ରିସେପ୍ସନ ପାଇଁ Somalin ନେଲେ ଏମିତି ମେକ୍ଅପ, ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ

ଓଡିଆ ଇଣ୍ଡଷ୍ଟ୍ରି ରେ ଖୁବ ସୁନ୍ଦର ଅଭିନୟ କରି ଅଭିନେତା ଓ ଅଭିନେତ୍ରୀ ମାନେ ଦର୍ଶକ ମାନଙ୍କ ହୃଦୟ ଜିଣିଛନ୍ତି । ଠିକ ସେହିପରି ଟେଲିଭିଜନ ଜଗତରେ ମଧ୍ୟ କଳାକାର ମାନେ କମ ନୁହନ୍ତି । ଟିଭି ଇନଦ୍ସ୍ତୃ ରେ ଅଭିନୟ କରି କଳକାର ମାନେ ବେଶ ଚରଚ୍ଚ ରେ ରହିଛନ୍ତି । ନିଜର ରିୟଲ ଲାଇଫକୁ ନେଇ ମଧ୍ୟ କଳାକାର ମାନେ ସୋ-ସି-ଆ-ଲ ମି-ଡି-ଆରେ ଚର୍ଚ୍ଚା ରେ ରହିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଅଭିନେତ୍ରୀ ସୋମଳିନ ପରିଡାଙ୍କ ମ୍ୟାରେଜ ସମୟର ମେକପ ବିଷୟରେ କହିବାକୁ ଯାଉଛୁ ।

ଆପଣ ମାନେ ଟିଭି ଜଗତର ଲୋକପ୍ରିୟ ଅଭିନେତ୍ରୀ ସୋମାଲିନ ପରିଡା ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ନିଜର ସୁନ୍ଦର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟ ମୋହୀ ନେଇଛନ୍ତି । ତେବେ ସୋମାଲିନଙ୍କ ବିବାହ ନିଶିତଙ୍କ ସହ ସମ୍ପନ୍ନ ହୋଇଛି । ପୁରା ବିଧି ବିଧାନ ଅନୁସାରେ ସୋମାଲିନଙ୍କ ବିବାହ ଖୁବ ଧୂମଧାମରେ ଶେଷ ହୋଇଛି । ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ ସୋମାଲିନ ମେକପ ନେବା ପୂର୍ବ ରୁ କେମତି ଲାଗୁଛନ୍ତି ।

ଯେତେବେଳେ ନିଜର ମ୍ୟାରେଜ ପାର୍ଟି ପାଇଁ ସୋମାଲିନ ମେକପ ନେଉଛନ୍ତି ବହୁତ ଗରଜେସ ଲାଗୁଛନ୍ତି ଯାହା ଏହି ଭିଡିଓ ରେ ନଜର ଆସୁଛନ୍ତି । ଏହି ଭିଡିଓ ରେ ସୋମାଲିନ ପୁରା ନରମାଲ ମେକପ ନେଇଛନ୍ତି ଯାହା ପାଇଁ ସେ ବହୁତ ହଟ ଲାଗୁଛନ୍ତି । ତାଙ୍କର ହେୟାର ଷ୍ଟାଇଲ ଖୁବ ନିଆରା ଲାଗୁଛି । ସେ ପିନ୍ଧିଥିବା ଲେହେଙ୍ଗା ମଧ୍ୟ ତାଙ୍କର ପର୍ଶନାଲିଟି କୁ ବେଶ ସୁଟ କରୁଛି । ସେ ତାଙ୍କର ମ୍ୟାରେଜ ପାଇଁ କିଛି ଅଲଗା ଢଙ୍ଗ ରେ ରେଡି ହୋଇଛନ୍ତି ଯାହା ତାଙ୍କର ଫ୍ୟାନ୍ସ ମାନଙ୍କୁ ବେଶ ପସନ୍ଦ ଆସିଛି ।

ଏହା ସହ ଶାଶୁଘରେ ମଧ୍ୟ ସେ ନିଶିତଙ୍କ ସହ ବହୁତ ସୁନ୍ଦର ଲାଗୁଛନ୍ତି । ସେ ନୂଆ ବୋହୁ ଭଳି ଶାଢୀ ପିନ୍ଧିବା ସହ ଗହଣା ଲଗାଇ ବେଶ ଆକର୍ଷକ ଲାଗୁଛନ୍ତି ଯାହା ଏହି ଭିଡିଓ ରେ ନଜର ଆସୁଛନ୍ତି । ଦୁହିଙ୍କ ଯୋଡି ବେଶ ମନୋଲୋଭା ହୋଇଛି । ସେ ତାଙ୍କ ଶାଶୁଘରେ ମଧ୍ୟ ଖୁବ ଭଲ ଭାବେ ହେୟାର ଷ୍ଟାଇଲ କରିବା ସହ ମଥାରେ ସିନ୍ଦୁର ଲଗାଇ ନୂଆ ବୋହୁ ବେଶରେ ଖୁବ ଗରଜେସ ଲାଗୁଛନ୍ତି । ମେକପ ନେବା ପୂର୍ବ ରୁ ସୋମାଲିନ ଏତେ ଖାସ ସୁନ୍ଦର ଲାଗୁ ନାହାନ୍ତି । କିନ୍ତୁ ମେକପ ନେବା ପରେ ସେ କିଛି ନିଆରା ଲାଗୁଛନ୍ତି । ଆଶା କରୁଛୁ ସୋମାଲିନ ଓ ନିଶିତଙ୍କ ବୈବାହିକ ଜୀବନ ସୁଖମୟ ହେବ ।

ବନ୍ଧୁଗଣ ଆପଣ ମାନଙ୍କୁ ସୋମାଲିନଙ୍କ ମେକପ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମର ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *