ACF Soumyaଙ୍କ କେସକୁ ନେଇ ମିଳିଲା ନୂଆ ତଥ୍ୟ, ଦେଖନ୍ତୁ କଣ

ଏସିଏଫ ସୋମ୍ୟ ରଞ୍ଜନ ମହାପାତ୍ରଙ୍କ ମାମଲା ଦିନକୁ ଦିନ ଆହୁରି ରହସ୍ୟ ମଧ୍ୟକୁ ଚାଲି ଯାଉଛି । କହିଦେଉଛୁ କି ଆରମ୍ଭରୁ ହିଁ ଏସିଏଫ ସୋମ୍ୟଙ୍କ ପତ୍ନୀ ବିଦ୍ୟା ଭାରତୀ ଓ ଡ଼ିଏଫଓଙ୍କ ଉପରେ ସନ୍ଦେହ କରାଯାଉଛି କି ଏମାନେ ଦୁଇ ଜଣ ମିଶି ଏସିଏଫଙ୍କୁ ହ-ତ୍ୟା କରିଛନ୍ତି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର କୌଣସି ବି ପ୍ରକାରର ପ୍ରମାଣ ମିଳି ନାହିଁ । କିନ୍ତୁ ବର୍ତ୍ତମାନ ପ୍ରଶ୍ନ ଉଠୁଛି କି ସେହି ଦିନ ରାତିରେ ଏତେ ବଡ ଘଟଣା ଘଟିଗଲା କେହି ବି ଦେଖି ପାରିଲେ ନାହିଁ କେମିତି ?

ଏହା ପରେ ଯେତେବେଳେ ସୋମ୍ୟ ରଞ୍ଜନ ମହାପାତ୍ର ଜଳୁଥିଲେ ତେବେ କେଉଁ ଅବସ୍ଥାରେ ତାଙ୍କୁ ଦେଖିଲେ ଓ କେଉଁ ଅବସ୍ଥାରେ ତାଙ୍କୁ କିଏ ଉଠାଇଲେ ? ଅନ୍ୟ ପଟେ ଭାସ୍କର ରାଓ କହୁଛନ୍ତି କି ସେ ଦେଖିଲେ ଓ ସେ ଡ଼ିଏଫଓଙ୍କୁ ଫୋନ କରି ଡାକିଲେ ।

କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସମସ୍ତ ପ୍ରଶ୍ନର ସଠିକ ଜବାବ ସାମ୍ନାକୁ ଆସି ନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ କେହି ସ୍ପଷ୍ଟ କରି ନାହାନ୍ତି କି ସୋମ୍ୟ ରଞ୍ଜନ ମହାପାତ୍ର କେଉଁ ଭଳି ଅବସ୍ଥାରେ ପଡିଥିଲେ ଓ ତାଙ୍କୁ ସେହି ସ୍ଥାନରୁ ଉଠାଇଲେ କିଏ । ସେ ଘରର କେଉଁ ସ୍ଥାନରେ ପଡିଥିଲେ ଓ କିଏ ତାଙ୍କୁ ଲିଭେଇ ହସ୍ପିଟାଲ ନେଇଗଲେ ଏହି ବିଷୟରେ କୌଣସି ବି ପ୍ରକାରର ସୂଚନା ନାହିଁ ।

ଯେଉଁ ଦିନ ତାଙ୍କ ଘର ଲୋକମାନେ ସେହି ସ୍ଥାନକୁ ପହଞ୍ଚିଲେ ବାପା, ମାମୁଁ ଓ ଭାଇ ତାଙ୍କୁ ବି ଦେଖାଇ ଥାନ୍ତେ କି ସୋମ୍ୟ ରଞ୍ଜନ ଏହି ସ୍ଥାନରେ ପଡିଥିଲେ । ଯେଉଁ ଲୋକ ସୋମ୍ୟ ରଞ୍ଜନକୁ ସେହି ସ୍ଥାନରୁ ଉଠାଇଲେ ତାଙ୍କୁ ସେ କହି ପାରି ଥାନ୍ତେ କି ସୋମ୍ୟ ଏହି ସ୍ଥାନରେ ପଡିଥିଲେ ଓ ତାଙ୍କୁ ଆମେ ଏହି ସ୍ଥାନରୁ ଉଠାଇ ଥିଲୁ । ସେହି ସ୍ଥାନରେ କୌଣସି ନା କୌଣସି ଚିହ୍ନ କିମ୍ବା କଳା ଦାଗ ଥାନ୍ତା । କିନ୍ତୁ ଏହିଭଳି କୌଣସି ବି ଚିହ୍ନ୍ନ ନାହିଁ ।

ଏହା ସହିତ ହସ୍ପିଟାଲରେ ଡ଼ିଏଫଓଙ୍କ ସହ ଅନ୍ୟ ବହୁତ ଅଫିସର ଉପସ୍ଥିତ ଥିଲେ । କିନ୍ତୁ କେହି ବି ଏହି ବିଷୟରେ ଆଲୋଚନା କରୁ ନାହାନ୍ତି । ସର୍ବମୋଟ କହିବାକୁ ଗଲେ ଏହି ସମସ୍ତ ପ୍ରଶ୍ନର ନା ହିଁ କେହି ଜବାବ ଦେଉଛି ଓ ନାହିଁ ଏହି କେସରେ କୌଣସି ସୂଚନା ସାମ୍ନାକୁ ଆସୁଛି । କେବଳ ଶୁଣିବାକୁ ମିଳୁଛି କି ତ-ଦ-ନ୍ତ ଚାଲିଛି ।

Leave a Reply

Your email address will not be published. Required fields are marked *