ସୋମବାର ଦିନ ଏହି ସବୁ କାମ ଆଦୌ କରନ୍ତୁ ନାହିଁ! ନଚେତ ବର୍ବାଦ ହେବାରୁ କେହି ବଞ୍ଚାଇପାରିବେ ନାହିଁ

ସୋମବାର ଦିନ ଶିବଙ୍କ ପ୍ରିୟ ଦିନ ଅଟେ, ଏହି ଦିନ ଲୋକମାନେ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ବହୁତ୍ ପ୍ରକାର ପୂଜା ଅର୍ଚ୍ଚନା ମଧ୍ୟ କରିଥାନ୍ତି । ତେବେ ଶିବ ଭଗବାନଙ୍କୁ ଭୋଲେବାଥ ମଧ୍ଯ କୁହାଯାଏ କାହିଁକିନା ଭଗବାନ ଭୋଳେନାଥ ବହୁତ୍ ଶିଘ୍ର କେବଳ ମନ ଭାବନା ଥିଲେ ପ୍ରସନ୍ନ ହୋଇଥାନ୍ତି ତାଙ୍କୁ ଭକ୍ତ ଠାରୁ ନିଃସ୍ଵାର୍ଥ ଭକ୍ତି ଆବଶ୍ୟକ ହୋଇଥାଏ ଆଉ କିଛି ତାଙ୍କ ପାଇଁ ମୂଲ୍ୟବାନ ହୋଇନଥାଏ । ତେବେ ଭକ୍ତ ମନେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ବହୁତ୍ ପ୍ରକାର ଉପବାସ ଓ ବ୍ରତ ମଧ୍ୟ କରନ୍ତି ।

କେତେକ ଭକ୍ତ ସବୁ ସୋମବାର ଭଗବାନଙ୍କ ଲିଙ୍ଗ ଉପରେ ପାଣି ଢ଼ାଳିବା ପାଇଁ ଯାଇଥାନ୍ତି ଓ ମନ୍ଦିରରେ ଶିବଙ୍କ ଆରାଧନା ମଧ୍ୟ କରନ୍ତି । ତେବେ ବହୁତ୍ ଲୋକଙ୍କ କହିବା ଅନୁଯାଇ ତାଙ୍କୁ ମନ୍ଦିରରେ ଶାନ୍ତି ବାତାବରଣ ପ୍ରାପ୍ତ ହୋଇଥାଏ ଯାହା ତାଙ୍କୁ ସୁଖ ଦେଇଥାଏ ।

ତେବେ ଶାସ୍ତ୍ରରେ ମଧ୍ୟ ଶିବଙ୍କ ରାଗ ବା କ୍ରୋଧ ବିଷୟରେ ବହୁତ୍ କିଛି କୁହା ଯାଇଛି ତେବେ ଶିବଙ୍କ କ୍ରୋଧରୁ ଭଗବାନ ମାନେ ମଧ୍ୟ ବହୁତ୍ ଡରନ୍ତି ଓ କେହି ତାଙ୍କୁ କ୍ରୋଧିତ ହବାକୁ କାରଣ ଦବାକୁ ଚାହନ୍ତି ନାହିଁ । ତେବେ ଜାଣି ବା ଅଜାଣି ଏମିତି କିଛି କାମ କରନ୍ତୁ ନାହିଁ ଯାହା ଦ୍ୱାରା ପ୍ରଭୁ ପ୍ରସନ୍ନ ହବା ଜାଗାରେ ରାଗିବେ । ତେବେ ଆସନ୍ତୁ ବିସ୍ତାର ସହ ଜାଣିବା କେଉଁ କାମ କରିବା ଦ୍ୱାରା ଶିବ ଭଗବାନ କ୍ରୋଧିତ ହୁଅନ୍ତି ।

୧- ଯଦି ଆପଣ ସୋମବାର ଦିନ ମାଂସ ମଦ ଭଳି ଜିନିଷ ସେବନ କରନ୍ତି ତେବେ ଆପଣଙ୍କ ଘରେ କେବେ ବି ସୁଖ ଶାନ୍ତି ଆସିବ ନାହିଁ ଆପଣଙ୍କୁ ସବୁବେଳେ ଆର୍ଥିକ ସମସ୍ୟା ଲାଗି ରହିବ ।

୨- ଯଦି କାହା ଘରେ ସୋମବାର ଦିନ ଝଗଡା ଲାଗିଥାଏ ଓ ସୋମବାର ଦିନ ସ୍ଵାମୀ ସ୍ତ୍ରୀ ଉପରେ ବା ସ୍ତ୍ରୀ ସ୍ଵାମୀ ସହ ଝଗଡା କରନ୍ତି ତେବେ ତାଙ୍କ ସବୁ ପୂଜା ପାଠ ବ୍ୟର୍ଥ ହୋଇଥାଏ । ଭଗବାନ ଶିବ ନିଜ ସ୍ତ୍ରୀଙ୍କୁ ବହୁତ୍ ଭଲ ପାଆନ୍ତି ଓ ତାଙ୍କ ଠାରୁ ଆରମ୍ଭ ହୋଇଥିଲା ସ୍ତ୍ରୀ ସ୍ୱାମୀର ଅର୍ଦ୍ଧାଙ୍ଗିନୀ ହୋଇଥାନ୍ତି ଏହାର ଅର୍ଥ ଅଧା ଅଙ୍ଗ ସହ ସମାନ ହୋଇଥାନ୍ତି ।

୩- ଯଦି ଆପଣଙ୍କ ଘରେ ଗାଈ ବା ସ୍ନଢ଼ ଆସେ ତେବେ ଆପଣଙ୍କୁ ତାଙ୍କୁ କିଛି ଖାଇବାକୁ ଦବା ଉଚିତ୍ ଅଟେ । ଯଦି ଆପଣ ଗାଈ ବା ସ୍ନଢ଼କୁ ଅପମାନ କରନ୍ତି ବା ନିଜ କ୍ଷମତା ଅନୁଯାଇ ଖାଇବାକୁ ଦିଅନ୍ତି ନାହିଁ ତେବେ ଆପଣଙ୍କୁ ବହୁତ୍ ସମସ୍ୟା ସାମ୍ନା କରିବାକୁ ପଡ଼ିଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *