ସୋମବାର 22 ଫ୍ରେବୃଆରୀ 2021- ଭଗବାନ ଭୋଳାନାଥଙ୍କ କୃପାରୁ ଆଜି ଏହି 6 ଟି ରାଶିଙ୍କୁ ମିଳିବ କିଛି ବଡ ଖବର

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- ମେଷ ରାଶିର ଲୋକ ଆଜି କୌଣସି ପୁରୁଣା ସାଙ୍ଗ ସହିତ ସମ୍ପର୍କ କରିବା ପାଇଁ ଚେଷ୍ଟା କରିବେ । ପ୍ରପର୍ଟି ମାମଲାରେ ଆପଣଙ୍କୁ ଲାଭ ହେବ । ଆପଣଙ୍କ ଦାଂପତ୍ଯ ଜୀବନ ବହୁତ ଭଲରେ କଟିବ, ଯେଉଁଥିରେ ଆପଣ ଖୁସି ରହିବେ । ପ୍ରେମ ଜୀବନ ପାଇଁ ଦିନଟି ସାମାନ୍ଯ ରୂପରେ ବ୍ଯତୀତ ହେବ । ଏହା ଆପଣଙ୍କ ବ୍ୟକ୍ତିଗତ ଓ ପେଶାଦାର ଜୀବନ ପାଇଁ ବହୁତ ମହତ୍ବପୂର୍ଣ ସମୟ ଅଟେ । ଆଜି ଆପଣଙ୍କୁ କାମ କାର୍ଯ୍ୟ ବ୍ଯସ୍ତତାରେ ଖାଇପିଇବା ବିଲକୁଲ ଭୁଲିବା କଥା ନୁହେଁ । ଏହା ଦ୍ଵାରା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡିପାରେ ।

ବୃଷ :- ଆଜି ଆପଣ ନିଜ ବେଷ୍ଟ ଫ୍ରେନ୍ଡ ସହିତ କଥା ହେଲେ ଆପଣଙ୍କ ଟେନସନ ଦୂର ହୋଇଯିବ । ନିଜର ମୂଲ୍ଯବାନ ବସ୍ତୁର ନଜର ରଖନ୍ତୁ । କାମ ମାମଲାରେ ଦିନଟି ଆପଣଙ୍କ ସପକ୍ଷରେ ରହିବ ଓ ଆଉ ପରିଶ୍ରମର ଫଳ ମଧ୍ୟ ମିଳିବ । ସମ୍ପର୍କ  ପାଇଁ ଏହି ଦିନଟି ବହୁତ ଭାଗ୍ଯବାନ ଅଟେ । ବିବାହିତା ଲୋକଙ୍କ ପାଇଁ ଦାଂପତ୍ଯ ଜୀବନରେ ବହୁତ ଭଲ ଫଳ ମିଳିବ ଓ ଜୀବନ ସାଥି ଆପଣଙ୍କ ପରିବାର ପ୍ରତି ସବୁ ଦାୟିତ୍ଵ ଉଠାଇବେ ।

ମିଥୁନ :- ଆଜି ଆପଣଙ୍କୁ ପ୍ରତିଭା ଦେଖାଇବାର ସୁଯୋଗ ମିଳିବ । କୌଣସି ନୂଆ ଲୋକ ଆପଣଙ୍କ ସହିତ ଯୋଡି ହୋଇପାରନ୍ତି । କିଛି ଲୋକଙ୍କ ସହିତ ମିଶି ଆପଣ ଖୁସି ହେବେ । କାମ କାର୍ଯ୍ୟରେ ଭଲ ଗତି ରହିବ । ନିଜ କାମକୁ ସମୟରେ ପୁରା କରିବା ପାଇଁ ତତ୍ପର ରହିବେ । ଆର୍ଥିକ ଲେନଦେନ ଓ କିଣାକିଣିରେ ଲାଭ ପ୍ରଦ ରହିବେ । କୌଣସି ମିତ୍ରଙ୍କ ସହଯୋଗ ଦ୍ଵାରା ଆପଣଙ୍କୁ ଧନ ଲାଭ ମିଳିବାର ଯୋଗ ବନୁଛି । ଛୁଆ ପଢା ମାମଲାରେ ନିଜ ସାଙ୍ଗ ସାଥିଙ୍କ ଠାରୁ ଭଲ ପ୍ରେରଣା ନେବେ ।

କର୍କଟ :- ଆଜି ସୁଖ ସୁବିଧାରେ ବୃଦ୍ଧି ହେବ । ଧନର ପ୍ରାପ୍ତି ହେବ । ବଡ ଲୋକଙ୍କର ସହଯୋଗ ମିଳିବ ଓ ଆଶୀର୍ବାଦ ମିଳିବ । ଯେଉଁଥି ପାଇଁ ଆପଣଙ୍କ ଦିନ ବହୁତ ଭଲରେ କାଟିବ। ଆପଣ ରୋଜଗାର ମାମଲାରେ କାହାଠୁ ସାହାର୍ଯ୍ୟ ନେବେ, ଯାହା ଆପଣଙ୍କ ପାଇଁ ବହୁତ ଲାଭ ରହିବ । ବ୍ୟବସାଇ ମାନଙ୍କୁ କାମରେ ବହୁତ ଲାଭ ମିଳିବ । ଯେଉଁ ଲୋକ ଆପଣଙ୍କ କରିୟର ପାଇଁ ମହତ୍ବପୂର୍ଣ ଅଟନ୍ତି, ସେ ଆଜି ଆପଣଙ୍କୁ ଟିକେ ଟେନସନ କରିପାରନ୍ତି ।

ସିଂହ :- ଆଜି କାମରେ ଆପଣଙ୍କୁ ଯାତ୍ରା କରିବାକୁ ପଡିପାରେ । କିଛି ଲୋକଙ୍କର ଟ୍ରାନ୍ସଫର ମଧ୍ୟ ସମ୍ଭବ ହୋଇପାରେ । ପରିବାରର ବାତାବରଣ ବହୁତ ଭଲ ରହିବ ।କିଛି ଲୋକ ଆପଣଙ୍କ ପାଇଁ ଗୁରୁତ୍ଵ ପୂର୍ଣ ରହିବେ । ଦାମ୍ପତ୍ୟ ଜୀବନରେ ମଧୁରତା ବନିବ । ଅବିବାହିତ ଲୋକଙ୍କୁ ବିବାହର ପ୍ରସ୍ତାବ ଆସିପାରେ । ଆପଣ ନିଜ ସ୍ୱାସ୍ଥ୍ୟ ଓ ରୂପକୁ ଭଲ ରଖିବା ପାଇଁ ଚେଷ୍ଟା କରିବେ । ଆପଣଙ୍କ ଜିବନରେ ନୂଆ ଲୋକ ଆସିବେ । କାରୋବାର ଦିଗରେ ପ୍ରଗତି ହେବ ।

କନ୍ୟା :- ବ୍ଯବସାୟି ମାନଙ୍କୁ  ନିଜ ଲକ୍ଷ୍ୟରେ ଦ୍ରୁଷ୍ଟି କେନ୍ଦ୍ରିତ କରିବା ଉଚିତ । ହେଉଥିବା କାମରେ ବାଧା ଆସିବା ଦ୍ଵାରା ମନ କ୍ଷିପ୍ର ହୋଇପାରେ । ମନକୁ ଶାନ୍ତି ରଖୀ ବିବାଦରୁ ବଞ୍ଚନ୍ତୁ । ଆପଣ ବହୁତ ଭଲ ପାରିବାରିକ ଜୀବନ ବିତାଇବେ । ଆପଣ ଧାର୍ମିକ କାର୍ଯ୍ୟରେ ବହୁତ ଆକର୍ଷିତ ହୋଇପାରନ୍ତି । କାର୍ଯ୍ୟ କ୍ଷେତ୍ରରେ ସାବି ଜିନିଷ  ରହିବ । ପରିବାର ସଦସ୍ୟଙ୍କ ଭଲ କଥା ଆଜି ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ ।

ତୁଳା :- ଆଜି ଆପଣଙ୍କ ଆର୍ଥିକ ଚିନ୍ତା  ସମାଧାନ ହେବାର ସମ୍ଭାବନା ରହିଛି । କାରୋବାରରେ ପ୍ରଗତି ହେବ । ସାମାଜିକ କ୍ଷେତ୍ର ଓ କାର୍ଯ୍ୟ ଳୟରେ ମଧ୍ୟ ଲୋକ ଆପଣଙ୍କୁ ଲୋକ ସନମାନ ପୂର୍ବକ ଦେଖିବେ । ଧନର ନିବେଶ କରିବା ପାଇଁ ଚହୁଁଛନ୍ତି ତ ଦିନଟି ବହୁତ ଭଲ ରହିବ । ଆପଣ କିଛି ଜିନିଷକୁ ନେଇ ଅତି ଆତ୍ମ ବିଶ୍ଵାସରେ ରହିବେ, ଯାହାର ନକରାତ୍ମକ ପ୍ରଭାବ ପଡିବ ।

ବିଛା :- ଆତ୍ମବିଶ୍ବାସରେ ଭରା ରହିବେ । ଉଚ ଶିକ୍ଷା ପାଇଁ ବିଦେଶ ପ୍ରବାସର ଯୋଗ ବନୁଛି । ଆୟରେ ସୁଧାର ହେବ । କଥାରେ ସଂଯମତା ରଖନ୍ତୁ । ଆପଣଙ୍କ ପିଲାର ସ୍ୱାସ୍ଥ୍ୟ ଚିନ୍ତାର କାରଣ ହୋଇପାରେ । ଯଦି ଆପଣ ନିଜ ପରିବାରର ବଡ ଲୋକଙ୍କ ସଜେସନ ନେବେ ତେବେ ବହୁତ ଲାଭଦାୟକ ରହିବ । ଚାକିରି ବ୍ୟବସାୟରେ ଦିନ ବହୁତ ଭଲ ରହିବ । ପାରିବାରିକ ଜୀବନରେ ସ୍ଥିତି ବହୁତ ଭଲ ରହିବ ।

ଧନୁ :- ପାରିବାରିକ ଜୀବନରେ ଅକାରଣରେ ଅସୁବିଧା ହୋଇପାରେ । କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିପାରେ । ବ୍ୟବସାୟୀ ମାନଙ୍କୁ କିଛି ଭଲ ଲାଭ ମିଳିପାରେ । ବ୍ୟର୍ଥ ଚର୍ଚାରେ ସାମିଲ ହୁଅନ୍ତୁ ନହିଁ ଅନ୍ଯଥା ଆପଣ ଅସୁବିଧାରେ ପଡ଼ିପାରନ୍ତି । ଚାକିରିରେ ଜୁନିଅରଙ୍କ ଠାରୁ ଭଲ ସହଯୋଗ ମିଳିବ ।

ମକର :- ଆଜି ଆପଣଙ୍କୁ ବାହନ ସୁଖ ମିଳିବ । ସାମାଜିକ କାର୍ଯ୍ୟ କ୍ରମରେ ଭାଗ ନେଇପାରନ୍ତି । ମେହନତ ଓ ଲଗନରେ କାର୍ଯ୍ୟ କରିବା ଦ୍ଵାରା ଆଜି ଆପଣଙ୍କୁ ଭଲ ସଫଳତା ମିଳିବ । ଆପଣଙ୍କ ଭୌତିକ ଆରାମ ଓ ବିଳାସରେ ବୃଦ୍ଧି ହେବ । ଆପଣଙ୍କ ବିଜେନେସ ପାର୍ଟନର ସହିତ ଝଗଡା ହୋଇପାରେ । ଆପଣଙ୍କ ଓ ଆପଣଙ୍କ ଜୀବନ ସାଥିଙ୍କ ଭିତରେ ଦୂରତା ବଢିପାରେ ।

କୁମ୍ଭ :- ଆଜି ଆପଣ ଏମିତି ଲୋକଙ୍କ ସହିତ ସାମିଲ ହୁଅନ୍ତୁ ନହିଁ ଯିଏ ଆପଣଙ୍କ ପ୍ରତିଷ୍ଠାକୁ ଆଘାତ ପହଁଞ୍ଚାଇବ । କିଛି ଦାନ ପୂଣ୍ୟର କାମ କରିପାରନ୍ତି । ପରିବାରରେ ପିତା ଓ କାର୍ଯ୍ୟ କ୍ଷେତ୍ରରେ ବରିଷ୍ଠ ଜନଙ୍କ ସହଯୋଗ ମିଳିବ । ବେତବ ଭୋଗ୍ୟ ଲୋକଙ୍କୁ ଲାଭ ମିଳିବ, କିନ୍ତୁ ବ୍ୟାପାରୀ ମାନକୁ ଅତିରିକ୍ତ ପ୍ରୟାସରେ ଲାଗିରହିବା ଉଚିତ । ଅନାବଶ୍ୟକ ଯାତ୍ରାର ସମ୍ଭାବନା ରହିବ ।

ମୀନ :- ଆଜି ଆନନ୍ଦ ପ୍ରମୋଦ ଓ ମନୋରଞ୍ଜକ ପ୍ରବୃତି ଦିନସାରା ଚାଲିବ । ଭାଗ୍ୟ ପୁରା ସହଯୋଗ କରିବ । ଚାକିରିରେ ନିଜ ଜୁନିଅର ସହିତ ବିବାଦ କରନ୍ତୁ ନହିଁ, ନେହେଲେ ଅସୁବିଧା ହୋଇପାରେ । ଆର୍ଥିକ ପକ୍ଷ ସାମାନ୍ଯ ରହିବ । ଆପଣ ରାଗ କରିପାରନ୍ତି, ନିଜ ରାଗକୁ କଣ୍ଟ୍ରୋଲ କରିବାକୁ ଚେଷ୍ଟା କରନ୍ତୁ । ନିଜ ସିନିୟରଙ୍କ ସହିତ ଯୁକ୍ତି କରନ୍ତୁ ନହିଁ । ଧନ କମାଇବା ପାଇଁ ଏହା ଏକ ଉପଯୁକ୍ତ ଦିନ ଅଟେ ।

Leave a Reply

Your email address will not be published. Required fields are marked *