ସୋସିଆଲ ମିଡିଆରେ ଲିକ ହେଲା ପ୍ରାଇଭେଟ Video, ଇସ୍ତଫା ଦେଲେ ସାଂସଦ, ତା ପରେ ପୋଷ୍ଟ କରି କଣ କହିଲେ ଦେଖନ୍ତୁ Video

ପାକିସ୍ଥାନ ଏବେ ରାଜନୀତିଜ୍ଞ ସଂକଟ ଦେଇକି ଗତି କରୁଛି । କିଛି ଦିନ ଆଗରୁ ଇମରାନ ଖାନ ପ୍ରଧାନ ମନ୍ତ୍ରୀ ନିଜ ପଦ ହରାଇ ଥିଲେ । ଯାହା ପରେ ମିଳିଥିଲା ନୂଆ ପ୍ରଧାନ ମନ୍ତ୍ରୀ । ଏବେ ଆଉ ଏକ ଖବର ଆଇଶଚି ନିଜ ର ଏକ ପ୍ରାଭେଟ ଭିଡିଓ ଲିକ ହେବା ପରେ ଆଉ ଜଣେ ସାଂସଦ ଏବେ ଦେଶ ଛାଡିବା ପାଇଁ ବାଧ୍ୟ ହପିକି ଘୋଷଣା କରିଛନ୍ତି । ସେ ହେଉଛନ୍ତି ଟିଭି ହୋଷ୍ଟ ଆମିର ଗିୟାକା ହୁସେନ ।

ଏକ ଘନତାର ଏକ ଭିଡିଓ କୁ ସେ ପକାଇ କହିଛନ୍ତି କି ମୁ ଏବେ ଏହି ଦେଶ ଛାଡି ଚାଲି ଯାଉଛି ଅଳବିଦା ପାକିସ୍ଥାନ । ସେ କହିଛନ୍ତି କି ସେ ନିଜର ମତ ଦେଇକି ଲୋକମାନଙ୍କୁ ଖି ଛନ୍ତି କି ଯେଉଁ ମାନେ ତାଙ୍କ ପ୍ରତି ଦୟା ଭାବ ଦେଖାଇ ଛନ୍ତି ତାଙ୍କ ରୁଣ ସେ ସୁଝି ଦେବେ ।

ଏହା ଅପରେ ସେ କହିଛନ୍ତି କି ସେ ଆଉ କେବେହେଲେ ଏହି ଜାଗାକୁ ଆସିବେ ନି । ସେ କହିଛନ୍ତି କି ସେ ନିଜ କଥା କାହାକୁ କହିବା ପାଇଁ ଚାହୁଁ ନଥିଲେ ମାତ୍ର ସେ ଏବେ ଏହା ଆଖିବା ପାଇଁ ବାଧ୍ୟ ହୋଇ ଛନ୍ତି ଏହା ମଧ୍ୟ କହିଛନ୍ତି ।

କି ଆପଣ ଯଦି ନୂଆ ଜାଗା କିମ୍ବା ଆପଣ ଯଦି ନୂଆ ଘର କିଣିବେ ଯେଉଁ ଭଳି ଖୁଶି ଲାଗେ ସେହି ଭଳି ପୁରୁଣା ଜାଗାକୁ ସବୁ ଦିନ ପାଇଁ ଛାଡି ଗଲେ ଦୁଃଖ ମଧ୍ୟ ଲାଗି ଥାଏ । ମାତ୍ର ମୋ ନିଜର ବ୍ୟକ୍ତିଗତ ଜୀବନକୁ ନେଇକି ଏତେ ଝାଡା ଉଠିବା ପରେ

ମୁ ଆଉ ଏହି ଜାଗାରେ ରହିବା ପାଇଁ ଚାହୁଁ ନି । ଏବେ ଏହା ମୋର ଘର ହୋଇକି ନାଇ , ଦୟା ଦେଖାଇ ଥିବାରୁ ଧନ୍ୟବାଦ ମୁ ଏବେ ଆଉ କେବେହେଲ ଏହି ଜାଗାକୁ ଆଶୀବିନି । ତେବେ ତାଙ୍କର କିଛି ଫୋଟୋ ଭାଇରାଲ ହେବା ପରେ ତାଙ୍କ ପାଇଁ କଠିନ ପରିସ୍ଥିତି ସୃଷ୍ଟି ହୋଇ ଥିଲା ।

ଯାହା ଦ୍ଵାରା ସେ ଖୁବ ଚିନ୍ତାରେ ଥିଲେ ଲୋକମାନେ ଓ ଫ୍ୟାନ୍ସ ମାନେ ଅନେକ କଥା କହି ଥିଲେ ଯାହା ତାଙ୍କ ପାଇଁ ଅସହ୍ୟ ଥିଲା । ତେଣୁ ସେ ପାକିସ୍ଥାନ ରୁ ବିବାୟ ନେବା ପାଇଁ ଆଗେଇ ଆସିଛନ୍ତି । ତେବେ ଏହା ଏବେ ଯାଏ ଜଣା ଯାଇନି କି କଣ ହୋଇଥିଲା ଯାହା ପାଇଁ ସେ ଏବେ ଦୂରକୁ ଚାଲି ଜୀବବା ପାଇଁ ଚାହୁଁ ଛନ୍ତି ।

Leave a Reply

Your email address will not be published. Required fields are marked *