ସୋରିଷ ତେଲରେ ଏହି ଜିନିଷ ମିଶାଇ ନିଜ କେଶରେ ଲଗାନ୍ତୁ ଦେଖିବେ ଆପଣଙ୍କର ଗୋଟି ଗୋଟି କରି ସବୁ କେଶ ହୋଇଯିବ କଳା- Hair Care

ନମସ୍କାର ବନ୍ଧୁଗଣ ,ବନ୍ଧୁଗଣ ଆପଣମାନେ ତ ଧଳା କେଶ କୁ କଳା କରିବା କଥା ଜାଣିଥିବେ । ତେବେ ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଉପାୟ କହିବୁ ଯାହାଦ୍ୱାରା ଆପଣଙ୍କ କେଶ ଧଳା ରୁ କଳା ହୋଇଯିବ । ଆପଣଙ୍କ ପାଇଁ ଏହା ବନାଇବା ବହୁତ ସହଜ ମଧ୍ୟ । ଆପଣ ଏହାକୁ ଦୁଇ ରୁ ତିନି ମାସ ପର୍ଯ୍ୟନ୍ତ ରଖିପାରିବେ ମଧ୍ୟ । ଏହାଛଡା ଏହା ଆପଣଙ୍କ କେଶ କୁ ଘନ , ସୁନ୍ଦର ଏବଂ ମଜବୁତ ମଧ୍ୟ କରିବ । ଆପଣଙ୍କ କେଶ ଝଡ଼ିବା ବହୁତ ପରିମାଣ ରେ କମିଯିବ ।

ଏହା ଆପଣଙ୍କ କେଶ କୁ ବହୁତ ଭାବରେ ଉପକାର ପ୍ରଦାନ କରିବ । ଏହାଛଡା ଆପଣଙ୍କ ର ଅନେକ ପ୍ରକାର ଫାଇଦା ମଧ୍ୟ ହେବ । ଏହାଛଡା ଏହା ଆପଣଙ୍କ ର କେଶ କିମ୍ବା ଆପଣଙ୍କ ଉପରେ କୌଣସି ଖରାପ ପ୍ରଭାବ ପକାଇବ ନାହିଁ । ଯଦି ଆପଣ ଆପଣଙ୍କ କେଶ କୁ କଳା କରିବାକୁ ଚାହୁଁଛନ୍ତି ତେବେ ଆପଣ ଏହାକୁ ନିଶ୍ଚିତ ଜାଣନ୍ତୁ କି ସେହି ଜିନିଷ ଟି ଆପଣ କେମିତି ବନେଇବେ ଏବଂ କେମିତି ଭାବରେ ପ୍ରୟୋଗ କରିବେ । ପ୍ରଥମେ ଆପଣ ଗୋଟେ ନୂଆ ଲୁହା କଡେଇ ନିଅନ୍ତୁ ।

କାରଣ ଲୁହା କଡେଇ ଦ୍ବାରା ଆମକୁ ଲୌହ ଜନିତ ଉପକାର ମିଳିଥାଏ । ତାପରେ ସେହି କଡେଇ ରେ ଗୋଟେ ଗିନା ସୋରିଷ ତେଲ ପକାନ୍ତୁ । ସୋରିଷ ତେଲ ଆମ ଚୁଟି ପାଇଁ ବହୁତ ଭଲ ହୋଇଥାଏ । ଏହାପରେ ଆପଣ ସୋରିଷ ତେଲ ରେ ଦୁଇ ଚାମଚ ମେହେନ୍ଦୀ ଗୁଣ୍ଡ ପକାନ୍ତୁ । ଏହି ଦୁଇଟି ଜିନିଷ ଆମ ଚୁଟି କୁ କଳା କରିବା ସହ ବହୁତ ମଜବୁତ ଏବଂ ସୁନ୍ଦର ମଧ୍ୟ କରିଦେଇଥାଏ । ତାପରେ ଏହିଥିରେ ଅଧା ଚାମଚ ମେଥି ଗୁଣ୍ଡ ପକାନ୍ତୁ ।

ଏତିକି ଜଣାଇବୁ ଯେ ଏହା ଆମ ଚୁଟି କୁ ଘନ , କଳା ଏବଂ ଲମ୍ବା କରିଥାଏ । ତାପରେ ଚତୁର୍ଥ ରେ ଏହିଥିରେ ଅଧ ଚାମଚ ରୁ କମ ଅଁଳା ପାଉଡର ପକାନ୍ତୁ । ଅଁଳା ଆମ ଚୁଟି ପାଇଁ ବହୁତ ହିଁ ଭଲ ହୋଇଥାଏ । ତାପରେ ଏହାକୁ ଭଲ ଭାବରେ ଗୋଳାନ୍ତୁ । ଲୋ ଫ୍ଲେମ ରେ ଏହାକୁ ପାଞ୍ଚ ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ । ଆପଣ ଦେଖିବେ ଏହା ଧୀରେ ଧୀରେ କଳା ପଡିଯିବ । ତାପରେ ଏହାକୁ ଘୋଡାଇ ଏକ ଘଣ୍ଟା ପର୍ଯ୍ୟନ୍ତ ରଖନ୍ତୁ । ଏହାପରେ ଏହି ତେଲ କୁ ଗୋଟେ ପାତ୍ର କୁ ଛାଣି ବାହାର କରି ଦିଅନ୍ତୁ ।

ବନ୍ଧୁଗଣ ଆପଣ ମାନେ ଏହାକୁ ଦୁଇ ରୁ ତିନି ମାସ ପର୍ଯ୍ୟନ୍ତ ରଖିପାରିବେ । ତାପରେ ଆପଣ ଏହାକୁ ଦୁଇ ରୁ ତିନି ଥର ଦିନ କୁ ଲଗାନ୍ତୁ । ଯେଉଁ ଜାଗା ରେ ଆପଣଙ୍କ କେଶ ଧଳା ହୋଇଯାଇଛି ସେହି ଜାଗାରେ ଆପଣ ବାରମ୍ବାର ମସାଜ କରନ୍ତୁ । ଯଦି ଆପଣ ଏହାକୁ ଗୋଟେ ମାସ ପୁରା ବ୍ୟବହାର କରିବେ ତେବେ ଆପଣ ଏହାର ଫାଇଦା ଜାଣିପାରିବେ । ଆପଣ ଏହି ତେଲ କୁ ଲଗାଇବାର ଦୁଇ ତିନି ଘଣ୍ଟା ପରେ ମୁଣ୍ଡ କୁ ସାମ୍ପୁ ରେ ଭଲ ଭାବରେ ଧୋଇପାରିବେ ।

ଆପଣ ଯଦି ଏହାକୁ ରାତିସାରା ମୁଣ୍ଡ ରେ ରଖିବାକୁ ଚାହୁଁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଆହୁରି ଭଲ ହୋଇଥାଏ । ଆପଣ ଏହାର ବ୍ୟବହାର ପରେ ଦେଖିବେ ଯେ ଆପଣଙ୍କ କେଶ କଳା , ଘନ , ଲମ୍ବା ହୋଇଯାଇଛି । ଆପଣଙ୍କ କେଶ ବହୁତ ହିଁ ସୁନ୍ଦର ଦେଖା ଯିବା ଆରମ୍ଭ କରିବ । ତେବେ ଏହାକୁ ଆପଣ ନିଶ୍ଚିତ ଭାବରେ ବ୍ୟବହାର କରନ୍ତୁ । ଏହାର ଉପକାର ଆପଣ ବହୁତ ଜଲଦି ହିଁ ଜାଣି ପାରିବେ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣନଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ ।

Leave a Reply

Your email address will not be published. Required fields are marked *