ଓଲିଉଡ ଜଗତରେ ଅଭିନୟ କରି କଳାକାର ମାନେ ଖୁବ ନାଁ କାମିଛନ୍ତି । ଠିକ ସେହିପରି ଓଡିଆ ଇଣ୍ଡଷ୍ଟ୍ରି ର କିଛି ସଂଗୀତକାର ମାନେ ମଧ୍ୟ ନିଜର ସୁମଧୁର କଣ୍ଠ ରେ ଦର୍ଶକ ମାନଙ୍କ ହୃଦୟ ଜିଣିଛନ୍ତି । ଓଡିଆ ଗାୟକ ଓ ଗାୟିକା ମାନେ ନିଜର ଗୀତ ମାଧ୍ୟମ ରେ ଓଡିଆ ଇଣ୍ଡଷ୍ଟ୍ରି ରେ ନିଜର ଅଲଗା ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ସେମାନେ ନିଜର ରିୟଲ ଲାଇଫ କୁ ନେଇ ମଧ୍ୟ ଅନେକ ଠଡ଼ ସୋ-ସି-ଆ-ଲ ମି-ଡି-ଆ-ରେ ଚର୍ଚ୍ଚା ରେ ରହିଥାନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଗାୟିକା ଅସୀମା ପଣ୍ଡା କିପରି ବିବାହ ଗେଟପ ନେଇଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ଓଡିଆ ସିଙ୍ଗର ଅସୀମା ପଣ୍ଡା ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ନିଜର ସୁମଧୁର କଣ୍ଠ ରେ ଅନେକ ଓଡିଆ ଭଜନ, ଆଲବମ ଓ ଫିଲ୍ମ ରେ ସଂଗୀତ ଦାନ କରିଛନ୍ତି । ଯାହାକୁ ଦର୍ଶକ ମାନେ ବହୁତ ପସନ୍ଦ କରିବା ସହ ଅନେକ ସାରା ଭଲ ପାଇବା ମଧ୍ୟ ଦେଇଛନ୍ତି । ଓଡିଶରା ସୁନାମଧାନ୍ୟ କଣ୍ଠଶିଳ୍ପୀ ଭାବେ ଅସୀମା ପଣ୍ଡା ପରିଚିତ ଅଟନ୍ତି ।

ସେ ଓଡିଆ ଇଣ୍ଡଷ୍ଟ୍ରି ରେ ଜଣେ ଲୋକପ୍ରିୟ ଗାୟିକା ଭାବେ ନିଜର ଦମଦାର ପର୍ଫୋମ ଦେଇହକନ୍ତି । ତେବେ ଏହି ଭିଡିଓ ରେ ଆପଣ ମାନେ ଅସୀମା ପଣ୍ଡା ଙ୍କୁ ବିବାହ ସମୟରେ କିପରି ରେଡି ହୁଅନ୍ତୁ ସେହିଭଳି କିଛି ଗେଟପ ନେଇଛନ୍ତି ତାହା ଦେଖି ପାରିବେ ।
ସେ ନାଲି ରଙ୍ଗର ସମ୍ବଲପୁରୀ ଶାଢୀ ସହ ଗଜରା ଲାଗି ଥିବାରୁ ବହୁତ ଗରଜେସ ଲାଗୁଛନ୍ତି । ତାଙ୍କର ଶାଢୀ ପିନ୍ଧିବା ଷ୍ଟାଇଲ ମଧ୍ୟ ଖୁବ ନିଆରା ଲାଗୁଛି ଯାହା ଏହି ଭିଡିଓ ରେ ନଜର ଆସୁଛି । ଗଭାରେ ଗୋଲାପ ଫୁଲ ଲଗାଇ ସେ ଯେଉଁ ଭଳି ଗେଟପ ନେଇଛନ୍ତି ତାହା ପ୍ରଶଂସା ଯୋଗ୍ୟ ଅଟେ ।
ଏହା ସହ ସେ ଏପରି ନିଆରା ଲୂକ ରେ ନଜର ଆସିଛନ୍ତି ଯାହାକୁ ଦର୍ଶକ ମାନେ ବେଶ ପସନ୍ଦ କରିଛନ୍ତି । ସାଲବାର ସୁଟରେ ମଧ୍ୟ ଅସୀମା ପଣ୍ଡା ବେଶ ସୁନ୍ଦର ଲାଗୁଛନ୍ତି ଯାହା ତାଙ୍କର ପର୍ଶନାଲିଟି କୁ ସୁଟ କରୁଛି । ବିଶେଷ କରି ଏହି ଭିଡିଓ ରେ ସେ ଯେଉଁ ଶାଢୀ ପିନ୍ଧିଛନ୍ତି ତାହା ତାଙ୍କର ପର୍ଶନାଲିଟି କୁ ବେଶ ମାନୁଛି । ସେ ନୂଆ ବିବାହିତ ବୋହୁ ଭଳି ସଜବାଜ ହୋଇ ଏହି ଭିଡିଓ ରେ ନଜର ଆସୁଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଅସୀମା ପଣ୍ଡାଙ୍କ ଏହି ନୂଆ ଲୂକ କିପରି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମର ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।
