ସୋମବାର 14 ଜୁନ 2021- ବାବା ଭୋଳାନାଥଙ୍କ କୃପାରୁ ଆଜି ଏହି 4 ଟି ରାଶିଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ ।

ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ । ମେଷ :- ଆଜି ପରିବାରରେ ବୟସ୍କ ଲୋକଙ୍କ ସ୍ୱାସ୍ଥ୍ୟର ଚିନ୍ତା ହୋଇପାରେ । ମଧ୍ୟାନ୍ନ ପରେ ଆପଣଙ୍କ ଚିନ୍ତାରେ ବୃଦ୍ଧି ହେବ ଓ ଉଶ୍ଚାହ ବଢିବ । ନିଜ ନିକଟ ବର୍ତୀ ଲୋକଙ୍କ ଠାରୁ କିଛି ଲୁଚାଇକି ରଖନ୍ତୁ ନାହିଁ । ବ୍ୟବସାୟରେ ଲାଭର ଆଶଙ୍କା ରହିଛି । ମାତା ପିତାଙ୍କ ସ୍ଵାସ୍ଥ୍ୟରେ ଲାଭ ହେବ । କାରିୟର ପାଇଁ ନୀରସ ହୁଅନ୍ତୁ ନାହିଁ, ସମୟ ବଦଳିବ । ନୂଆ ଘରର ଯୋଗ ବନୁଛି ।

ବୃଷ :- ଆଜି ଆପଣ ଅବଶ୍ୟକରୁ ଅଧିକ କାମରେ ନିଜକୁ ଦବାଇ ରଖନ୍ତୁ ନାହିଁ, ଟିକେ ଆରାମ କରନ୍ତୁ । ନିଜ ପ୍ରତିଦିନ କାର୍ଯ୍ୟରେ ଚେଞ୍ଜେସ ଆଣନ୍ତୁ । ଯଶ କୀର୍ତିରେ ବୃଦ୍ଧି ହେବ । ବ୍ୟବସାୟରେ ଲାଭ ହେବ । ସନ୍ତାନ ଉପରେ ଧ୍ୟାନ ରଖିବାର ଆବଶ୍ୟକତା ରହିଛି । ନିଜ ବ୍ୟବହାରରେ ନମ୍ରତା ଆଣିବାର ଆବଶ୍ୟକତା ରହିଛି ।

ମିଥୁନ :- କାରୋବାରରେ ବୃଦ୍ଧି ହେବ କିନ୍ତୁ ଆପଣ ସଂଘର୍ଷ ଦ୍ଵାରା ବିଜୟ ପ୍ରାପ୍ତ କରିବେ । ଚାକିରିକୁ ନେଇକି ଟିକେ ଚିନ୍ତିତ ରହିବେ । ଆଜି ମନ ସନମାନ ମିଳିବାର ଯୋଗ ରହିଛି । ଧନର ଆଗମନ ହେବ । କୌଣସି ନୂଆ କାର୍ଯ୍ୟ ଯୋଜନାକୁ ବିସ୍ତାର ଦେବେ । ଚିନ୍ତାର ସ୍ଥିତି ନିର୍ମିତ ହେବ ।

କର୍କଟ :- ଆଜି କାର୍ଯ୍ୟ ସ୍ଥଳରେ ବିବାଦର ସ୍ଥିତି ବନିପାରେ । ମନମାଳିନ୍ୟରୁ ଦୁରାଇ ରୁହନ୍ତୁ । କୌଣସି ଖୁସି ଖବର ଆପଣଙ୍କୁ ମିଳିପାରେ । ନୂଆ ଦାୟିତ୍ଵ ମିଳିବା ଦ୍ଵାରା ମନ ପ୍ରସନ୍ନ ରହିବ । ଆଜି ଆପଣଙ୍କ ପଇସା କେଉଁଠି ଅଟକି ଯାଇ ପାରେ । ଶିକ୍ଷାରେ ପ୍ରଗତି ହେବ । ମାତାଙ୍କ ସାନିଧ୍ୟ ଏବଂ ସହଯୋଗ ମିଳିବ । ନିବେଶ କରିବା ଆଗରୁ ଭାବି ଚିନ୍ତି କରନ୍ତୁ ।

ସିଂହ :- ଜୀବନ ସାଥି ସହିତ ବିବାଦ ହୋଇପାରେ । ନିଜକୁ ନେଇ ଏତେ କଠୋର ହୁଅନ୍ତୁ ନାହିଁ । ଆଜି ଆପଣଙ୍କ ସାହାସରେ ବୃଦ୍ଧି ହେବ । ଆପଣ ପରିଶ୍ରମରୁ ଭାଗନ୍ତୁ ନାହିଁ । ଆପନଙ୍କ ଚେଷ୍ଟା ଜାରି ରହିବ କଥା ବାର୍ତା ସମୟରେ ବାଣୀ କଠୋର କରନ୍ତୁ ନାହିଁ । ବ୍ଯବସାୟିକ କ୍ଷେତ୍ରରେ ଅଧିକାରୀଙ୍କ ସହିତ ଆବଶ୍ୟକ ବିଷୟ ଉପରେ ଚର୍ଚା ହେବ ।

କନ୍ୟା :- ଆଜି ଆପଣଙ୍କୁ ଆଗକୁ ବଢିବା ପାଇଁ ଓ ନୂଆ ଜିନିଷ ଶିଖିବାର ଚେଷ୍ଟା ସଫଳ ହେବ । ନିଜ ଉପରେ ବିଶ୍ବାସ ରଖନ୍ତୁ ଆଉ ଅନ୍ୟର ଭରସାରେ ରୁହନ୍ତୁ ନାହିଁ । ଧ୍ୟାନ ରଖନ୍ତୁ ଆଳସ୍ୟଠୁ ବଡ ଶତ୍ରୁ ନାହିଁ । ମନରେ ଦ୍ଵିବିଧା ରହିଛି ଯାହା ଦ୍ଵାରା ଆପଣ ଚିନ୍ତିତ ରହିବେ । ଯାହା ଦ୍ଵାରା ଆପଣ ମାନସିକ ରୂପରେ ବ୍ୟସ୍ତ ରହିବେ ।

ବିଛା :- ଆଜି ଆପଣଙ୍କୁ ପାର୍ଟନର ଶିପରୁ ଫାଇଦା ହେବ । ଆପଣଙ୍କର ପ୍ରିୟଜନ ଆପଣଙ୍କ ପାଇଁ ଖୁସି ଖବର ନେଇକି ଆସିବ । ଆଉ ଆପଣଙ୍କୁ ତାଙ୍କ ଉପରେ ଗର୍ବ ହେବ । ନିଜ ଦାୟିତ୍ଵକୁ ଧ୍ୟାନରେ ରଖନ୍ତୁ । ନିଜ ସମୟ ଓ ଧର୍ଜ୍ୟକୁ ପୁରା ବ୍ଯବାହାର କରନ୍ତୁ । ଆଜି ଏହାର ଆବଶ୍ୟକତା ରହିଛି ।

ଧନୁ :- ଆଜି ମାତାଙ୍କ ସ୍ୱାସ୍ଥ୍ୟ ଚିନ୍ତାର ବିଷୟ ରହିବ ଶେଥି ପାଇଁ ଆପଣଙ୍କୁ ଅତିରିକ୍ତ ସତର୍କ ରହିବାର ଆବଶ୍ୟକତା ରହିଛି । ନିଜଠୁ ଛୋଟ ଲୋକଙ୍କୁ ଟେନସନ ହୋଇପାରେ । ଆପଣଙ୍କ ଭାବିବାରେ ଚେଞ୍ଜେସ ଆସିପାରେ । ବ୍ୟାପାରରେ ନିବେଆସ ଲାଭ ଦାଯକ ରହିବ ।

ମକର :- ଆଜି ମହିଳା ଓ ଛାତ୍ର ବର୍ଗଙ୍କୁ ସଫଳତା ପାଇଁ ବିଶେଷ ପରିଶ୍ରମର ଆବଶ୍ୟକତା ପଡିବ । ଚାକିରିରେ ଅଶାନ୍ତିର ବାତାବରଣ ବନିବାର ଯୋଗ ରହିଛି । ସ୍ୱାସ୍ଥ୍ୟ କମଜୋର ରହିବ । ଧୋଖା ହେବାର ଆଶଙ୍କା ଭିତରେ ବେକାର ଖର୍ଚ ବଢିବ । ପୁରୁଣା ରୋଗ ବାହାରି ପାରେ ସାବଧାନ ରୁହନ୍ତୁ ।

କୁମ୍ଭ :- । ପରିବାର ସହିତ ସମୟ ବିତାଇବା ପାଇଁ ଖୁସି ମିଳିବ । ଆଜି ଆର୍ଥିକ ରୂପରେ ଆପଣଙ୍କ ପ୍ରଗତି ହେବ । ଜୀବନରେ ଧନ ଲାଭର ନୂଆ ସୁଯୋଗ ମିଳିବ । ଅଟକି ଥିବା ସବୁ କାମ ପୁରା ହେବ । ଜୀବନ ସାଥିର ଖରାପ ସ୍ୱାସ୍ଥ୍ୟ କାରଣରୁ ଆପଣଙ୍କ କାମ କାର୍ଯ୍ୟ ପ୍ରଭାବିତ ହୋଇପାରେ । ଆଜି ଆପଣଙ୍କୁ କୌଣସି ନୂଆ ଜିନିଷ ଶିଖିବାର ସୁଯୋଗ ମିଳିବ

ମୀନ :- ଆଜି ବହୁତ ଦିନରୁ ହେଉଥିବା ସମସ୍ୟାର ଅନ୍ତ ହେବ । ବ୍ୟବସାୟରେ ସଫଳତା ଅର୍ଜନ କରିବେ । ପରିବାରରେ ସୌଭାଗ୍ୟ ଓ ଖୁସି ଦସ୍ତକ ଦେବ । ପରିବାରରେ ବଡ ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ଯା ବଢିବ । ଲାଭର ଅବସର ମିଳିବ । ଘରେ ଶାନ୍ତି ବଣାଇ ରଖନ୍ତୁ । କୌଣସି ବଡ ଫାଇଦା ମଧ୍ୟ ହୋଇପାରେ । ଧର୍ମ କାର୍ଯ୍ୟରେ ରୁଚି ବଢିବ ।

Leave a Reply

Your email address will not be published. Required fields are marked *