ଓଡିଆ ଇଣ୍ଡଷ୍ଟ୍ରି ରେ ଜବରଦସ୍ତ ଅଭିନୟ କରି କଳାକାର ମାନେ ଦର୍ଶକ ମାନଙ୍କ ହୃଦୟ ଜିଣିଛନ୍ତି । କିଛି କଳାକାର ମାନେ ନିଜର ଦମଦାର ଅଭିନୟ ବ୍ଯତୀତ ଷ୍ଟାଇଲ, ସୁନ୍ଦରତା ଓ ପର୍ଶନାଲିଟି ମଧ୍ୟ ବେଶ ଚର୍ଚ୍ଚା ରେ ରହିଛନ୍ତି । ଆପଣ ମାନେ ଜାଣିଥିବେ ଓଡିଆ କଳକର ମାନେ ବିବାହ ବନ୍ଧନ ରେ ବାନ୍ଧି ହୋଇ ବେଶ ହସ ଖୁସିରେ ଲାଇଫ ବିତାଉଛନ୍ତି । ଆଉ କିଛି ନୂଆ ବିବାହ କରିଛନ୍ତି ତ ଆଉ କିଛି ଆଗାମୀ ଦିନରେ ବିବାହ କରିବାକୁ ଯାଉଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଅଭିନେତ୍ରୀ ସୋମାଲିନ ପରିଡାଙ୍କ ବିବାହର କିଛି ଅନୋଖା କଥା କହିବାକୁ ଯାଉଛୁ ।

ଆପଣ ମାନେ ଟେଲିଭିଜନ ଜଗତର ଲୋକପ୍ରିୟ ଅଭିନେତ୍ରୀ ଜ୍ୟାଙ୍କଲିନ ପରିଡା ଙ୍କୁ ବେଶ ଭଲ ଜାଣିଥିବେ । ତାଙ୍କ ଭଉଣୀ ହେଉଛନ୍ତି ସୋମାଲିନ ପରିଡା ଯିଏ ଜଣେ ଜଣାଶୁଣା ଅଭିନେତ୍ରୀ ଭାବେ ଓଡିଆ ଇଣ୍ଡଷ୍ଟ୍ରି ରେ ପରିଚିତ ଅଟନ୍ତି । ସୋମାଲିନ ଙ୍କ ସୁନ୍ଦର ଅଭିନୟ ପାଇଁ ସେ ଦର୍ଶକ ମାନଙ୍କ ହୃଦୟ ମୋହୀ ନେଇଛନ୍ତି । ତେବେ ତାଙ୍କର ବିବାହ ନିଶିତ ଙ୍କ ସହ ରୀତିନୀତି ଅନୁସାରେ ଶେଷ ହୋଇଛି । ସୋମାଲିନ ଓ ନିଶିତ ପରସ୍ପର କୁ ପ୍ରେମ ବିବାହ କରିଛନ୍ତି ।

ତେବେ ସୋମାଲିନ ନିଜ ମ୍ୟାରେଜ ରେ ଖୁବ ସାରା ମାଜମସ୍ତି କରିଛନ୍ତି ଯାହାର ଦୃଶ୍ୟ ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ । ସୋମାଲିନ ଙ୍କ ମେହେନ୍ଦି ରସମ ଠାରୁ ଆରମ୍ଭ କରି ହଳଦୀ ବିଧି ଖୁବ ଧୂମଧାମ ରେ କରା ଯାଇଛି ।
ନିଜ ହଳଦୀ ଓ ମେହେନ୍ଦି ରେ ସୋମାଲିନ ଗୀତ ଗାଇ ଜବରଦସ୍ତ ଡ୍ୟାନ୍ସ କରିବାର ନଜର ଆସୁଛନ୍ତି । ଏହା ସହ ସେ ବେଦିକୁ ଯିବା ସମୟରେ ନାଚି ନାଚି ଯାଇଛନ୍ତି ଯାହା ଏହି ଭିଡିଓ ରେ ନଯାର ଆସୁଛି । ବିବାହର ସଂପୂର୍ଣ୍ଣ ବିଧି ସମୟ ଅନୁସାରେ ସମ୍ପନ୍ନ ହୋଇଛି ।

ନିଶିତ ସୋମାଲିନଙ୍କୁ ସିନ୍ଦୁର ପିନ୍ଧାଇବା ଠାରୁ ଆରମ୍ଭ କରି ସାତ ଫେରା ଯାଏଁ ସବୁଆ ରସମ ରୀତିନୀତି ଅନୁସାରେ ଶେଷ ହୋଇଛି । ଏମିତି କି ସୋମାଲିନ ଙ୍କ ବିଦାୟୀ ମଧ୍ୟ କିଛି ଅଲଗା ଭାବରେ ହୋଇଥିଲା । ସେ ତାଙ୍କ ଭଉଣୀ ଜ୍ୟାଙ୍କଲିନ ଙ୍କୁ ଧରି ଜୋରରେ କାନ୍ଦୁ ଥିବାର ମଧ୍ୟ ନଜର ଆସୁଛନ୍ତି । ବିବାହ ସମୟରେ ଏମିତି ଅନେକ ମଜାଦାର ଘଟଣା ଦେଖିବାକୁ ମିଳିଛି ।
ସୋମାଲିନ ନିଜର ମ୍ୟାରେଜ କୁ ଉପୋଭୋଗ କରିବା ସହ ତାଙ୍କ ବାପା ଓ ଭଉଣୀ ଜ୍ୟାଙ୍କଲିନ ଙ୍କ ସହ ସ୍ଟେଜ ରେ ଡ୍ୟାନ୍ସ କରିବାର ମଧ୍ୟ ନଯାର ଆସିଛନ୍ତି । ଏହା ସହ ଶାଶୁଘରେ ସୋମାଲିନ ନିଶିତ ଙ୍କ ସହ ବେଶ ଖୁସିରେ ଥିବାର ଏହି ଭିଡିଓ ରେ ନଜର ଆସୁଛନ୍ତି । ଆଶା କରୁଛୁ ଦୁହିଙ୍କ ଯୋଡି ଏମିତି ହସ ଖୁସିରେ ଆଗାମୀ ଦିନରେ ରହିବ ।

ବନ୍ଧୁଗଣ ଆପଣ ମାନଙ୍କୁ ସୋମାଲିନଙ୍କ ବିବାହର ମୁମେଣ୍ଟ କିପରି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମର ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।
