ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।
ମେଷ :- ଆଜି ଆପଣ ମହତ୍ଵପୂର୍ଣ ସମୟ ନିଜ ମହତ୍ଵ ପୂର୍ଣ କାମରେ ଦେବେତ ବହୁତ ଭଲ ରହିବ । ଆୟରେ କମି ରହିବ ଓ କିଛି ଧନର ହାନି ମଧ୍ୟ ହେବ, ସେଥିପାଇଁ ସାବଧାନ ରୁହନ୍ତୁ । ପରିବାରର ମହୋଲ ବହୁତ ଭଲ ରହିବଓ ଆପଣଙ୍କୁ ପରିବାର ଲୋକର ସହଯୋଗ ମିଳିବ । କୌଣସି ସମ୍ପର୍କୀୟଙ୍କ ଠାରୁ ଆପଣଙ୍କୁ ସରପ୍ରାଇଜ ମିଳିବ । ଯେଉଁ ଲୋକ ପ୍ରେମୀ ବର୍ଗର ଅଛନ୍ତି ତାଙ୍କ ପାଇଁ ଏହି ଦିନତି ବହୁତ ଭଲ ରହିବ ।
ବୃଷ :- ଆଜି ଟେନସନ ଭିତରେ କିଛି ଖୁସି ଖବର ମିଳିଲେ ମନ ବହୁତ ଖୁସି ରହିବ । ପ୍ରେମ ସମ୍ବନ୍ଧରେ ଜୋସ ଆଉ ଖୁସି ମିଳିବ । ମନ ହିସାବରେ କାମ ନ କରିପାରିଲେ ଆପଣ ରାଗି ପାରନ୍ତି । ସ୍ୱାସ୍ଥ୍ୟ ବିକାର ବିକଶିତ ହୋଇପାରେ । ଆପଣଙ୍କ ସାଥିର ଅସୀମ ପ୍ରେମ ଓ ସମର୍ଥନ ଆପଣଙ୍କ ପ୍ରେମର ବନ୍ଧନକୁ ଆହୁରି ମଜଭୁତ କରିବ । ଛାତ୍ରଙ୍କ ପଢାରେ ମନ ଲାଗିବ ନହିଁ ।
ମିଥୁନ :- ଆଜି ଆପଣ ବାହନ ଓ ଏଲେକ୍ଟ୍ରୋନିକ ଜିନିଷ କିଣି ପାରନ୍ତି, ଯେଉଁଥିରେ ଖର୍ଚ ବଢିବ । ଭାଗ୍ଯର ସହଯୋଗ ମିଳିବ, ଯାହା ଯୋଜନା ଅଟକି ରହିଛି ତାହା ପୁଣି ଚାଲିବ । ଦାଂପତ୍ଯ ଜୀବନରେ ଚିନ୍ତା ବଢିପାରେ, ଶେଥି ପାଇଁ ଟିକେ ଧ୍ୟାନ ରଖନ୍ତୁ । ପ୍ରେମ ଜୀବନ ବହୁଅତ ଭଲରେ କାଟିବ । ବ୍ୟାପାରରେ ସଫଳତା ମିଳିବ । ଦେହକୁ ଆରାମ ଓ ଦିମାଗକୁ କାମ ମିଳିବ । ଆପଣଙ୍କ ମନୋବଳ ଦୃଢ ରହିବ, କିନ୍ତୁ କହିବ ଅପେକ୍ଷା ନିଜ କାମରେ ଅଧିକ ଧ୍ୟାନ ଦେବା ଉଚିତ ।
କର୍କଟ :- ଆଜି ଆପଣ ଊର୍ଜାରେ ଭାର ରହିବେ, ଆପଣଙ୍କ ଆକର୍ଷଣ ଓ କୁଶଳତାରେ ଆଜି ଘରେ ଅଫିସରେ ସମସ୍ତେ ପ୍ରଭାବିତ ହେବେ । କୌଣସି ପୁରୁଣା ମିତ୍ର ସମ୍ପର୍କରେ ଆସି ମନ ଖୁସି ରହିବ । ଅନାବଶ୍ୟକ ଚିନ୍ତା ଦ୍ଵାରା ମନ ବ୍ୟଥିତ ହେବ । ଆପଣଙ୍କ ସ୍ୱାସ୍ଥ୍ୟ ବହୁତ ଭଲ ରହିବ । କାମ କାର୍ଯ୍ୟ ପାଇଁ ଏହି ଦିନତି ବହୁତ ଭଲ ରହିବ । ମାତା ପିତାଙ୍କ ଆଶୀର୍ବାଦ ଆଜି ଯାହା କାମ ଆରମ୍ଭ କରିବେ ତାକୁ ସବୁ ବହୁତ ଶୀଘ୍ର ପୁରା କରିବେ ।
ସିଂହ :- ଆଜି ଆପଣଙ୍କ ସାମନାକୁ ଅପ୍ରତ୍ଯାଶିତ ଖର୍ଚ ଆସିପାରେ । ବିବାହିତା ଲୋକଙ୍କ ଦାଂପତ୍ଯ ଜୀବନ ଆଜି ବହୁତ ଭଲ ରହିବ । ଆଉ ଜୀବନସାଥି ସହିତ ନିବିଡତା ବଢିବ । କାମ କାର୍ଯ୍ୟ ସହିତ ଜଡିତ ଖୁସି ଖବର ଆପଣଙ୍କୁ ଖୁସି କରିବ । କାମ ମାମଲାରେ ଆପଣଙ୍କର ପ୍ରଶଂସା ହେବ ଆଉ ଆପଣଙ୍କ ପଦ ବଢିବ । ଆପଣନଙ୍କ ବଣିରେ ନିୟତ୍ରଣ ରଖନ୍ତୁ ।
କନ୍ୟା :- ଆଜି ଆପଣଙ୍କ ବସ ଆପଣଙ୍କ ଉପରେ ଖୁସି ରହିବେ । ଅନାବଶ୍ୟକ ବଡ ବିବାଦରୁ ଦୂରରେ ରୁହନ୍ତୁ । କୌଣସି ପ୍ରିୟ ଜନକୁ କଷ୍ଟ ହୋଇପାରେ । ଅନାବଶ୍ୟକ ମାନସିକ ଚିନ୍ତା ହୋଇପାରେ । କୌଣସି ନିଜ ଲୋକର ମାନେ ପଡିବ । ଆପଣ ନିଜ ପରିବାର ସହିତ ପ୍ରେମ ଓ ସଦଭାବ ବନାଇ ରଖନ୍ତୁ । ଆପଣଙ୍କ ସାଥୀକୁ କ୍ଷତ ଲାଗିପାରେ ।
ତୁଳା :- ଆଜି ଆପଣଙ୍କ ଜୀବନରେ ଚାଲୁଥିବା ସବୁ ଚିନ୍ତା ଦୂର ହେବ । ଆଜିର ଦିନ ଆପଣଙ୍କ ପାଇଁ ଶୁଭ ଫଳଦାୟୀ ରହିବ । ଧର୍ମ କର୍ମ ଓ ପୂଜା ପାଠରେ ରୁଚି ବଢିବ । ଅନୈତିକ କାର୍ଯ୍ୟ କାରଣରୁ ଟିକେ ଅସୁବିଧା ହୋଇପାରେ । ସଂଘର୍ଷର ସମ୍ଭାବନା ରହିଛି । କିଛି ନୂଆ ସୂଚନା ମିଳିପାରେ । ପରିବାର ସହିତ ଆନନ୍ଦ ଆସିପାରେ । ଆପଣ ବେକାର ଝଗଡରେ ପସନ୍ତୁ ନହିଁ ।
ବିଛା :- ଆଜି ବହୁତ କଷ୍ଟ ପରେ ମଧ୍ୟ ଆର୍ଥିକ ସ୍ଥିତି ଆପଣଙ୍କ ପକ୍ଷରେ ହେବ ନହିଁ । ଛାତ୍ର ବିନା କୌଣସି ସମସ୍ୟାରେ ନିଜ ପଢାରେ ଧ୍ୟାନ ଦେବେ । ଆପଣଙ୍କ ମନ ଖୁସି ରହିବ, ଶେଥି ପାଇଁ ଆପଣ ସବୁ କାମକୁ ଠିକସେ କରିପାରିବେ । ଏହାର ପ୍ରଭାବ ଆପଣଙ୍କ ଦାଂପତ୍ଯ ଜୀବନ ଉପରେ ମଧ୍ୟ ପଡିବ ଓ ସେଥିରେ ପ୍ରେମ ବଢିବ ।
ଧନୁ :- ଆଜି ପ୍ରୋପର୍ଟୀ ମାମଲାରେ ଆପଣଙ୍କୁ ଲାଭ ହେବ । ଶାରୀରିକ ଫିଟନେସ ରଖିବା ପାଇଁ ଆପଣଙ୍କୁ ବ୍ୟାୟମ କରିବାର ଆବଶ୍ୟକ ରହିଛି । ଆପଣଙ୍କ ଗଣ୍ଠିରେ କଷ୍ଟ ଅନୁଭବ କରିପାରନ୍ତି ବା କୌଣସି ପ୍ରକାର ଶାରୀରିକ କଷ୍ଟ ଅସୁବିଧାରେ ପକାଇପାରେ । ଆପଣଙ୍କ ଦାଂପତ୍ଯ ଜୀବନ ବହୁତ ଭଲରେ କଟିବ ଯେଉଁଥିରେ ଆପଣ ଖୁସି ରହିବେ ।
ମକର :- ଆଜି ଆପଣ ସୁସ୍ଥ ରହିବେ । ସନ୍ତୁଳିତ ସ୍ୱାସ୍ଥ୍ୟ ପାଇ ଆପଣଙ୍କୁ ଆପଣଙ୍କ ଦିନର ଆରମ୍ଭ ବ୍ୟାୟମ ବା ଯୋଗଦ୍ଵାରା କରିବା ଉଚିତ । ଅଧା କାମ ଅଟକିଥିବା ଆଜି ପୂରଣ ହେବ । ବହୁତ ଦିନରୁ ଅଟକି ଥିବା ରୋଜଗାର ସହିତ ସମ୍ବନ୍ଧିତ କାର୍ଯ୍ୟ ପୁରା ହେବ । ଆଳସ୍ୟ ଓ ପ୍ରମାଦରୁ ବଞ୍ଚାନ୍ତୁ । ଯାତ୍ରା ଦ୍ଵାରା ଧନ ପ୍ରାପ୍ତି ହେବ । ପ୍ରତିଷ୍ଠିତ ବ୍ୟକ୍ତିଙ୍କଠୁ ସନମାନ ମିଳିପାରେ ।
କୁମ୍ଭ :- ମନରେ ଓଲଟ ସିଧା ବିଚାର ଆସି ମନକୁ ଖରାପ କରିବ । ମାଂସପେଶୀ ର ଦରଜ କଷ୍ଟ ଦେଇପାରେ । ବିବାହିତା ଯୋଡାଙ୍କ ଭିତରେ ସ୍ନେହ ଓ ପ୍ରେମ ବୃଦ୍ଧି ହେବ । କାର୍ଯ୍ୟ କ୍ଷେତ୍ରରେ କିଛି ବାଧା ଆସିପାରେ । ଆଜି ହଠାତ ଆପଣଙ୍କୁ କୌଣସି ସମାରୋହରେ ଯିବାର ସୁଯୋଗ ମିଳିବ ।
ମୀନ:- ଆଜି ଆପଣଙ୍କ ପାଇଁ ବହୁତ ଭଲ ହେବ ଦିନ କୁ ଶାନ୍ତିରେ ବିତନ୍ତୁ । ଜୀବନସାଥି ସହିତ ପ୍ରେଅମ ବଢିବ । ଆପଣଙ୍କ ବୈବାହିକ ଜୀବନ ବହୁତ ଭଲରେ କଟିବ । କିଛି ନୂଆ ଶିଖିବାର ପ୍ରୟାସ ଆପଣଙ୍କୁ ଅଦ୍ଭୁତ ଲାଗିପାରେ । ଜୀବନ ସାଥି ତରଫରୁ ଆପଣଙ୍କୁ ବହୁତ ଭଲ ପାଇବା ମିଳିବ ।