାମସ୍ତି କରିବା ସହ ଉପୋଭୋଗ ମଧ୍ୟ କରିଛନ୍ତି । ଯାହା ପାଇଁ ସୋସିଆଲା ମିଡିଆରେ ଚର୍ଚ୍ଚାର ବିଷୟ ବସ୍ତୁ ହୋଇ ପଡିଛି । ତେବେ ସେ ତାଙ୍କ ବିବାହ ପରେ ଅଷ୍ଟ ମଙ୍ଗଳାରେ ତାଙ୍କ ସ୍ଵାମୀ ନିଶିତଙ୍କ ସହ ବାପା ଘରକୁ ବୁଲିବାକୁ ଆସିବାର ନଜର ଆସିଛନ୍ତି ।
ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ ସୋମାଲିନ ତାଙ୍କ ବାପା ଘରକୁ ଆସି ପରିବାର ଲୋକଙ୍କ ସହ ବହୁତ ସାରା ମଜା କରିଛନ୍ତି । ଏହା ସହ ଗାଡିରେ ବସି ଭଲ ପୋଜ ଦେବାର ସୋମାଲିନ ନଜର ଆସିଛନ୍ତି । ସେ ତାଙ୍କ ସ୍ଵାମୀ ନିଶିତଙ୍କ ସହ ସବୁ ରସମ ଠିକ ଭାବେ କରି ଅଷ୍ଟ ମଙ୍ଗଳାରେ ବାପା ଘରକୁ ଆସିଛନ୍ତି ।
ସୋମାଲିନ ତାଙ୍କ ମା ଙ୍କ ସହ ତାଙ୍କର ଫୋଟୋ ସୋସିଆଲ ଆକାଉଣ୍ଟରେ ସେୟାର କରିଛନ୍ତି । ସୋମାଲିନ ପୁରା ନୂଆ ବିବାହିତା ନାରୀ ଭାବେ ସଜବାଜ ହୋଇ ଖୁବ ସୁନ୍ଦର ଲାଗୁଛନ୍ତି । ଆଶା କରୁଛୁ ଦୁହିଙ୍କ ଯୋଡି ଏମିତି ଆଗକୁ ହସ ଖୁସିରେ ରହିବ ।
ବନ୍ଧୁଗଣ ଆପଣ ମାନଙ୍କୁ ସୋମାଲିନ ଓ ନିଶିତଙ୍କ ଯୋଡି କିପରି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।